କେନାଲରୁ ମିଳିଲା କଙ୍କାଳ, ମିଳୁନି ପରିଚୟ

ପିପିଲି: କେନାଲରୁ କଙ୍କାଳ ସହ ଖପୁରୀ ଉଦ୍ଧାର । ପିପିଲି କଢିମୂଳ କେନାଲ ସଫେଇବେଳେ ମଣିଷ କଙ୍କାଳ ସହ ଏକ ଖପୁରୀ ଉଦ୍ଧାର ହୋଇଛି । ପୋଲିସ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଖପୁରୀ ଓ କଙ୍କାଳକୁ ଉଦ୍ଧାର କରିଛି । ଏଗୁଡ଼ିକ ପୁରୁଷର କି ମହିଳାର ଜଣାପଡ଼ି ନାହିଁ । କେତେଦିନରୁ ଏହା କେନାଲ ଭିତରେ ପଡ଼ିଛି ତାହାମଧ୍ୟ ସ୍ପଷ୍ଟ ହୋଇପାରିନାହିଁ । ସୂଚନା ଅନୁସାରେ, କଢିମୂଳ କେନାଲରେ କିଛି ଖପୁରୀ ଓ କଙ୍କାଳ ଭାସୁଥିବାର ସ୍ଥାନୀୟ […]

Continue Reading

ସିସୋର କମ୍ପାନୀର ଆଉ ୬ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ଭୁବନେଶ୍ୱର: ସିସୋର କଂପାନୀର ଆଉ ୬ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ । ସିସୋର ଠାରୁ ୬ କୋଟି ନେଇଥିବା ୨ ବ୍ୟବସାୟୀଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସିସୋର ପାଇଁ ଅହମ୍ମଦାବାଦରେ ଜମି କିଣାଇ ଦେବାକୁ ଜଣେ ବ୍ୟବସାୟୀ ୫ କୋଟି ଟଙ୍କା ନେଇଥିଲେ  । ସେହିପରି ଭୁବନେଶ୍ୱରରେ କୋବାଲ୍ଟ କେମିକାଲ ଲାଗି ୧ କୋଟି ନେଇଥିଲେ ଜଣେ ବ୍ୟବସାୟୀ । ଜଣେ ବ୍ୟବସାୟୀ ମହାରାଷ୍ଟ୍ର ଥାନେର ହୋଇଥିବା ବେଳେ ଅନ୍ୟ ଜଣେ […]

Continue Reading

ଆକାଶ ମହୁରିଆ ମୃତ୍ୟୁ ମାମଲା: ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ

ଜୟପୁର: ୨୦୧୭ରେ ସାମ୍ନାକୁ ଆସିଥିଲା ଆକାଶ ମହୁରିଆ ମୃତ୍ୟୁ ମାମଲା । ଏହି ଘଟଣାକୁ ନେଇ ସମଗ୍ର କୋରାପୁଟ୍ ଜିଲ୍ଲାରେ ହଟଚମଟ ସୃଷ୍ଟି ହୋଇଥିଲା । ଚର୍ଚ୍ଚା ହୋଇଥିଲା ହତ୍ୟାକୁ ଦୁର୍ଘଟଣାର ରୂପ ଦେଇଥିଲା ତତ୍କାଳୀନ ତଦନ୍ତକାରୀ ଟିମ୍ । ହେଲେ ଶେଷରେ ଆକାଶ ମୃତ୍ୟୁ ମାମଲାରେ ତଦନ୍ତର ଦିଗ ନୂଆ ମୋଡ ନେଇଛି । ଚାରିଜଣ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କଲା କ୍ରାଇମବ୍ରାଂଚ । ଜୟପୁର ଟାଉନ ଥାନା ଅଧିକାରୀ ତପନ […]

Continue Reading

ଟିକଟକ୍ ପ୍ଲାଟଫର୍ମରେ ସୁଇସାଇଡ୍ ବମ୍ବର୍ ଯୋଗାଡ କରୁଛି ଇସଲାମିକ୍ ଷ୍ଟେଟ୍‌

ଭୁବନେଶ୍ୱର: ବିଶ୍ୱର ସବୁଠୁ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ । ମୁଖିଆ ଅବୁ-ବକ୍ର-ଅଲ-ବାଗଦାଦିର ମୃତ୍ୟୁ ପରେ ଅନେକ ଭାବିଥିଲେ ଇସଲାମିକ ଷ୍ଟେଟ୍ ଧୂଳିସାତ ହେବ । ହେଲେ ସମସ୍ତଙ୍କ ଅନୁମାନକୁ ଭୁଲ ପ୍ରମାଣିତ କରି ପୁଣିଥରେ ମୁଣ୍ଡ ଟେକିଛି ଏହି ଆତଙ୍କବାଦୀ ସଙ୍ଗଠନ । ସୋସିଆଲ ମିଡିଆ ପ୍ଲାଟଫର୍ମରେ ଚଳାଇଛି ଆତଙ୍କବାଦୀ ନିଯୁକ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକ୍‌ଟକ୍ ସାଜିଛି ସୁଇସାଇଡ୍ ବମ୍ବରଙ୍କ ନିଯୁକ୍ତିର ମାଧ୍ୟମ । ଖ୍ରୀଷ୍ଟମାସ୍ ଅବସରରେ ପାଶ୍ଚାତ୍ୟ ଦେଶଗୁଡିକ ଉପରେ […]

Continue Reading

ପୋଲିସ ଚାକିରି ନାଁରେ ଦେଢ଼ କୋଟି ଠକେଇ ମାମଲା, ପୁଣି ୨ ଦିନିଆ ରିମାଣ୍ଡରେ ଗଲା ବୈକୁଣ୍ଠ

ଭୁବନେଶ୍ବର : ପୋଲିସ ଚାକିରି କରାଇବା ନାଁରେ ଦେଢ଼ କୋଟି ଠକେଇ ମାମଲାରେ ତନାଘନା । ପୁଣି ୨ ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ ବୈକୁଣ୍ଠ ନାୟକ । ଠକ ବୈକୁଣ୍ଠନାଥର ମିଛ ନିଯୁକ୍ତି ଠକେଇର ଗୁମର ଖୋଲିବ ଇଓଡବ୍ଲ୍ୟୁ । ବୈକୁଣ୍ଠକୁ ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଇଓଡବ୍ଲ୍ୟୁ । ହେଲେ ୨ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ଏସଡିଜେଏମ୍ କୋର୍ଟ । ରିମାଣ୍ଡରେ ମାରାଥନ ପଚରାଉଚରା କରିବ ଇଓଡବ୍ଲ୍ୟୁ । […]

Continue Reading

ଭୁବନେଶ୍ବରରେ କ୍ରାଇମ୍ ଗ୍ୟାଙ୍ଗର ଭାଇରାଲ ଭିଡିଓ ଘଟଣା, ୨୯ ଜଣଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ମାତିଛନ୍ତି ଅପରାଧୀ । କେବିଏନ୍ ଗ୍ୟାଙ୍ଗର ଭାଇରାଲ ଭିଡିଓ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ଗ୍ୟାଙ୍ଗର ମୋଟ ୨୯ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ନୟାପଲ୍ଲୀ ଥାନା ପୋଲିସ । ଏହି ଗ୍ୟାଙ୍ଗର ୨ ଜଣ ଅଅଭିଯୁକ୍ତଙ୍କୁ ମିଶାଇ ୭ ଜଣ ଗିରଫ କରିସାରିଲାଣି ପୋଲିସ । କେବିଏନ ଗ୍ୟାଙ୍ଗର ମୁଖ୍ୟ ଦେବୀ ପ୍ରସାଦ ଓରଫ ବୁବୁ ଜେନା ସମେତ ୨୨ ଜଣ ଫେରର ଅଛନ୍ତି । ସେମାନଙ୍କୁ […]

Continue Reading

୮ ମାସ ଧରି ମାଟି ତଳେ ଲୁଚିଥିଲା ମୋହନଙ୍କ ନିଖୋଜ ରହସ୍ୟ

କୋରାପୁଟ: ଦୀର୍ଘ ୮ ମାସ ପୂର୍ବରୁ ହୋଇଥିଲା ଅପହରଣ ଓ ହତ୍ୟା ଷଡଯନ୍ତ୍ର । ସଂଘବଦ୍ଧ ଯୋଜନାର ଶିକାର ସାଜିଥିଲେ କୋରାପୁଟ ଜିଲ୍ଲା ହାତୀବାରି ପଂଚାୟତ ଅନ୍ତର୍ଗତ ଡୁମୁରିବାରି ଗାଁର ଯୁବ ଠିକାଦାର ମୋହନ ଦାସ ହନ୍ତାଳ । ଶେଷରେ ନିଖୋଜ ଓ ହତ୍ୟା ମାମଲାର ପର୍ଦ୍ଦଫାସ୍ କରିବାରେ ସଫଳ ହୋଇଛି ପାଡୁଆ ପୋଲିସ । ମିଳିଥିବା ସୂଚନା ଅନୁଯାୟୀ ଯୁବ ଠିକାଦାର ମୋହନ ଦୀର୍ଘ ୮ ମାସ ପୂର୍ବରୁ ମାର୍ଚ୍ଚ ୧୩ ତାରିଖରେ ହଠାତ୍ ନିଖୋଜ […]

Continue Reading

ଗଞ୍ଜାମ ମହୁଲପାଟଣା ଗାଁରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଗାୟଗଣ୍ଡା ପଞ୍ଚାୟତ ମହୁଲପାଟଣା ଗାଁରେ ଅଭାବନୀୟ ଘଟଣା । ଗାଈ ଗୋଠ ନେଇ ଫେରୁଥିବା ବେଳେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରି ଫେରାର ହୋଇଯାଇଛି ହତ୍ୟାକାରୀ । ମୃତକ ହେଲେ ମହୁଲ ପାଟଣା ଗାଁର କୃଷ୍ଣ ଖିଲାର । ସେହିପରି ହତ୍ୟାକାରୀ ହେଲା ସେହି ଗ୍ରାମର ସୁବାସ ବିଷୋୟୀ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ମୃତ କୃଷ୍ଣ […]

Continue Reading

କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା, ଶେଷରେ ଆର୍ଯ୍ୟନ୍ ଖାନଙ୍କୁ ମିଳିଲା ଜାମିନ

ମୁମ୍ବାଇ : ବହୁଚର୍ଚ୍ଚିତ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଶେଷରେ ଆର୍ଯ୍ୟନ ଖାନଙ୍କୁ ମିଳିଲା ଜାମିନ । ତର୍କ ବିତର୍କ ପରେ ଶେଷରେ ଆର୍ଯ୍ୟନଙ୍କ ଜାମିନ ପ୍ରଦାନ କରିଛନ୍ତି ବମ୍ବେ ହାଇକୋର୍ଟ । ୨୬ ଦିନ ଧରି ପୋଲିସ ହେପାଜତରେ ରହିବା ପରେ ଆଶ୍ବସ୍ଥ ହୋଇଛନ୍ତି ଆର୍ଯ୍ୟନ । ଆର୍ଯ୍ୟନଙ୍କ ସହ ତାଙ୍କ ବନ୍ଧୁ ଅର୍ବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚାଙ୍କୁ ମଧ୍ୟ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଆସନ୍ତାକାଲି ହାଇକୋର୍ଟଙ୍କ ରାୟର ବିସ୍ତୃତ […]

Continue Reading

ଗଂଜେଇ ଯୋଗାଇ ଏକ ହାଇ ବଜେଟ୍ ଫିଲ୍ମରୁ ବିଦା ହେଲେ ଅନନ୍ୟା ପାଣ୍ଡେ

ମୁମ୍ବାଇ: ଗତ ଶୁକ୍ରବାର ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ଚଢାଉ କରିଥିଲା ଏନ୍‌ସିବି । ଜବତ ହୋଇଥିଲା ଅନନ୍ୟାଙ୍କ ଲାପ୍‌ଟପ୍‌, ମୋବାଇଲ ଓ ଦୀର୍ଘ ୪ ଘଣ୍ଟା ଧରି ଚାଲିଥିଲା ପଚରାଉଚରା । ଶେଷରେ ଆର୍ଯ୍ୟନଙ୍କୁ ଅନନ୍ୟା ଗଂଜେଇ ଯୋଗାଇଥିବା ନେଇ ସ୍ୱୀକାର କରିବା ସହ ପ୍ରମାଣ ମଧ୍ୟ ହସ୍ତଗତ ହୋଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ଏକ ହାଇ ବଜେଟ ଫିଲ୍ମ ଅନନ୍ୟାଠାରୁ ହାତଛଡା ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ […]

Continue Reading