ଚଳିତ ବର୍ଷ ୧୧୦% ବୃଦ୍ଧି ପାଇଛି ଡେଙ୍ଗୁ, ମ୍ୟାଲେରିଆ

ନୂଆଦିଲ୍ଲୀ: କୋଭିଡ-୧୯ ମୁକାବିଲା ସହିତ ଗୁଜୁରାଟର କିଛି ଅଂଶରେ ବର୍ତ୍ତମାନ ଡେଙ୍ଗୁ, ଚିକୁନ୍‌ଗୁନିଆ ଏବଂ ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ହେଉଥିବା ମାମଲା ସାମ୍‌ନାକୁ ଆସିଛି। ସର୍ବଶେଷ ତଥ୍ୟ ଅନୁଯାୟୀ, ଜାନୁଆରୀ ୨୦ ରୁ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ରାଜ୍ୟରେ ଡେଙ୍ଗୁ, ଚିକୁନ୍‌ଗୁନିଆ ଏବଂ ମ୍ୟାଲେରିଆ ରୋଗ ୧୧୦% ବୃଦ୍ଧି ପାଇଛି। ଅହମ୍ମଦାବାଦ ମ୍ୟୁନିସିପାଲିଟି ସ୍ୱାସ୍ଥ୍ୟ ବିଭାଗର ତଥ୍ୟରୁ ଜଣାପଡିଛି ଯେ ଗତ ବର୍ଷ ଜାନୁୟାରୀ ୨୦ ରୁ ସେପ୍ଟେମ୍ବର ୪ ମଧ୍ୟରେ ସହରରେ ୨୫୫ ଟି ଡେଙ୍ଗୁରେ […]

Continue Reading

କ୍ୟାମେରାମ୍ୟାନକୁ ବଂଚାଇବା ଯାଇ ପ୍ରାଣ ହାରିଲେ ରୁଷ ମନ୍ତ୍ରୀ

ମସ୍କୋ: ଜଣେ କ୍ୟାମେରା ମ୍ୟାନକୁ ବଂଚାଇବା ପାଇଁ ଯାଇ ରୁଷର ଏର୍ମଜେନ୍ସି ମିନିଷ୍ଟର ଜିନିଚେଭଙ୍କ ମୃତ୍ୟୁ ହୋଇଛି । ସୈନ୍ୟ ଅଭ୍ୟାସ ସମୟରେ କ୍ୟାମେରା ମ୍ୟାନ ପାଣିରେ ବୁଡି ଯାଉଥିବା ଦେଖି ଜିନିଚେଭ ତାଙ୍କୁ ବଂଚାଇବାକୁ ଚେଷ୍ଟା କରିଥିଲେ । ପାଖରେ ଅନେକ ଲୋକ ଥିଲେ ମଧ୍ୟ କେହି ଜାଣି ପାରି ନ ଥିଲେ ଯେ, ଜିନିଚେଭ ପାଣିକୁ ଡେଇଁଛନ୍ତି । ପାଣିକୁ ଡେଇଁବା ପରେ ତାଙ୍କ ମୁଣ୍ଡ ପଥରରେ ପିଟି ହୋଇ ଯାଇଥିଲା । ୨୦୧୮ରୁ […]

Continue Reading

ସୁନାପୁଅ ପ୍ରମୋଦଙ୍କୁ ମିଳିବ ୬ କୋଟି ଟଙ୍କା ,ଗ୍ରୁଫ୍ ଏ ସରକାରୀ ଚାକିରୀ

ଭୁବନେଶ୍ୱର : ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ମିଳିବ ୬ କୋଟି ଟଙ୍କାର ପୁରଷ୍କାର ।ପୂର୍ବ ଘୋଷଣା ଅନୁସାରେ ୬ କୋଟି ଟଙ୍କା ଦେବେ ରାଜ୍ୟ ସରକାର । ତା ସହ ଗ୍ରୁପ ଏ ଲେବୁଲ ର ସରକାରୀ ଚାକିର ମିଧ୍ୟ ମିଳିବ। ସେ ଭୁବନେଶ୍ୱର ଆସିଲେ ମୁଖ୍ୟମନ୍ତ୍ରୀ ତାଙ୍କୁ ଏହି ପୁରଷ୍କାର ଦେବେ । ଏନେଇ କ୍ରୀଡା ବିଭାଗ ସ୍ପଷ୍ଟିକରଣ କରିଛି। ପାରାଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ କରି ଆମ ଦେଶ ପାଇଁ ଗୌରବ ଆଣିଥିଲେ […]

Continue Reading

ଛୋଟ ପରଦାକୁ ଫେରୁଛନ୍ତି ରେଣୁକା

ମୁମ୍ବାଇ: “ହମ୍ ଆପକେ ହୈ କୌନ” ଭଳି ଫିଲ୍ମ ଓ “ସୁରଭି” ଭଳି ଟିଭି ସୋ’ ଜରିଆରେ ଘରେଘରେ ପରିଚିତ ହୋଇଥିଲେ ଅଭିନେତ୍ରୀ ରେଣୁକା ସାହାଣୀ । ସମୟକ୍ରମେ ଅଭିନେତା ଆଶୁତୋଷ ରାଣାଙ୍କୁ ବିବାହ କରିବା ପରେ ସେ ରୂପେଲି ପରଦାରୁ ଦୂରେଇ ଯାଇଥିଲେ । ନିକଟରେ ଅଳ୍ପ ବହୁତ ବଲିଉଡ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିଲା । ତେବେ ଆଗାମୀ ଦିନରେ ସେ ଖୁବ ଶୀଘ୍ର ଛୋଟ ପରଦାକୁ ଫେରୁଥିବା ଜଣାପଡିଛି । “କ୍ରାଇମ୍ ପେଟ୍ରୋଲ […]

Continue Reading

ରବି ଶାସ୍ତ୍ରୀ, କୋହଲିଙ୍କ ଉପରେ ବିସିସିଆଇ ଅସନ୍ତୁଷ୍ଟ !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ଅଧିନାୟକ ବିରାଟ କୋହଲି ଓ କୋଚ ରବି ଶାସ୍ତ୍ରୀଙ୍କ ଉପରେ ଅସନ୍ତୁଷ୍ଟ ରହିଛି । ଏହାର କାରଣ ହେଲା ଶାସ୍ତ୍ରୀ, କୋହଲି ମନା କରାଯିବା ସତ୍ୱେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏଠାରେ ଉପସ୍ଥିତ ଭୀଡ ଯୋଗୁ ଶାସ୍ତ୍ରୀ କରୋନା ସଂକ୍ରମିତ ହୋଇଥିଲେ । ଏହି ଦୁଇ ଜଣଙ୍କର ଖାମଖିଆଲ ମନୋଭାବ ଯୋଗୁ ସମ୍ପୂର୍ଣ୍ଣ ଟିମ ସଙ୍କଟରେ ପଡି ଯାଇଥିଲା । ସୋସିଆଲ ମିଡିଆରେ […]

Continue Reading

ନୂଆ ଭାରିଆଣ୍ଟ ସୃଷ୍ଟି ନହେଲେ ଦେଶରେ ମାରାତ୍ମକ ହେବନି ତୃତୀୟ ଲହରୀ

ନୂଆଦିଲ୍ଲୀ : କରୋନାକୁ ନେଇ ଲୋକଙ୍କ ମନରେ ଭୟ ଓ ଆତଙ୍କ ଥମିବାର ନାଁ ନେଉନି । ଆକ୍ରାନ୍ତ ସାଙ୍ଗକୁ ମୃତ୍ୟୁ ସଂଖ୍ୟାକୁ ନେଇ ଲୋକଙ୍କ ମନରେ ଏବେ ବି ଭୟ କମିନି । ଏଭଳି ସ୍ଥିତିରେ ବିଶିଷ୍ଟ ଭୂତାଣୁ ବିଜ୍ଞାନୀ କହିଛନ୍ତି, ଯଦି ନୂଆ ଭାରିଆଣ୍ଟ ସୃଷ୍ଟି ନହୁଏ ତେବେ ଦେଶରେ ଦ୍ବିତୀୟ ଲହରୀ ପରି ତୃତୀୟ ଲହର ମାରାତ୍ମକ ହେବ ନାହିଁ । ଏହାସହ ଦେଶରେ ପିଲାଙ୍କୁ ଟିକାକରଣ ନେଇ ସବିଶେଷ ତଥ୍ୟ ପ୍ରସ୍ତୁତ […]

Continue Reading

ନାଗରିକଙ୍କୁ ଚେତାଇ ଦେଲେ ନେପାଳ ସରକାର, ବନ୍ଧୁତ୍ୱ ପ୍ରଭାବିତ କରିବା ଭଳି କାର୍ଯ୍ୟ କରନି

କାଠମାଣ୍ଡୁ: ନେପାଳ ସରକାର ଆଜି ତାଙ୍କ ନାଗରିକମାନଙ୍କୁ ଚେତବାନୀ ଦେଇଛନ୍ତି । ନ ବୁଝି ନ ଶୁଝି ଏପରି କାର୍ଯ୍ୟ କରନି ଯେ, ପଡୋଶୀ ଦେଶ ସହ ଆମ ସମ୍ପର୍କ ଖରାପ ହେବ । ଆମେ ସମସ୍ତ ପଡୋଶୀ ଦେଶ ସହ ସମ୍ପର୍କ ଭଲ ରଖିବାକୁ ଚେଷ୍ଟା କରିବା ବୋଲି ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବା କହିଛନ୍ତି । କିଛିି ଦିନ ତଳେ ଏକ ଯୁବକର ମୃତ୍ୟୁ ନେଇ ନେପାଳରେ କିଛି ଲୋକ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

Continue Reading

ପଶ୍ଚିମବଙ୍ଗ ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି, ଭବାନୀପୁରରୁ ମମତା

କୋଲକାତା: ପଶ୍ଚିମବଙ୍ଗରେ ହେବାକୁ ଥିବା ଉପ ନିର୍ବାଚନ ପାଇଁ ରବିବାର ଟିଏମସି ୩ଟି ସିଟ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଭବାନୀପୁରରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଲଢ଼ିବେ । ୩୦ ସେପ୍ଟେମ୍ବରରେ ନିର୍ବାଚନ ହେବ ଏବଂ ୩ ଅକ୍ଟୋବରରେ ଫଳାଫଳ ବାହାରିବ । ମମତାଙ୍କ ପାଇଁ ଭବାନୀପୁର ବିଧାୟକ ଶୋଭନଦେବ ଚଟ୍ଟୋପାଧ୍ୟୟ ଇସ୍ତଫା ଦେଇଥିଲେ । ସୂଚନାଯୋଗ୍ୟ, ମମତା ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ନିର୍ବାଚନରେ ବିଜୟ ହାସଲ କରି ନ ଥିବାରୁ ୬ ମାସ ମଧ୍ୟରେ […]

Continue Reading

ସେପ୍ଟେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ହରିୟାଣାରେ ବଢ଼ିଲା ଲକଡାଉନ

ଚଣ୍ଡିଗଡ : ହରିୟାଣାରେ ବଢ଼ିଲା ଲକଡାଉନ । ଆଉ ଦୁଇ ସପ୍ତାହ ପାଇଁ ଲକଡାଉନ ଅବଧି ବଢାଇଛନ୍ତି ହରିୟାଣା ସରକାର । ଆଜି ଜାରି ହୋଇଥିବା ନୂଆ ଗାଇଡଲାଇନ ଅନୁଯାୟୀ ହରିୟାଣାରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଲକଡାଉନ କଟକଣା ବୃଦ୍ଧି କରିଛନ୍ତି ସରକାର । ହେଲେ କଟକଣାରେ ସମାନ୍ୟ କୋହଳ କରାଯାଇଛି । ନୂଆ ଗାଇଡଲାଇନ ଅନୁଯାୟୀ, ହୋଟେଲ, ମଲ୍, ରେଷ୍ଟୁରାଣ୍ଟ ଓ ବାର୍ ଗୁଡିକ ୫୦ ପ୍ରତିଶତରେ ଚଳାଚଳ କରିବ । ଏଥିସହ ସ୍ପା, […]

Continue Reading

ପାରା ଅଲିମ୍ପିକ୍ସ : ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ଜିତିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ

ଟୋକିଓ : ଟୋକିଓ ପାରା ଅଲିମ୍ପିକ୍ସରେ ଇତିହାସ ରଚିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ । ବ୍ୟାଡମିଣ୍ଟନ ଫାଇନାଲରେ ସ୍ବର୍ଣ୍ଣ ପଦକ ହାସଲ କରି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ପ୍ରମୋଦ ଭଗତ । ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଗ୍ରେଟ୍ ବ୍ରିଟେନର ଡାନିଏଲ ବେଥେଲଙ୍କୁ ହରାଇଛନ୍ତି । ଡାନିଏଲଙ୍କୁ ସିଧାସଳଖ ୨୧-୧୪, ୨୧-୧୭ ସେଟରେ ପରାସ୍ତ କରିଛନ୍ତି ପ୍ରମୋଦ । ଅଲିମ୍ପିକ୍ସରେ କୌଣସି ଭାରତୀୟ ଏ ପର୍ଯ୍ୟନ୍ତ ବ୍ୟାଡ୍‌ ମିଣ୍ଟନରେ ସ୍ବର୍ଣ୍ଣ ପଦକ ଜିତି […]

Continue Reading