ସିଙ୍ଗଲ୍‌ ଡୋଜ ଟିକା କୋଭିଡ ସଂକ୍ରମଣରୁ ସାମାନ୍ୟ ସୁରକ୍ଷା ଦେଇଥାଏ; ରିପୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ଗଙ୍ଗା ରାମ ହସପିଟାଲ ଦ୍ବାରା କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ ଡେଲଟା ଭାରିଆଣ୍ଟ ବୃଦ୍ଧି ସମୟରେ ସିଙ୍ଗଲ୍‌ ଡୋଜ ଟିକା କରୋନାରୁ ସୁରକ୍ଷା ପ୍ରଦାନ କରିବାରେ ସେତେଟା ସଫଳ ହୋଇନାହିଁ। ସିଙ୍ଗଲ୍‌ ଡୋଜ ଟିକା କୋଭିଡ ସଂକ୍ରମଣରୁ ସାମାନ୍ୟ ସୁରକ୍ଷା ଦେଇଥାଏ ବୋଲି ନୂତନ ଅଧ୍ୟୟନରୁ ଜଣାପଡିଛି। ଅଧ୍ୟୟନରୁ ଜଣାପଡିଛି ଯେ କୋଭିଡ-୧୯ ମୃତ୍ୟୁକୁ ଏଡାଇବାରେ ୨ଟି ଡୋଜ କୋଭିଶିଲ୍ଡ ଟିକା ୯୭% ପ୍ରଭାବଶାଳୀ ଅଟେ। “ନିକଟରେ ଭାରତରେ ଚିହ୍ନଟ ହୋଇଥିବା ଡେଲଟା ଭାରିଆଣ୍ଟ […]

Continue Reading

ଜାତୀୟ ପତାକା ଧରି ପ୍ରଦର୍ଶନ କରୁଥିବା ବିକ୍ଷୋଭକାରୀଙ୍କ ଉପରେ ତାଲିବାନଙ୍କ ଗୁଳିମାଡ

କାବୁଲ: ତାଲିବାନରେ ଆଜି ଜାତୀୟ ପତାକା ଧିରି ବିକ୍ଷୋଭ କରୁଥିବା ପ୍ରଦର୍ଶନକାରୀଙ୍କ ଉପରେ ତାଲିବାନମାନେ ଗୁଳିମାଡ କରିଛନ୍ତି । ଗୁଳିମାଡରେ ନିହତ ଓ ଆହତଙ୍କ ସମ୍ପର୍କରେ କୌଣସି ତଥ୍ୟ ହସ୍ତଗତ ହୋଇ ନାହିଁ । ଏହି ଘଟଣାର ରିପୋର୍ଟିଂ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ବି ତାଲିବାନମାନେ ଆକ୍ରମଣ କରିଥିଲେ । ବିକ୍ଷୋଭକାରୀମାନେ ଆଫଗାନିସ୍ତାନର ଜାତୀୟ ପତାକାକୁ ନ କାଢ଼ିବା ପାଇଁ ଦାବୀ କରୁଥିଲେ । ଏଥିରେ ସେନାର ପୋଷାକ ପରିଧାନ କରିଥିବା ତାଲିବାନମାନେ କ୍ଷୁବ୍ଧ ହୋଇ […]

Continue Reading

କେବେ ଆସିବ ପିଲାଙ୍କ ଲାଗି କରୋନା ଟିକା?

ନୂଆଦିଲ୍ଲୀ: ସେପ୍ଟେମ୍ବରରେ କରୋନା ତୃତୀୟ ତରଙ୍ଗ ଭାରତକୁ ହିଟ୍‌ କରିବା ଖବର ମଧ୍ୟରେ ପିଲାମାନଙ୍କ ସଂକ୍ରମଣ ବିସ୍ତାର ଖବରକୁ ନେଇ ଚିନ୍ତା ବଢିଛି। କେବେ ଶିଶୁଙ୍କ ଲାଗି କରୋନା ଟିକା ଆସିବ ତାହା ଏବେ ଆଲୋଚନାର ବିଷୟ ପାଲଟିଛି। ଏ‌ ନେଇ ଆଇସିଏମଆର-ଏନଆଇଭି ନିର୍ଦ୍ଦେଶକ ପ୍ରିୟା ଆବ୍ରାହମ ପିଲାମାନଙ୍କ ପାଇଁ କରୋନାଭାଇରସ ଟିକା ସହ ଜଡିତ ବିକାଶ ଉପରେ ମନ୍ତବ୍ୟ ଦେଇଛନ୍ତି। ସେ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ୨ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ […]

Continue Reading

ଛୋଟ ପିଲାଙ୍କୁ କରୋନା ହେଲେ କେମିତି ଜାଣିବେ? ଜାଣନ୍ତୁ କ’ଣ କହିଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଛୋଟ ଶିଶୁମାନେ ବି ଏବେ ଏହାର ଶିକାର ହେବାରେ ଲାଗିଛନ୍ତି । ଏହାରି ମଧ୍ୟରେ ପ୍ରଶ୍ନ ଉଠୁଛି ଯେ, ଛୋଟ ପିଲାଙ୍କୁ କରୋନା ହେଲେ ଜାଣିବେ କିପରି? ଏହାର ଉତ୍ତର ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଯେ, ଛୋଟ ପିଲାଙ୍କ ସଂକ୍ରମଣ ଲକ୍ଷଣ ଟିକେ ଭିନ୍ନ । ପିଲାଙ୍କୁ ବାନ୍ତି, ପତଳା ଝାଡ଼ା, ଆଖି ଲାଲ ପଡ଼ିବା ଭଳି ଲକ୍ଷଣ […]

Continue Reading

ପେଗାସସ୍ ମାମଲା, କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ହୋଇଛି ପେଗାସସ ଜାସୁସୀ ମାମଲାର ଶୁଣାଣି । କୋର୍ଟ ନିକଟରେ ସରକାର କିଛି ଲୁଚାଉ ନାହାନ୍ତି ବୋଲି କହିଛନ୍ତି କେନ୍ଦ୍ର ସରକାର । ପେଗାସସ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଦାବିରେ ଆଗତ ଏକ ପିଟିସନର ଶୁଣାଣି କରି କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଥିଲେ । ଇସ୍ରାଏଲୀ ସ୍ପାଇଓ୍ବେୟାର ଜରିଆରେ ଜାସୁସୀ ଚାଲିଥିଲା କି ନାହିଁ ସେ ସମ୍ପର୍କରେ ଉତ୍ତର ରଖିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ । […]

Continue Reading

ଆଫଗାନର ଦୁର୍ଦ୍ଦଶା ପ୍ରତି ବିଶ୍ବବାସୀଙ୍କର ନାହିଁ ନଜର, ବାଳିକାର କରୁଣ କାନ୍ଦ ହେଉଛି ଭାଇରାଲ

ଆଫଗାନିସ୍ତାନ : କାବୁଲକୁ ତାଲିବାନ କବଜା କରିବା ପରେ ସହର ଏବେ ନିଶ୍ଚଳ । ସବୁଠି ନୀରବତା । ସହରର ଅଧିକାଂଶ କୋଠା ପାଲଟି ଗଲାଣି ଭୂତକୋଠି । ପ୍ରାଣ ବିକଳରେ ଲୋକମାନେ ସହର ଛାଡି ବାହାରକୁ ଚାଲିଯାଉଛନ୍ତି । ନା ଅଛି ଖାଦ୍ୟ ନା ପାଣି । ସାରା ସହରରେ ହାହାକାର ଅବସ୍ଥା । ଅଧିକାଂଶ ଦେଶର ଦୂତାବାସ ବି ଜନଶୂନ୍ୟ ପାଲଟିଲାଣି । କିଏ କୁଆଡେ ଯାଉଛନ୍ତି ସେମାନଙ୍କ ପତ୍ତା ମିଳୁନି । ଏଭଳି […]

Continue Reading

କଶ୍ମୀରରେ ଆଉ ଜଣେ ବିଜେପି ନେତାଙ୍କୁ ହତ୍ୟା କଲେ ଆତଙ୍କବାଦୀ

କୁଲଗାମ: କଶ୍ମୀରର କୁଲଗାମ ଅଂଚଳରେ ମଙ୍ଗଳବାର ବିଜେପି ନେତା ଜାବିଦ ଅହମ୍ମଦ ଦରଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । ୯ ଦିନ ମଧ୍ୟରେ ଆତଙ୍କବାଦୀମାନେ ୩ଜଣ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି । ଦର ବିଜେପିର ଡିଷ୍ଟ୍ରିକ୍ଟ କନଷ୍ଟିଚ୍ୟୁଟ ଇନ ଚାର୍ଜ ଥିଲେ । ଗୁଳିମାଡ ପରେ ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନାକୁ ନିଆ ଯାଇଥିଲା । ସେଠାରେ ତାଙ୍କୁ ବଂଚାଇବା ସମ୍ଭବପର ହୋଇ ନ ଥିଲା । ବିଭିନ୍ନ ଦଳ ପକ୍ଷରୁ […]

Continue Reading

ଆଫଗାନିସ୍ତାନରେ ତାଲିବାନର ତାଣ୍ଡବ, ମନ୍ଦିର ଓ ଗୁରୁଦ୍ବାରରେ ଆଶ୍ରୟ ନେଇଛନ୍ତି ଭାରତୀୟ

ଆଫଗାନିସ୍ତାନ : ଆଫଗାନିସ୍ତାନରେ ସ୍ଥିତି ବିଗୁଡୁଥିବା ବେଳେ ଚରମ ସୀମାରେ ପହଞ୍ଚିଛି ତାଲିବାନୀଙ୍କ ଅରାଜକତା । ଅନେକ ସ୍ଥାନରେ ହିଂସା ଭଳି ଘଟଣା ଘଟୁଥିବା ନଜରକୁ ଆସୁଛି । ପରିସ୍ଥିତି ଏପରି ହେଲାଣି ଯେ, ଜୀବନ ବଞ୍ଚାଇବା ପାଇଁ କୌଣସି ବି ପରିସ୍ଥିତିରେ ଦେଶ ଛାଡ଼ିବାକୁ ଆପ୍ରାଣ ଚେଷ୍ଟା କରୁଛନ୍ତି ଲୋକେ । ସେପଟେ ଆଫଗାନିସ୍ତାନରେ ରହୁଥିବା ହିନ୍ଦୁ ଓ ଶିଖ୍‌ ପରିବାର ମଧ୍ୟ ନିଜ ଦେଶରେ ଅସୁରକ୍ଷିତ ମଣୁଥିବା ବେଳେ ମନ୍ଦିର ଓ ଗୁରୁଦ୍ବାରରେ ଆଶ୍ରୟ […]

Continue Reading

କାବୁଲରୁ ଫେରିଲେ ୧୨୦ରୁ ଅଧିକ ଭାରତୀୟ

ନୂଆଦିଲ୍ଲୀ : ତାଲିବାନର ଦଖଲ ପରେ ଆଫଗାନିସ୍ତାନରେ ସ୍ଥିତି ସଙ୍ଗୀନ । ପରିସ୍ଥିତି ଅଣାୟତ୍ତ ହେଉଥିବାରୁ ଆଫଗାନିସ୍ତାନ ରାଜଧାନୀ କାବୁଲସ୍ଥିତ ଭାରତର ସମସ୍ତ ଦୂତାବାସ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି । ଏକ ବାୟୁସେନା ବିମାନରେ ୧୨୦ରୁ ଅଧିକ କର୍ମଚାରୀଙ୍କୁ ଜାମନଗର ଅଣାଯାଇଛି । ଏହାସହ ସମସ୍ତ ଜରୁରୀ ନଥି ମଧ୍ୟ ଅଣାଯାଇଛି । ଆଫଗାନିସ୍ତାନର ସ୍ଥିତି ପ୍ରତି ଭାରତ କଡା ନଜର ରଖିଥିବା ବେଳେ ପରବର୍ତ୍ତୀ ପଦକ୍ଷେପ ନେଇ ବିଚାର ବିମର୍ଶ ଜାରି ରହିଛି । ଏହାସହ […]

Continue Reading

ତାଲିବାନ ସହ ଟକ୍କର ନେବାକୁ ପ୍ରସ୍ତୁତ ହେଲେ ପୂର୍ବତନ ଉପ ରାଷ୍ଟ୍ରପତି ଅମରୁହ୍ଲା

କାବୁଲ: ଆଫଗାନିସ୍ତାନର ବିଦାୟୀ ଉପ ରାଷ୍ଟ୍ରପତି ଅମରୁହ୍ଲା ସାଲେହଙ୍କ ବୟାନ ଆଜି ପରୋକ୍ଷରେ ଏକ ଗୃହଯୁଦ୍ଧର ଆଶଙ୍କା ସୃଷ୍ଟି କରିଛି । ସାଲେହ ତାଲିବାନଙ୍କ ସହ ଲଢ଼େଇ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଖୋଲାଖୋଲି ଭାବେ ଘୋଷଣା କରିଛନ୍ତି । ରିପୋର୍ଟ ମୁତାବକ ତାଲିବାନ ଏ ପର୍ଯ୍ୟନ୍ତ ପଞ୍ଜଶିର ଉପତ୍ୟକା କବଜା କରିପାରି ନାହିଁ । ଏଠାକ୍ଷହ ସାଲେହ ଥିବା ଅନୁମାନ କରାଯାଉଛି । ଶାହ ମାସୁଦଙ୍କ ଆତ୍ମାକୁ ମୁଁ ଠକି ପାରିବିନି । ଆତଙ୍କବାଦୀଙ୍କ ସହ […]

Continue Reading