୩୮ମିଲିୟନ ମାଇକ୍ରୋସଫ୍ଟ ୟୁଜର୍ସଙ୍କ ଲିକ୍ ହେଲା ଡାଟା
ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ଏକ ଆପ ବିଲ୍ଡିଂ ଟୁଲର ଡିଫଲ୍ଟ ସେଟିଂ ଯୋଗୁ ୩୮ ମିଲିୟନ ୟୁଜର୍ସଙ୍କ ଡାଟା ଲିକ ହୋଇଛି । ସିକ୍ୟୁରିଟି ଫର୍ମ ଅପଗାର୍ଡ ଏହା ପ୍ରକାଶ କରିଛି । ୟୁଜରଙ୍କ ଡାଟା ମାଇକ୍ରୋସଫ୍ଟ ସର୍ଭିସ ଷ୍ଟୋରରେ ଭୁଲରେ ରହିବା ଯୋଗୁ ଏହା ଲିକ୍ ହୋଇ ଯାଇଥିଲା । ପାୱାର ଆପ୍ସ ଟୁଲ ୱେବସାଇଟ ଓ ମୋବାଇଲ ଆପ ଦ୍ୱାରା କମ୍ପାନୀ ଲୋକଙ୍କ ସିଧା କଥାବାର୍ତା କରିବାକୁ ଅନୁମତି ଦେଇଥାଏ । ଏମଏସର ଏହି ଭୁଲ […]
Continue Reading
