ନ୍ୟୁଜିଲାଣ୍ଡର ପୂର୍ବତନ ଅଲରାଉଣ୍ଡର କେର୍ଣ୍ଣସ ଗୁରୁତର

ମୁମ୍ବାଇ: ନ୍ୟୁଜିଲାଣ୍ଡ କ୍ରିକେଟର ମହାନ ଅଲରାଉଣ୍ଡର କ୍ରିସ କେର୍ଣ୍ଣସଙ୍କ ଅବସ୍ଥା ଗୁରୁତର ରହିଛି । ଏହି ପୂର୍ବତନ ଅଲରାଉଣ୍ଡରଜଣକ ଏବେ ଲାଇଫ ସପୋର୍ଟରେ ଅଛନ୍ତି । ଅପରେଶନ ଏବଂ ଚିକିତ୍ସା ସତ୍ୱେ ତାଙ୍କ ଅବସ୍ଥାରେ ଉନ୍ନତି ଘଟୁ ନାହିଁ । ମୁଖ୍ୟ ଧମନୀର ଭିତର ଅଂଶ ଫାଟି ଯାଇଥିବା କୁହାଯାଇଛି । ୫୧ ବର୍ଷୀୟ କେର୍ଣ୍ଣସ ୧୯୮୯ରୁ ୨୦୦୬ ପର୍ଯ୍ୟନ୍ତ ଜାତୀୟ ଦଳର ସଦସ୍ୟ ଥିଲେ । ଏହି ଅଲରାଉଣ୍ଡରଜଣକ ୬୨ ଟେଷ୍ଟ, ୨୧୫ ଦିନିକିଆ ଏବଂ […]

Continue Reading

ସ୍ବାମୀଙ୍କ ଗିରଫ ପରେ ପ୍ରଥମ ଥର ପାଇଁ ସର୍ବସାଧାରଣରେ ହାଜର ହେବେ ଶିଳ୍ପା

ମୁମ୍ବାଇ: ସ୍ବାମୀ ରାଜ କୁନ୍ଦ୍ରା ଗିରଫ ହେବା ପରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ପ୍ରଥମ ଥର ପାଇଁ ସର୍ବସାଧାରଣରେ ହାଜର ହେବାକୁ ପ୍ରସ୍ତୁତ ଅଛନ୍ତି। ରିପୋର୍ଟ ଅନୁଯାୟୀ ଶିଳ୍ପା ଅଗଷ୍ଟ ୧୫ ରେ “ୱି ଫର୍ ଇଣ୍ଡିଆ” ମାଧ୍ୟମରେ ଫେସବୁକ୍ ଲାଇଭରେ ରହିବେ। ଶିଳ୍ପାଙ୍କ ବ୍ୟତୀତ ଏହି ଅଭିଯାନରେ ଅର୍ଜୁନ କପୁର, ବିଦ୍ୟା ବାଲାନ, ଦିଆ ମିର୍ଜା, କରଣ ଜୋହର, ପରିନୀତି ଚୋପ୍ରା, ସୈଫ ଅଲି ଖାନ, ସାରା ଅଲି ଖାନ ଏବଂ ଷ୍ଟିଭେନ ସ୍ପିଲବର୍ଗ, […]

Continue Reading

ମେସି, ନେମାର ଏକତ୍ର ଖେଳିବେ !

ପ୍ୟାରିସ: ଫୁଟବଲ ପ୍ରଶଂସକଙ୍କ ପାଇଁ ବଡ ଖବର । ଫୁଟବଲ ଜଗତର ଦୁଇ ମହାନ ଖେଳାଳି ଲିଓନେଲ ମେସୀ ଓ ନେମାର ଏକତ୍ର ଖେଳିବାକୁ ଯାଉଛନ୍ତି । ଏହା ସହିତ ବୋନସ ଭାବେ କାଇଳିନ ଏମବାପେ ରହିବେ । ରିପୋର୍ଟ ମୁତାବକ ମେସି ପ୍ୟାରିସ ସେଂଟ ଜର୍ମାନ ସହ ଚୁକ୍ତି କରିବାକୁ ଯାଉଛନ୍ତି । ଅବଶ୍ୟ ଏହି ଚୁକ୍ତିର ସବିଶେଷ ତଥ୍ୟ ଆସି ନାହିଁ । ଯଦି ସବୁ କିଛି ଠିକ ଠାକ ହୁଏ ତାହାହେଲେ ଫୁଟବଲ […]

Continue Reading

ଆଫଗାନିସ୍ତାନରେ ସ୍ଥିତି ସଙ୍ଗୀନ, ବିମାନ ପଠାଇ ନିଜ ନାଗରିକଙ୍କୁ ଫେରାଇ ଆଣୁଛି ଭାରତ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ଏବଂ ସେନା ମଧ୍ୟରେ ଜୋରଦାର ସଂଘର୍ଷ ଆରମ୍ଭ ହେବାରେ ଲାଗିଛି । ସ୍ଥିତି ସଙ୍ଗୀନ ହେବାରୁ ବିଭିନ୍ନ ଦେଶ ନିଜ ନିଜର ନାଗରିକଙ୍କୁ ସ୍ୱଦେଶ ଫେରି ଆସିବେ ପାଇଁ କହିଛନ୍ତି । ଭାରତ ମଧ୍ୟ ଆଡଭାଇଜର ଜାରୀ କରିଛି । ନିଜ ଦେଶର ନାଗରିକ ଏବଂ ଅଧିକାରୀଙ୍କୁ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ବିମାନ ମଧ୍ୟ ପଠାଯାଇଛଇ । କାନ୍ଦାହାର ଏବଂ ମଜାର ଇ ସରିଫରେ ଥିବା ଭାରତୀୟ କନସୁଲେଟ ଜେନେରାଲ ଅଫିସ […]

Continue Reading

କରୋନା ଟିକା ନେଲେ ମିଳିବ ମାଗଣା ଆପଲ୍‌ ଏୟାରପଡ୍‌

ନୂଆଦିଲ୍ଲୀ: କରୋନା ଟିକା ନେଲେ ମିଳିବ ମାଗଣା ଆପଲ୍‌ ଏୟାରପଡ୍‌। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। କୋଭିଡ-୧୯ ବିରୋଧରେ ଲୋକଙ୍କୁ ଟିକାକରଣ କରିବାକୁ ଉତ୍ସାହିତ କରିବା ପାଇଁ ୱାଶିଂଟନ୍ କର୍ତ୍ତୃପକ୍ଷ କିଶୋରମାନଙ୍କୁ ମହଙ୍ଗା ଉପହାର ଦେବା ପାଇଁ ଅଫର୍‌ ଦେଇଛନ୍ତି। ଯଦି ଆପଣ ୱାଶିଂଟନ୍ ଡିସିରେ ରୁହନ୍ତି ଏବଂ ଆପଣଙ୍କର ପ୍ରଥମ ଡୋଜ କରୋନା ଟିକା ନେଇନାହାନ୍ତି ‌ତେବେ ଏହା ହେଉଛି ଉପଯୁକ୍ତ ସମୟ। ୱାଶିଂଟନ୍‌ର ମେୟର ଘୋଷଣା କରିଛନ୍ତି ଯେଉଁ କିଶୋରମାନେ କରୋନାର ପ୍ରଥମ […]

Continue Reading

ବିଜେପି ନେତାଙ୍କୁ ହତ୍ୟା କଲେ ଆତଙ୍କବାଦୀ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଆଜି ଆତଙ୍କବାଦୀମାନେ ଜଣେ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି । କୁଲଗାମ କିଷାନ ମୋର୍ଚ୍ଚାର ଅଧ୍ୟକ୍ଷ ଗୁଲାମ ରସୁଲ ଡାର ଏବଂ ତାଙ୍କ ପତ୍ନୀ ଜବାହାର ବାନୋଙ୍କୁ ଆତଙ୍କବାଦୀମାନେ ଗୁଳିକରି ଅତି ନିର୍ମମ ଭାବେ ଗୁଳି କରିଥିଲେ । ସେମାନଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆ ଯାଇଥିଲେ ମଧ୍ୟ ବଂଚାଇବା ସମ୍ଭବପର ହୋଇ ନ ଥିଲା । ସେ କିଛି ଦିନ ତଳେ ସରପଂଚ ଭାବେ ନିର୍ବାଚିତ ହୋଇଥିଲେ । ଜମ୍ମୁ-କଶ୍ମୀରର ଲ୍ୟୁଟନାଂଟ […]

Continue Reading

ସୈଫିନାଙ୍କ ଘରେ ତୈମୁର ପରେ ଜାହାଙ୍ଗୀର….

ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲୀ ଖାଁ କରୀନା କାପୁରଙ୍କ ଦ୍ୱିତୀୟ ସନ୍ତାନଙ୍କ ନାମକୁ ନେଇ କଳ୍ପନା ଜଳ୍ପନା ଚାଲିଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ସୈଫିନା ସେମାନଙ୍କ ଦ୍ୱିତୀୟ ସନ୍ତାନର ନାମ ଜାହାଙ୍ଗୀର ରଖିଛନ୍ତି । ପ୍ରଥମ ସନ୍ତାନର ନାମ ତୈମୁର ରଖିବା ବେଳେ ଅନେକ ଏଥିନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । କାରଣ ଏହି କ୍ରୁର ଶାସକ ଭାରତର ଅନେକ କ୍ଷତି କରିଥିଲେ । ଏହା ପରେ ଏବେ ଦ୍ୱିତୀୟ ସନ୍ତାନର […]

Continue Reading

ଇସ୍ରାଏଲ ଏନଏସଓ ଗ୍ରୁପ ସହିତ କୌଣସି କାରବାର ହୋଇନି: ପ୍ରତିରକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ: ଇସ୍ରାଏଲର ଏନଏସଓ ଗ୍ରୁପ ସହିତ କୌଣସି କାରବାର ହୋଇନାହିଁ ବୋଲି ଆଜି ରାଜ୍ୟସଭାରେ ଲିଖିତ ଉତର ରଖିଛନ୍ତି । ପେଗାସସ ଗୋଇନ୍ଦାଗିରି ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଟାର୍ଗେଟ କରି ଆସୁଥିଲେ । ରାଜ୍ୟସଭା ସଦସ୍ୟ ଭି.ଶିବଦାସନଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ଉତରରେ ମନ୍ତ୍ରଣାଳୟ ଏହି ଉତର ରଖିଥିଲା । ଗୃହ ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଓ କ୍ୟାବିନେଟ ସେକ୍ରେଟାରିଏଟ ପକ୍ଷରୁ ଏ ନେଇ କୌଣସି ବୟାନ ଜାରୀ କରାଯାଇ ନାହିଁ । କେନ୍ଦ୍ର ସୂଚନା […]

Continue Reading

ସ୍ୱଦେଶ ଫେରିଲେ ପଦକବୀର

ନୂଆଦିଲ୍ଲୀ: କ୍ରୀଡା ମାନଚିତ୍ରରେ ଭାରତର ସ୍ଥିତି ମଜଭୁତ କରିବା ପରେ ସ୍ୱଦେଶ ଫେରିଛନ୍ତି ଭାରତୀୟ ଆଥଲେଟ । ଟୋକିଓ ଅଲିମ୍ପିକ୍ସରେ ଭାରତ ଚମତ୍କାର ପ୍ରଦର୍ଶନ କରି ୧ ସ୍ୱର୍ଣ୍ଣ ସହ ୭ ପଦକ ଜିତିଛି । ଅଲିମ୍ପିକ୍ସରେ ଭାରତର ଏହା ଶ୍ରେଷ୍ଠ ପ୍ରଦର୍ଶନ । ସ୍ମରଣୀୟ ପ୍ରଦର୍ଶନ ପରେ ଭାରତୀୟ ଆଥଲେଟ ଆଜି ସ୍ୱଦେଶ ଫେରିଛନ୍ତି । ଦିଲ୍ଲୀ ବିମାନବନ୍ଦରରେ ୟେ ମେରା ଇଣ୍ଡିଆ ଗୀତ ବଜାଯିବ ସହ ସେମାନଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା । ପ୍ରଶଂସକମାନେ […]

Continue Reading

ଜୁନିୟର ଫେଡେରେଶନ କପରେ ଜୀଭା, ଏକ୍କାଙ୍କ ପ୍ରଭାବୀ ପ୍ରଦର୍ଶନ

ଭୁବନେଶ୍ୱର: ପଞ୍ଜାବର ସାଙ୍ଗରୁରୁରେ ଅନୁଷ୍ଠିତ ଜୁନିୟର ଫେଡେରେଶନ କପ ଆଥଲେଟିକ୍ସରେ ସମସ୍ତ ଦୃଷ୍ଟି ଆକର୍ଷଣ କରିଛନ୍ତି ଗ୍ରେସେସନ ଜୀଭା ଓ ଆର୍ଯ୍ୟନ ଏକ୍କା । ୧୧୦ ମିଟର ହର୍ଡଲର ଜୀଭା ଏବଂ ଏକ୍କା ରିଲାଏନ୍ସ ଫାଉଣ୍ଡେସନ ଓଡିଶା ଆଥଲେଟିକ ହାଇ ପର୍ଫମାନ୍ସ ସେଂଟର (ଏଚପିସି)ରେ ପ୍ରଶିକ୍ଷଣ ନେଉଛନ୍ତି । ଜୀଭା ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୧୪.୧୪ ସେକେଣ୍ଡ କରି ମହାରାଷ୍ଟ୍ରର ତେଜସ ଅଶୋକଙ୍କ ପଛକୁ ଅଛନ୍ତି । କେନିୟାରେ ଚଳିତ ମାସ ଶେଷ ଆଡକୁ ଥିବା ୱାର୍ଲ୍ଡ […]

Continue Reading