20200709-êcþêõù

କରୋନାକୁ ପ୍ରଶାସନର ଚେକ

ବଡବିଲ: କେନ୍ଦୁଝର ଜିଲ୍ଲା ବଡବିଲ ସହରକୁ ଚତୁଃପାର୍ଶ୍ଵରୁ ଚେକ୍ ଦେଇଛି ପୋଲିସ। ପ୍ରତ୍ୟେକ ଗାଡିକୁ ଟିକିନିଖ ଭାବେ ଚେକିଂ କରୁଛି । ସମସ୍ତଙ୍କୁ ସ୍କ୍ରିନଂ ଟେଷ୍ଟ ମଧ୍ୟ କରାଯାଉଛି। ତିନିଦିନ ମଧ୍ୟରେ ବଡବିଲ ରୁ 58 ଟି ପଜିଟିଭ କେସ୍ ସାମ୍ନାକୁ ଆସିଥିବାବେଳେ ସମସ୍ତ କେସ୍ ଲୋକାଲ ଅଞ୍ଚଳର। ଏହାକୁ ଦୃଷ୍ଟିରେ ରଖି ସାତଦିନିଆ ବଡବିଲ ସଟ୍ ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ। ସେହିପରି ସଂକ୍ରମଣ ପାରଦକୁ ନିମ୍ନଗାମୀ କରିବା ପାଇଁ ବଡବିଲ ପ୍ରଶାସନ ତତ୍ପର […]

Continue Reading
2020708-Astro

କେମିତି କଟିବ ଆଜି

ରାଶି ଫଳତା ୯-୭-୨୦୨୦ ଗୁରୁବାର ମେଷ :-କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ । ଯାତ୍ରାରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ । ଶତ୍ରୁମାନେ ପରାଜିତ ହେବେବ୍ୟବସାୟରେ ଆଶାନୁରୂପ ଲାଭବାନ ହେବେ । ହଠାତ୍ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ବୃଷ :-ଆଜି ଆପଣ ଜଗିରଖି ଚଳନ୍ତୁ ସାମାନ୍ୟ କଥାକୁ ନେଇ ବାଦବିବାଦ ଦେଖା ଦେଇପାରେ । ପ୍ରତ୍ୟେକ କ୍ଷେତ୍ରରେ ବିଫଳତା ଆଉ ହତାଶ ହେବେ ।ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟ ହେବେ । ପରିବାରର ବାତାବରଣ […]

Continue Reading
2020708-Astro

କେମିତି କଟିବ ଆଜି

ରାଶି ଫଳତା ୮-୭-୨୦୨୦ ବୁଧବାର ଆଜି ଦିନର ମହତ୍ତ୍ୱଆଜି ହେଉଛି୨୦୨୦ ମସିହା ଜୁଲାଇ ତା ୮ ରିଖ ବୁଧବାର ମିଥୁନ ୨୪ ଦିନ ଶ୍ରାବଣ କୃଷ୍ଣ ପକ୍ଷ ତୃତୀୟା ତିଥି ଧନିଷ୍ଠା ନକ୍ଷତ୍ର ମକର ଚନ୍ଦ୍ର ।ଘାତ ବାର : କର୍କଟ ରାଶିରଘାତ ଚନ୍ଦ୍ର-: ସିଂହ ରାଶି ପୁରୁଷଙ୍କରଆଜି: ପୋଟଳ ଖାଇବା ନିଷେଧ ମେଷ :-ବିଭିନ୍ନ ପ୍ରତିକୂଳ କାମକୁ ନେଇ ଅସନ୍ତୋଷ ସୃଷ୍ଟି କରିବ । ପରିବାରରେ ଅଯଥା ସନ୍ଦେହ ଓ ଭୁଲ୍ ବୁଝାମଣାଜନିତ ମତପାର୍ଥକ୍ୟ ଆଶଙ୍କା […]

Continue Reading
20200708-tree

ଭି.ଏସ୍,ଏସ ନଗରରେ ବନମହୋତ୍ସବ ସପ୍ତାହ ପାଳନ

ଭୁବନେଶ୍ୱର : ମଙ୍ଗଳବାର ଅପରାହ୍ନରେ ଭି.ଏସ୍.ଏସ ନଗର ତାରିଣୀ ମନ୍ଦିର ନିକଟ ଓଭର ବ୍ରିଜ୍ ନିକଟରେ ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତରଫରୁ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ରୋପଣ କରାଯାଇଛି। କାର୍ଯ୍ୟକ୍ରମରେ ଅକ୍ଷୟ ସ୍ବାଇଁ, ଦୀପକ ନାୟକ, ନଳିନୀକାନ୍ତ ବେହେରା, ନରେନ୍ଦ୍ର ବିଶ୍ୱାଳ, କମଳାକାନ୍ତ ରାଉତରାୟ, ଦେବାନନ୍ଦ ଦାସ ବିଜେଡି ନେତ୍ରୀ […]

Continue Reading
20200707-doctor

ଗର୍ଭପାତ କରି ବନ୍ଧାହେଲେ ଡାକ୍ତର

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାର ରାଏବଗା ପଞ୍ଚାୟତର ଜଣେ ୧୩ ବର୍ଷୀୟ ବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ କରାଇବା ଅଭିଯୋଗରେ ପୋଲିସ ମଙ୍ଗଳବାର ସରକାରୀ ଡାକ୍ତରଖାନାର ଜଣେ ଡାକ୍ତରଙ୍କୁ ଗିରଫ କରିଛି। ସମ୍ପୃକ୍ତ ଡାକ୍ତର ଦେବାଶିଷ ଘୋଷ ଗତ ଜୁନ୍ ୧୫ରେ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚସି)ରେ ଜବରଦସ୍ତି ଉକ୍ତ ଝିଅର ଗର୍ଭପାତ କରାଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ବିରମିତ୍ରପୁର ଥାନାର ବହିଷ୍କୃତ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝିଙ୍କ ଦ୍ୱାରା କ୍ରମାଗତ ୪ମାସ ଧରି ଦୁଷ୍କର୍ମ ଶିକାର ହେବା […]

Continue Reading
20200707-tiktok

ଭାରତ ପରେ ଏହି ଦେଶରେ ଟିକଟକ ବ୍ୟାନ

ବ୍ୟୁରୋ : ଗଲଓ୍ୱାନ ଘାଟି ସଂଘର୍ଷ ପରେ ୫୯ଟି ଚାଇନା ଆପକୁ ବ୍ୟାନ କରିଛି ଭାରତ । ଯାହାର ପ୍ରଭାବ ସିଧାସଳଖ ଭାବେ ଚାଇନା ଉପରେ ପଡିଛି । ଏହି ଆପ ତାଲିକା ମଧ୍ୟରେ ଆଗଧାଡ଼ିରେ ରହିଥିଲା ଟିକଟକ । ଡିଜିଟାଲ ଷ୍ଟ୍ରାଇକ ପରେ ଭାରତକୁ ଏକ ବଡ ସଫଳତା ମିଳିଛି । ଏହାକୁ ଦୃଷ୍ଟିରେ ରଖି ଆଗକୁ ଆମେରିକା ଟିକଟକ୍ ସମେତ କିଛି ଚାଇନା ଆପ ଉପରେ ନିଷିଦ୍ଧାଦେଶ ଜାରି କରିପାରେ । ଦେଶର ଆଭ୍ୟନ୍ତରୀଣ […]

Continue Reading
20200707-rainy

ଆହୁରି ୫ ଦିନ ଭିଜିବ ଓଡିଶା

ଭୁବନେଶ୍ୱର: ସାରା ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି । ସୂଚନା ଅନୁଯାୟୀ, ଜୁଲାଇ ୮ ତାରିଖ ଓ ୯ ତାରିଖରେ ରାଜ୍ୟର କିଛି ସ୍ଥାନରେ ବର୍ଷାର ପରିମାଣ କମ୍ ରହିବ। ଏହାସହ ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବା ବେଳେ ଉତ୍ତର ଓଡ଼ିଶାର […]

Continue Reading
20200707-mote baha hua

ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

କଲିକତା: “ସେ ମୋ ପ୍ରେମିକ ମୁ ତାଙ୍କୁ ବାହାହେବି” ଏହି ସ୍ଲୋଗାନ ଦେଇ ଘର ସାମ୍ନାରେ ଧାରଣାରେ ବସିଛନ୍ତି ଜଣେ ଯୁବତୀ । ମୁହଁରେ ଅଛି ମାସ୍କ, ପାଳନ କରିଛନ୍ତି ସାମାଜିକ ଦୂରତା । କିନ୍ତୁ ଧାରଣାରେ ଅଛନ୍ତି ଯୁବତୀ । ପ୍ରେମିକ ବାହା ହେବାକୁ ମନାକରିବାରୁ ଶେଷରେ ଏଭଳି କିଛି ଢଙ୍ଗରେ ପ୍ରତିବାଦ କରିଛନ୍ତି ଯୁବତୀ ଜଣଙ୍କ । ଏକା ଜିତ୍, ମୋତେ ବାହା ହୁଅ । ଏପରି ଏକ ଚାଞ୍ଚଲ୍ୟକର ଅଭାବନୀୟ ଘଟଣା ଦେଖିବାକୁ […]

Continue Reading
20200707-badbil

ସାନିଟାଇଜ ହେଲା ବଡବିଲ

ବଡ଼ବିଲ (ଦିଲୁ ସ୍ଵାମୀ): ସାନିଟାଇଜ ହେଲା କେନ୍ଦୁଝର ଜିଲ୍ଲା ବଡବିଲ ସହର। ଗତକାଲି ଜିଲ୍ଲାରେ 25 କରୋନା ପଜିଟିଭ ବାହାରିଥିବା ବେଳେ ସେଥିରୁ 11 ଟି ବଡବିଲ ଅଞ୍ଚଳର । ସବୁଠାରୁ ଚାଞ୍ଚଲ୍ୟକର ବିଷୟ ସମସ୍ତ ରୋଗୀ ଲୋକାଲ ଅଞ୍ଚଳର। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଙ୍କ ପକ୍ଷରୁ 7 ଦିନିଆ ବଡବିଲ ବନ୍ଦ ଡାକରା ଦିଆଯାଇଛି।ଅନ୍ୟପଟେ ମୁନିସିପାଲିଟି ପକ୍ଷ୍ୟରୁ ଆଜି ସମ୍ପୂର୍ଣ୍ଣ ସହରକୁ ସାନିଟାଇଜ କରାଯାଇଛି।

Continue Reading
20200707-exam-1

ଖୁବଶିଘ୍ର ବିଶ୍ୱବିଦ୍ୟାଳୟର ଶେଷ ବର୍ଷ ପରୀକ୍ଷା

ନୂଆଦିଲ୍ଲୀ: ସାମ୍ପ୍ରଦାୟିକ ମହାମାରୀ କରୋନା କାୟା ପାଇଁ ମାର୍ଚ୍ଚରୁ ସ୍ଥଗିତ ବିଶ୍ୱବିଦ୍ୟାଳୟ ଓ ଏହା ଅନ୍ତର୍ଗତ ଶିକ୍ଷାନୁଷ୍ଠାନର ଶେଷ ବର୍ଷ ପରୀକ୍ଷା କରାଯିବାନେଇ ଗ୍ରୀନ ସିଗିନେଲା ଦେଲେ କେନ୍ଦ୍ର ଗୃହ ମନ୍ତ୍ରାଳୟ । କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁମତି ଦେବା ପରେ ସଂଶୋଧିତ ଗାଇଡଲାଇନ୍ ଜାରି କରିଛି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ । ସେପ୍ଟେମ୍ୱର ସୁଦ୍ଧା ସ୍ଥଗିତ ଥିବା ବିଶ୍ୱବିଦ୍ୟାଳୟର ଅନ୍ତିମ ବର୍ଷର ପରୀକ୍ଷା ଆୟୋଜିତ ହେବ । ଉଭୟ ଅଫଲାଇନ୍ ଓ ଅନଲାଇନରେ ହେବ […]

Continue Reading