ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ବାବୁ

ରାଜକନିକା: କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନାର ଏଏସଆଇ ବୈଷ୍ଣବ ଚରଣ ବେହେରା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଏହି ଘଟଣାରେ କଟକ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ମଧ୍ୟରୁଜୁ କରାଯାଇଛି ।ପ୍ରାପ୍ତ ସୂଚନାନୁଯାୟୀ, ଗୋକର୍ଣ୍ଣେଶ୍ୱର ଗ୍ରାମର ଦିବାକର ସେଠୀଙ୍କ ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ଏଏସଆଇଙ୍କୁ ଧରିଥିଲା । ଅଭିଯୋଗକାରୀଙ୍କ କହିବାନୁସାରେ, ତାଙ୍କର ଏକ ଜମିବାଡି ବିବାଦ ରହିଥିଲା । ଉକ୍ତ ଜମିଜମା ମାମଲାକୁ ରଫାଦଫା କରିବା ପାଇଁ ପୋଲିସ ବାବୁ […]

Continue Reading

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଡ୍ରଗ୍ସ ଲିଙ୍କରେ ୨ ଗିରଫ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଏବେ ସିବିଆଇ ଓ ଇଡି ତଦନ୍ତ ଜାରି ରଖିଛନ୍ତି । ଅନ୍ୟପଟେ ସୁଶାନ୍ତ ମାମଲାରେ ଡ୍ରଗ୍ କନେକସନ ଆସିବା ପରେ କେନ୍ଦ୍ରୀୟ ନାର୍କୋଟିକ୍ସ ବ୍ୟୁରୋ ସଜାଗ ହୋଇଯାଇଛି । ନାର୍କୋଟିକ୍ସ ବ୍ୟୁରୋ ଡ୍ରଗ୍ସ ଲିଙ୍କ କନେକସନ୍ ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି । ସୋମବାର ଦିନ ଜଣଙ୍କୁ ଗିରଫ କରିଥିବା ବେଳେ ମଙ୍ଗଳବାର ଦିନ ଆଉ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ […]

Continue Reading

ଭିଜିଲାନ୍ସ ଜାଲରେ ବ୍ରଜରାଜନଗର ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ

ବ୍ରଜରାଜନଗର: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ ପଟେଲ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍ । ଦିଲ୍ଲୀପ ପଟେଲଙ୍କର ବ୍ରଜରାଜନଗର ମ୍ୟୁନିସିପାଲିଟି କଲୋନୀରେ ଥିବା ସରକାରୀ କ୍ୱାଟର୍ସ, ଅଫିସ, ସୁନ୍ଦରଗଡ଼ ଜିଲ୍ଲା ବେଲମୁଣ୍ଡା ସ୍ଥିତ ପୈତୃକ ଘର ରେଡ୍ ଚାଲିଛି । ସେହିପରି ଶ୍ୱଶୂର ଘର ସମେତ କିଛି ସମ୍ପର୍କୀୟଙ୍କ […]

Continue Reading

ସୀମା ଲଂଘୁଛି ବର୍ବରତା: ଚୋରୀ ଅଭିଯୋଗରେ ଯୁବକଙ୍କୁ ମାଡ ମାରିବା ସହ ଅଧା ଲଣ୍ଡା କରି ବୁଲାଇଲେ ଗାଁ ଲୋକେ

ନାଲକୋନଗର : ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅନ୍ତର୍ଗତ ଅମନ୍ତପୁର ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅମନ୍ତପୁର ଗ୍ରାମର ଜଣେ ଯୁବକଙ୍କୁ ପାଇପ ଚୋରୀ କରିବା ଅଭିଯୋଗରେ ବସଲା ସାହିର ଯୁବଗୋଷ୍ଠୀ ନିସ୍ତୁକ ମାଡ଼ ଦେବା ସହ ଅଧା ଲଣ୍ଡା କରି ଗାଁରେ ବୁଲାଇଥିବା ଜଣା ପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ଯୁବକ ଜଣଙ୍କ ଟ୍ରକରେ ହେଲପେର କାମ କରନ୍ତି । ଆଜି ସନ୍ଧ୍ୟାରେ ନାଲକୋ ସିପିପି ପ୍ଲାଣ୍ଟ ଛକ ନିକଟରେ […]

Continue Reading

ହାତୀ ଦାନ୍ତ ଚୋରା ଚାଲାଣ: ୧୪ ଖଣ୍ଡ ହାତୀ ଦାନ୍ତ ଜବତ, ୩ ଗିରଫ

ଆନନ୍ଦପୁର(କେନ୍ଦୁଝର): ହାତୀ ଦାନ୍ତ ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ । ଧରିଲା କେନ୍ଦୁଝର ଜିଲ୍ଲା ବନ ବିଭାଗ । ଆନନ୍ଦପୁର ଉପକଣ୍ଠରେ ଚଢ଼ାଉ ବେଳେ ସାମନାକୁ ଆସିଛି ସାଂଘାତିତ ସତ । ଚଢ଼ାଉ ହାତୀ ଦାନ୍ତ ରାକେଟର ୩ ମାଫିଆଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଜବତ ହୋଇଛି ୧୪ ଖଣ୍ଡ ହାତୀ ଦାନ୍ତ । ଚୋରା ଚାଲାଣରେ ବ୍ୟବହୃତ କାର ଭିତରୁ ଏସବୁ ହାତୀ ଦାନ୍ତ ଜବତ କରିଛି ବନ ବିଭାଗ । ଜବତ ହାତୀ […]

Continue Reading

ଭିଜିଲାନ୍ସ ଜାଲରେ ମାଫିଆ ଲିଙ୍କରେ ନିଲମ୍ବିତ ଥାନା ବାବୁ

ବାଲେଶ୍ୱର: ଆୟଠୁ ଅଧିକ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ଥାନା ବାବୁ । ଜଳେଶ୍ୱର ଥାନାର ନିଲମ୍ବିତ ଆଇାଇସି ଧନେଶ୍ୱର ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଧନେଶ୍ୱରଙ୍କ ଜଳେଶ୍ୱର ସ୍ଥିତ ସରକାରୀ କ୍ୱାର୍ଟର, କଟକ ଓ ଭବନେଶ୍ୱରରେ ଥିବା ଘରେ ରେଡ୍ କରିଛି ଭିଜିଲାନ୍ସ ଟିମ୍ । ତାଙ୍କ ସମ୍ପର୍କୀୟଙ୍କ ଘରେ ବି ଚଢ଼ାଉ କରାଯାଉଛି । ଭିଜିଲାନ୍ସ ଟିମ୍ ଧନେଶ୍ୱରଙ୍କ ସ୍ଥାବର […]

Continue Reading

ସୁଶାନ୍ତଙ୍କ ଭଉଣୀ ଓ ରିୟାଙ୍କୁ ମୁହାଁମୁହିଁ ଜେରା କରିବ ସିବିଆଇ!

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ରିୟାଙ୍କୁ ତିନି ଦିନ ହେବ ଝାଳବୁହା ଜେରା ଚଳାଇଛି । ତିନି ଦିନରେ ପାଖାପାଖି ୨୭ ଘଣ୍ଟା ଗୁଡ଼େଇ ତୁଡେଇ ପଚରାଉଚରା କରିଛି । ଆଜି ପୁଣି ଥରେ ସିବିଆଇ ଜେରାର ସାମନା କରିବେ ରିୟା ଚକ୍ରବର୍ତ୍ତୀ । ସେହିପରି ଆଜି ସୁଶାନ୍ତଙ୍କ ଭଉଣୀ ମୀତୁ ସିଂହ ବି ସିବିଆଇରେ ହାଜର ହୋଇପାରନ୍ତି । ତାଙ୍କୁ ହଜାର ହେବାକୁ କହିଛି ସିବିଆଇ । କୁହାଯାଉଛି ଆଜି ତଦନ୍ତକାରୀ ଅଧିକାରୀ […]

Continue Reading

ବାଲୁକା କଳାରେ ସୁଶାନ୍ତଙ୍କ ପାଇଁ ନ୍ୟାୟ ମାଗିଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର: ବଲିଉଡର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ସୁଶାନ୍ତଙ୍କ ମୃତ୍ୟୁ ଯେ ହତ୍ୟା କି ଆତ୍ମହତ୍ୟା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ସୁଶାନ୍ତଙ୍କ ମୃତ୍ୟୁ ଉପରୁ ପରଦା ଉଠାଇବା ପାଇଁ ଚାଲିଛି ସିବିଆଇ ତଦନ୍ତ। କଣ ସତ କଣ ମିଛ ସେନେଇ ଚାଲିଛି ତନାଘନା। ତେବେ ଦେଶର କୋଣଅନୁକୋଣରେ ଥିବା ସୁଶାନ୍ତଙ୍କ ପ୍ରଶଂସକ ମାନେ ତାଙ୍କ ପାଇଁ ନ୍ୟାୟ ଦାବି କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଖ୍ୟାତନାମା […]

Continue Reading

ସୁଶାନ୍ତ ସିଂ ରାଜପୁତ କେସ୍: ସିବିଆଇ କରିବ ତଦନ୍ତ

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ କେସ୍ ଏବେ ସିବିଆଇ ତଦନ୍ତ କରାଇବାକୁ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏପର୍ଯ୍ୟନ୍ତ ସଂଗୃହୀତ ସମସ୍ତ ପ୍ରମାଣ,  କାଗଜପତ୍ର ସିବିଆଇକୁ ଦେବାକୁ ମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ହୋଇଛି । ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତରେ ମହାରାଷ୍ଟ୍ର ସରକାରଙ୍କୁ ମଧ୍ୟ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି କେସର ସମାଧାନ ପାଇଁ ସିବିଆଇକୁ ୧୪ ପ୍ରଶ୍ନର ଉତର ଖୋଜିବାକୁ ପଡିବ । ୧.ସୁଶାନ୍ତଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ?   ୨.ଯଦି […]

Continue Reading
Ganjam

50 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, 2 ଗିରଫ

ମୋହନା : ମୋହନା ପୋଲିସକୁ ମିଳିଲା ବଡ ସଫଳତା । ପିଆଜ ଟ୍ରକରୁ ଜବତ କଲା ଲକ୍ଷାଧିକ ଟଙ୍କାର ଗଂଜେଇ । ଗଞ୍ଜେଈର ଆନୁମାନିକ ମୂଲ୍ୟ 50 ଲକ୍ଷ ଟଙ୍କାରୁ ଅଧିକ ହେବ । ଗଂଜେଇ ସମେତ 2 ଜଣକୁ କୋର୍ଟ ଚାଲାଣ କରିଛି ପୋଲିସ । ସୂଚନା ମୁତାବକ, ଜୁଲାଇ 31 ତାରିଖ ଦିନ ଦିପହର ଏଏସପିଙ୍କର ନିର୍ଦ୍ଦେଶ କ୍ରମେ ତଥା ଏସଡ଼ିପିଓ ଆର ଉଦୟଗିରୀଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ନିଜେ ମୋହନା ଥାନା ଅଧିକାରୀ ସୁଜିତ କୁମାର […]

Continue Reading