ରିୟାଙ୍କୁ ମିଳିଲାନି ବେଲ, ବାଧକ ସାଜିଲା ବର୍ଷା
ମୁମ୍ବାଇ: ବଢ଼ିଲା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଚିନ୍ତା । ଆଜି ମିଳିବନି ରିୟାଙ୍କୁ ବେଲ୍ । ବାଧକ ସାଜିଲା ବର୍ଷା । ଲିଉଡ ଡ୍ରଗ୍ସ ଲିଙ୍କରେ ଗିରଫ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ଆଜି ଜାମିନ ଶୁଣାଣି ବମ୍ବେ ହାଇକୋର୍ଟରେ ଥିଲା । ତେବେ ଏହି ଶୁଣାଣିକୁ ଆଜି କୋର୍ଟ ଘଂଚାଇ ଦେଇଛନ୍ତି । ଫଳରେ ଆଜି ବି ଜେଲ୍ରେ କଟିବ ରିୟାଙ୍କ ରାତି । ଆସନ୍ତା କାଲି ରିୟାଙ୍କୁ ବେଲ୍ […]
Continue Reading
