ମାଆକୁ ମହଙ୍ଗା ପଡିଲା ପୁଅ ପ୍ରତି ଅନାବିଳ ପ୍ରେମ, ଅବହେଳାରେ ଚାଲିଗଲା ନୀରିହ ଜୀବନ

ଉମରକୋଟ: ସାମାନ୍ୟ ପେନ୍‌ସନ ଟଙ୍କା ପାଇଁ ବଳିପଡିଲେ ବିଧବା ବୃଦ୍ଧା । ବଡ ପୁଅର ମୃତ୍ୟୁ ପରେ ବୋହୁର ନିର୍ଯାତନା ଓ ଅବହେଳାରେ ପ୍ରାଣ ହରାଇଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳର କୁସୁମ ନାୟକ । ଉମରକୋଟ ଶିବାଜୀ ନଗରରେ ଉଦ୍ଧାର ହୋଇଛି କୁସୁମ ନାୟକ ନାମକ ଜଣେ ବିଧବା ବୃଦ୍ଧାଙ୍କ ଗଳିତ ମୃତଦେହ । ୨୦୦୨ରେ କୁସୁମଙ୍କ ସ୍ୱାମୀ ତଥା ପୋଷ୍ଟାଲ ବିଭାଗରେ ଉଚ୍ଚପଦସ୍ତ ଅଧିକାରୀ ଭାବେ ଅବସର ଗ୍ରହଣ କରିଥିବା ଭାଗିରଥୀ ନାୟକଙ୍କର ମୃତ୍ୟୁ […]

Continue Reading

ଅସ୍ଥି କର୍କଟରେ ପୀଡ଼ିତ ପୁଅକୁ ମାରି ଦେଲା ବାପା

ତାମିଲନାଡୁ : ଅସ୍ଥି କର୍କଟରେ ପୀଡିତ ପୁଅକୁ ମାରି ଦେଲା ବାପା । ଏହି କୁତ୍ସିତ କାର୍ଯ୍ୟରେ ସହଯୋଗ କରିବା ଅଭିଯୋଗରେ ବାପା ସହ ଅନ୍ୟ ୨ଜଣଙ୍କୁ ଗିରଫ କରିଛି ପୋଲିସ । ତାମିଲନାଡୁର ସାଲେମ ଜିଲ୍ଲାରେ ଘଟିଛି ଏଭଳି ଏକ ଛାତିଥରା ଘଟଣା । ସାଲେମର ପେରିୟାସାମୀ ନାମକ ଜଣେ ବ୍ୟକ୍ତିଙ୍କ ପୁଅ ବନ୍ନଥମିଝାନ ଗୁରୁତର ଅସ୍ଥି କର୍କଟରେ ପୀଡିତ ଥିଲେ । ପ୍ରତିଦିନ ଯନ୍ତ୍ରଣାରେ ସେ ଛଟପଟ ହେଉଥିଲେ । ତେବେ ଏହି ସମସ୍ୟାର […]

Continue Reading

ଡିଆରଡିଓ ତଥ୍ୟ ଲିକ୍‌ ମାମଲା, ପଦାକୁ ଆସିଲା ରହସ୍ୟମୟୀ ମହିଳାଙ୍କ ପାକିସ୍ତାନ ଲିଙ୍କ୍

ଭୁବନେଶ୍ବର : ଖୋଲୁଛି ଡିଆରଡିଓ ତଥ୍ୟ ଲିକ୍‌ ମାମଲାର ଗୋଟିଏ ପରେ ଗୋଟିଏ ରହସ୍ୟ । ପଦାରେ ପଡିଛି ରହସ୍ୟମୟୀ ମହିଳାଙ୍କ ପାକିସ୍ତାନ ଲିଙ୍କ । ଏହି ରହସ୍ୟମୟୀ ମହିଳା ଜଣଙ୍କର ଆଇଏସଆଇ ସହ ଲିଙ୍କ ଥିବା ସନ୍ଦେହ କରିଛି କ୍ରାଇମବ୍ରାଞ୍ଚ । ତେବେ ଏହି ଫେସବୁକ୍ ପାକିସ୍ତାନରୁ ଅପରେଟ୍‌ କରାଯାଉଥିବା ସନ୍ଦେହ କରାଯାଉଛି । ଚିହ୍ନଟ ହୋଇଥିବା ୭ଟି ଫେସବୁକ ଆକାଉଣ୍ଟ ମଧ୍ୟରୁ ୪ଟି ସଂପର୍କରେ ତଥ୍ୟ ମିଳିଛି । ୩ଟି ଇସଲାମବାଦ ଓ ଗୋଟିଏ […]

Continue Reading

ମାଲକାନଗିରିରେ ଲକ୍ଷାଧିକ ଟଙ୍କାର କାଠ ଜବତ, ୨ ଗିରଫ

ମାଲକାନଗିରି: ବନ ବିଭାଗ ହାତରେ ଧରାପଡିଲେ କାଠ ମାଫିଆ । ଜବତ ହେଲା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ । ମାଲକାନଗିରି ଜିଲ୍ଲାରେ ଏପରି ଘଟଣା ବାରମ୍ବାର ଘଟୁଥିଲେ ହେଁ ଆଜି ବନ ବିଭାଗର ସତର୍କତା କାଠ ମାଫିଆଙ୍କୁ ମହଙ୍ଗା ପଡିଛି । ବିଶ୍ୱସ୍ତ ସୁତ୍ରରୁ କାଠ ଚୋରା ଚାଲାଣ ବିଷୟରେ ଖବର ପାଇ ଜିଲ୍ଲା ବନାଂଚଳ ଅଧିକାରୀ ଜଗନ୍ନାଥ ବିଷୋୟୀ ଏକ ଟିମ୍ ଗଠନ କରିଥିଲେ । ନିଜ ଟିମ୍ ସହ ବନାଂଚଳ ଅଧିକାରୀ ଏମ୍‌ଭି-୧୮ […]

Continue Reading

ବିଏସଏଫ୍ କ୍ୟାମ୍ପରେ ଅଘଟଣ, ସର୍ଟ ସର୍କିଟ ଯୋଗୁଁ ଜଣେ ଯବାନ ମୃତ, ୨ ଆହତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘର ବିଏସଏଫ କ୍ୟାମ୍ପରେ ଅଘଟଣ । ସର୍ଟ ସର୍କିଟ ଯୋଗୁଁ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ୨ ଜଣ ଯବାନ ଆହତ ହୋଇଛନ୍ତି । ୧୧ କେ.ଭି. ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ସମଗ୍ର କ୍ୟାମ୍ପ ଚାର୍ଜ ହୋଇ ଯାଇଥିଲା । ଫଳରେ ବିଦ୍ୟୁତ୍ ଆଘାତ ଲାଗି ଜିଲ୍ଲା ପୋଲିସର ଜଣେ କାର୍ଯ୍ୟରତ ଯବାନଙ୍କ ମୃତ୍ୟୁ ହୋଇଥିଲା । ମୃତ ଯବାନ ହେଲେ ଇସାକ୍ ହରିଜନ । ତାଙ୍କ […]

Continue Reading

ଗୁପ୍ତ ତଥ୍ୟ ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚର ଖୁଲାସା, ଅଭିଯୁକ୍ତଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ରହସ୍ୟମୟୀ ମହିଳା

ଭୁବନେଶ୍ବର : ଡିଆରଡିଓ ତଥ୍ୟ ଲିଙ୍କ ଘଟଣା । କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡାଙ୍କ ପ୍ରତିକ୍ରିୟା। ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ଜେଲ ହାଜତ କୁ ପଠା ଯାଇଛି। ପୁଣି ଆବଶ୍ୟକ ପଡ଼ିଲେ ରିମାଣ୍ଡ ରେ ଆସିବେ। ରହସ୍ୟମୟ ଯୁବତୀ ସମ୍ପର୍କରେ ସୂଚନା ଦେଲା କ୍ରାଇମବ୍ରାଞ୍ଚ । ବିବାହ ର ପ୍ରଲୋଭନ ଦେଖେଇ ଘରକୁ ଚନ୍ଦିପୁରର ଅଭିଯୁକ୍ତଙ୍କ ବାସଭବନ ଆସିବାକୁ ପ୍ରସ୍ତାବ ଦେଇଥିଲେ । ୭ଟି ଫେସବୁକ ରେ ଆକାଉଣ୍ଟ ଖୋଲି ସେମାନଙ୍କ ସହ ଆଲୋଚନା […]

Continue Reading

ଦେଶ ତୁଳନାରେ ରାଜ୍ୟରେ କମିଛି ଅପରାଧ, ତଥ୍ୟ ଦେଲା ଏନସିଆରବି

ଭୁବନେଶ୍ବର : ଦେଶ ତୁଳନାରେ ରାଜ୍ୟରେ କମୁଛି ଅପରାଧ । ୨୦୨୦ ଅନୁଯାୟୀ ସର୍ବଭାରତୀୟ ସ୍ତରରେ ଧର୍ତ୍ତବ୍ୟ ଅପରାଧ ହାର ୪୮୭.୮ ଥିବା ବେଳେ, ଓଡ଼ିଶାରେ ଅପରାଧ ହାର ରହିଛି ମାତ୍ର ୨୯୫.୨ । ଏନେଇ ସୂଚନା ଦେଇଛି ଜାତୀୟ ଅପରାଧ ନଥିସଂସ୍ଥା ବା ଏନସିଆରବି । ସର୍ବଭାରତୀୟ ସ୍ତରରେ ଧର୍ତ୍ତବ୍ୟ ଅପରାଧ ହାର ଠାରୁ ଓଡ଼ିଶାର ଅପରାଧ ହାର ବହୁ କମ ଅଟେ । ଅପରାଧ ହାର ୧ ଲକ୍ଷ ଜନସଂଖ୍ୟା ଅନୁପାତରେ ଘଟୁଥିବା ଅପରାଧ […]

Continue Reading

ନିଜ ନାଟକରେ ନିଜେ ଫଶିଗଲା ଡେଲିଭରୀ ବୟ ପତିତପାବନ

ଭୁବନେଶ୍ବର : ଡେଲିଭରୀ ବୟ ଅପହରଣ ସସ୍‌ପେନ୍‌ସରୁ ଉଠିଲା ପର୍ଦ୍ଦା । ଅପହରଣ ନୁହେଁ ବରଂ ପ୍ରାୟୋଜିତ ନାଟକ ଥିଲା । ଏଭଳି ଘଟଣାରୁ ପର୍ଦ୍ଦାଫାଶ କରିଛି ପୋଲିସ । ପ୍ରେମ ପାଇଁ ଏଭଳି ଅପହରଣ ନାଟକ ରଚାଯାଇଥିଲା ବୋଲି କହିଛି ପୋଲିସ । ମଧ୍ୟପ୍ରଦେଶରୁ ଡେଲିଭରି ବୟ ଓ ତାଙ୍କ ପ୍ରେମିକାକୁ ରେଲୱେ ପୋଲିସ ସହାୟତାରେ ଉଦ୍ଧାର କରି ଆଣୁଛି ଧଉଳି ଥାନା ପୋଲିସ । ଶନିବାର ନିଜେ ଅପହରଣ ହୋଇଥିବାର ନାଟକ ରଚିଥିଲା ସ୍ବିଗି […]

Continue Reading

ମୁମ୍ବାଇରେ ଆଖି ବୁଜିଲେ ଆଉ ଜଣେ ନିର୍ଭୟା

ମୁମ୍ବାଇ : ମୁମ୍ବାଇରେ ଆଖି ବୁଜିଲେ ଆଉ ଜଣେ ନିର୍ଭୟା । ଅମାନୁଷିକ ଭାବେ ଆଉ ଜଣେ ନିର୍ଭୟାଙ୍କୁ ମୁମ୍ବାଇରେ ଦୁଷ୍କର୍ମ କରାଯାଇଛି । ଜଣେ ୩୪ ବର୍ଷ ବୟସ୍କା ମହିଳାଙ୍କୁ ଅତି ବୀଭତ୍ସ ଭାବେ ଦୁଷ୍କର୍ମ ପରେ ତାଙ୍କ ଯୌନାଙ୍ଗକୁ ଲୁହା ରଡରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ମୁମ୍ବାଇର ଏକ ହସ୍ପିଟାଲରେ ମହିଳାଙ୍କୁ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଆଖି ବୁଜିଛନ୍ତି ଦୁଷ୍କର୍ମର ଶିକାର ହୋଇଥିବା ଏହି ପୀଡ଼ିତା । […]

Continue Reading

ଜିଏସଟି ଠକେଇର ପର୍ଦ୍ଦାଫାସ, ୨ ମାଷ୍ଟର ମାଇଣ୍ଡ ଗିରଫ

କଟକ : ରାଜ୍ୟରେ ପୁଣି ଏକ ବଡ଼ ଧରଣର ଠକେଇର ପର୍ଦାଫାସ । ଜାଲ୍ ବିଲ୍ କରି ଇନପୁଟ୍ ସବସିଡ ଠକେଇ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ରାଜ୍ୟ ସିଟି ଓ ଜିଏସଟି ବିଭାଗ । ଗିରଫ ଅଭିଯୁକ୍ତ ହେଲେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅମିତ ଅଗ୍ରୱାଲ ଓ ଅନ୍ୟ ଜଣେ ବ୍ୟବସାୟୀ ସତ୍ୟନ୍ଦ୍ର ଯାଦବ । ଏହି ଠକେଇରେ ରାଜ୍ୟ ଜିଏସଟି ବିଭାଗକୁ ୫୧ କୋଟି ଟଙ୍କାର କ୍ଷତି ହୋଇଛି ବୋଲି ସୂଚନା ଦେଇଛନ୍ତି […]

Continue Reading