କୁମ୍ଭମେଳାରେ ୧ ଲକ୍ଷ ନକଲି କରୋନା ଟେଷ୍ଟ

ହରିଦ୍ୱାର : କରୋନା ମହାମାରୀ ସମୟରେ ବି ଜାଲିଆତି । କରୋନା ଯୋଗୁ ବହ ଲୋକଙ୍କ ନକଲି ଟେଷ୍ଟ କରାଯାଇଥିବା ଘଟଣା ପଦାକୁ ଆସିଲା । ଏହି ଘଟଣା ହେଉଛି କୁମ୍ଭମେଳା ସମୟର । ଉତ୍ତରାଖଣ୍ଡ ହରିଦ୍ୱାରରେ ହୋଇଥିବା କୁମ୍ଭମେଳାରେ ୪ଲକ୍ଷରୁ ଅଧିକ ଲୋକଙ୍କ ଟେଷ୍ଟ କରାଯାଇଥିବା ଦାବି କରାଯାଇଥିଲା । ହେଲେ ଏହି ଟେଷ୍ଟିରେ ବି ଘୋଟାଲା ଅଭିଯୋଗ ହୋଇଛି । ଏଥିରେ ୧ଲକ୍ଷରୁ ଅଧିକ ନକଲି ଟେଷ୍ଟ କରାଯାଇଥିବା ଜଣାପଡିଛି । ସ୍ୱାସ୍ଥ୍ୟ ବିଭାଗ […]

Continue Reading

ଡବ୍ୟୁଟିସି ଫାଇନାଲ : ୧୫ ଜଣିଆ ଭାରତୀୟ ଦଳ ଘୋଷଣା

ସାଉଥାମ୍ପଟନ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ମଙ୍ଗଳବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ବ୍ୟାଟିଂ ଲାଇନ ଅପରେ ବିଶେଷ ପରିବର୍ତନ ଥିବା ବେଳେ ବୋଲିଂ କମ୍ପିନେଶନ ନେଇ ସସପେନ୍ସ ରହିଛି । ହନୁମା ବିହାରୀ ଚୂଡାନ୍ତ ଏକାଦଶରେ ସାମିଲ ହେଲେ ରିଷଭ ପନ୍ତ ୭ମ ସ୍ଥାନରେ ବ୍ୟାଟିଂ କରିବେ । ବିହାରୀ ସାମିଲ ନ ହେଲେ ସେ ୬ ନମ୍ବର ସ୍ଥାନରେ ଖେଳିବେ । ଈଶାନ୍ତ ଶର୍ମା ଏବଂ ମହମ୍ମଦ ସିରାଜଙ୍କ […]

Continue Reading

ଜୁନ ୧୮ରୁ ଖୋଲିବ ଦିଲ୍ଲୀ ଏମ୍‌ସ ଓପିଡି

ନୂଆଦିଲ୍ଲୀ : ଦେଶରେ ଏବେ ତଳ ମୁହାଁ କରୋନା ସଂକ୍ରମଣ । ପ୍ରତିଦିନ ମାମଲା ହ୍ରାସ ପାଉଥିବାରୁ ଦିଲ୍ଲୀ ଏମସ ପକ୍ଷରୁ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ନୂଆ ଘୋଷଣା ଅନୁସାରେ, ଜୁନ ୧୮ ତାରିଖରୁ ରୋଗୀଙ୍କ ପାଇଁ ଖୋଲିବ ଦିଲ୍ଲୀ ଏମସ ଓପିଡି । ଏନେଇ ଦିଲ୍ଲୀ ଏମସ ଅଧୀକ୍ଷକ ଡକ୍ଟର ଡି.କେ ଶର୍ମା ସୂଚନା ଦେଇଛନ୍ତି । ନୂଆ ନିର୍ଦ୍ଦେଶନାମା ଅନୁସାରେ, ଯେଉଁମାନେ ଅନଲାଇନ୍ କିମ୍ବା ଟେଲିଫୋନ ଆପଏଣ୍ଟମେଣ୍ଟ ନେଇଥିବେ ସେହି ରୋଗୀମାନଙ୍କର ଓପିଡିରେ […]

Continue Reading

କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ପାଇଁ ଟିକାର ଗୋଟିଏ ଡୋଜ ଯଥେଷ୍ଟ!

ନୂଆଦିଲ୍ଲୀ: ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ କରୋନାରୁ ଆରୋଗ୍ୟ ଲାଗ କରିଥିବା ରୋଗୀଙ୍କ ଲାଗି ଗୋଟିଏ ଡୋଜ ଟିକା ଯଥେଷ୍ଟ। ହାଇଦ୍ରାବାଦର ଏଆଇଜି ହସ୍ପିଟାଲ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ହସ୍ପିଟାଲ ପକ୍ଷରୁ ହୋଇଥିବା ଏକ ଅଧ୍ୟୟନରେ କୁହାଯାଇଛି ଯେ କୋଭିଡରୁ ସୁସ୍ଥ ହୋଇଥିବା ରୋଗୀଙ୍କ ପାଇଁ ଟିକାର ଗୋଟିଏ ଡୋଜ ଯଥେଷ୍ଟ। ଏହି ଅଧ୍ୟୟନ ନିକଟରେ ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ୍ ଇନଫେକ୍‌ସିଅସ୍‌ ଡିଜିଜ୍‌ରେ ପ୍ରକାଶିତ ହୋଇଥିଲା। ଜାନୁଆରୀ ୧୬ ରୁ ଫେବୃଆରୀ ୫ ମଧ୍ୟରେ […]

Continue Reading

୧୬ରୁ ଖୋଲିବ ସମସ୍ତ କେନ୍ଦ୍ରୀୟ ଐତିହ୍ୟ ସ୍ଥଳୀ

ନୂଆଦିଲ୍ଲୀ : ଜୁନ୍‌ ୧୬ରୁ ଖୋଲିବ ଦେଶର ସମସ୍ତ ଐତିହ୍ୟ ସ୍ଥଳୀ । ଏଏସଆଇ ଦ୍ବାରା ପରିଚାଳିତ ଏହି କୀର୍ତ୍ତିରାଜୀ ବା ଐତିହ୍ୟସ୍ଥଳୀ କରୋନା ମହାମାରୀ କାରଣରୁ ବନ୍ଦ ଥିଲା । ଏବେ ଏହି ଐତିହ୍ୟସ୍ଥଳୀ ଓ ସଂଗ୍ରହାଳୟକୁ ଆସନ୍ତା ୧୬ ତାରିଖରୁ ଖୋଲିବାକୁ ନିଷ୍ପତ୍ତି ନେଇଛି ଏଏସଆଇ । ଏହି ସମୟରେ କୋଭିଡ ଗାଇଡଲାଇନକୁ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦେଶରେ ମହାମାରୀ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଐତିହ୍ୟସ୍ଥଳୀକୁ ବନ୍ଦ ରଖା ଯାଇଥିଲା […]

Continue Reading

ଲମ୍ବା କେଶ ପାଇଁ ଜେଲ୍‌ ଗଲେ ଏହି କଳାକାର

ନୂଆଦିଲ୍ଲୀ: ଲମ୍ବା କେଶ ପାଇଁ ଜେଲ୍‌ ଗଲେ କଳାକାର। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ। କିନ୍ତୁ ଏହା ସତ। ପାକିସ୍ତାନର ଜଣେ କଳାକାର ଅବୁଜାର ମଧୁଙ୍କୁ ତାଙ୍କ ଲମ୍ବା କେଶ ଯୋଗୁ ଗିରଫ ହୋଇଥିଲେ। ଲାହୋରରେ ପୋଲିସ ତାଙ୍କୁ ଗିରଫ କରିଥିଲା ​​ଏବଂ ତାଙ୍କୁ ଜେଲରେ ଗୋଟିଏ ରାତି କଟାଇବାକୁ ପଡ଼ିଥିଲା। ଏ ଖବର ତାଙ୍କର ଜଣେ ବନ୍ଧୁ ସୋସିଆଲ୍‌ ମିଡିଆରେ ସେୟାର୍‌ କରିଛନ୍ତି। “ଅବୁଜାର ଜଣେ କଳାକାର ଏବଂ ଶିକ୍ଷକ ମଧ୍ୟ। ସେ କଲମା ଚୌକ୍‌ […]

Continue Reading

ଏହି ରାଜ୍ୟରେ ଜୁଲାଇ ୧ ଯାଏ ବଢିଲା ଲକ୍‌ଡାଉନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପୁଣି ବଢିଲା ଲକ୍‌ଡାଉନ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ଲକ୍‌ଡାଉନ ଅବଧିକୁ ଜୁଲାଇ ୧ ଯାଏ ବୃଦ୍ଧି କରିଛନ୍ତି। ଏ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି। ରାଜ୍ୟରେ କୋଭିଡ୍‌ ସ୍ଥିତିକୁ ଦୃଷ୍ଟିରେ ରଖି ଜୁଲାଇ ୧ ପର୍ଯ୍ୟନ୍ତ ଲକ୍‌ଡାଉନ ବଢାଇ ଦେଇଛନ୍ତି ସରକାର। ତେବେ କଟକଣାକୁ କିଛି ମାତ୍ରାରେ କୋହଳ ମଧ୍ୟ କରାଯାଇଛି। ନିର୍ଦ୍ଦେଶାବଳୀ ଅନୁଯାୟୀ, ୨୫ ପ୍ରତିଶତ କ୍ଷମତା ସହ ସମସ୍ତ ସରକାରୀ କାର୍ଯ୍ୟାଳୟ ଜୁନ୍ ୧୬ […]

Continue Reading

ଟେଷ୍ଟରେ ସର୍ବାଧିକ ଥର ବ୍ୟାଟ୍ସମ୍ୟାନଙ୍କୁ ଶୂନରେ ଆଉଟ କରିବାରେ ଆଣ୍ଡରସନଙ୍କ ବିଶ୍ୱରେକର୍ଡ

ଲଣ୍ଡନ: ଇଂଲଣ୍ଡର ପେସ ବୋଲର ଜେମ୍ସ ଆଣ୍ଡରସନ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ଟେଷ୍ଟ ଇତିହାସରେ ସର୍ବାଧିକ ଥର ବ୍ୟାଟ୍ସମ୍ୟାନଙ୍କୁ ଶୂନରେ ଆଉଟ କରିବା ବିଶ୍ୱରେକର୍ଡ ନିଜ ନାମରେ କରିଛନ୍ତି । ଆଣ୍ଡରସନ ୧୦୫ ଥର ବ୍ୟାଟ୍ସମ୍ୟାନଙ୍କ ଶୂନରେ ଆଉଟ କରି ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକଗ୍ରା(୧୦୪)ଙ୍କ ରେକର୍ଡ ଭାଙ୍ଗିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଶେନ ୱାର୍ଣ୍ଣେ ୧୦୨, ମୁଥୟା ମୁରଲୀଧରନ ୧୦୨ ଓ ଡେଲ ଷ୍ଟେଇନ ୮୭ ଥର ବ୍ୟାଟ୍ସମ୍ୟାନଙ୍କୁ ଶୂନରେ ଆଉଟ […]

Continue Reading

୨୨ ବର୍ଷ ପରେ ଇଂଲଣ୍ଡରେ ଟେଷ୍ଟ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ଏଜବେଷ୍ଟନ: ଇଂଲଣ୍ଡକୁ ବିପକ୍ଷରେ ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ୧-୦ରେ ସିରିଜ ବିଜୟୀ ହାସଲ କରିଛି । ୨୨ ବର୍ଷ ପରେ ଇଂଲଣ୍ଡ ମାଟିରେ କିୱି ଦଳ ଏହି ସଫଳତା ହାସଲ କରିଛନ୍ତି । ୧୯୯୯ରେ ଦଳ ଷ୍ଟିଫେନ ଫ୍ଲେମିଂଙ୍କ ନେତୃତ୍ୱରେ ଦଳ ୨-୧ରେ ସିରିଜ ଜିତିଥିଲା । ତେବେ ନ୍ୟୁଜିଲାଣ୍ଡ ଏହି ସଫଳତା ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ସାଜିଛି । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ପୂର୍ବରୁ ଏହି ବିଜୟ ସେମାନଙ୍କ ମନୋବଳ ବଢ଼ାଇବ […]

Continue Reading

ଦିଲ୍ଲୀ ଲଜପତ୍‌ ନଗର ସେଣ୍ଟ୍ରାଲ ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଶନିବାର ଦକ୍ଷିଣ ଦିଲ୍ଲୀର ଲଜପତ ନାଗର ସେଣ୍ଟ୍ରାଲ ମାର୍କେଟରେ ଶୋ’ରୁମ ଭିତରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଖବର ଅନୁଯାୟୀ, ନିଆଁକୁ ଆୟତ୍ତ କରିବା ପାଇଁ ୩୦ ଟି ଅଗ୍ନିଶମ ଟେଣ୍ଡର ଏବଂ ୭୦ ରୁ ଅଧିକ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସୂଚନା ଅନୁଯାୟୀ, ଏହି ଘଟଣା ସକାଳ ପ୍ରାୟ ୧୦.୨୦ ସମୟରେ ଘଟିଥିଲା। ଏହାପରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଖବର ପାଇ ତୁରନ୍ତ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ଟେଣ୍ଡର ଘଟଣା ସ୍ଥଳରେ ପହଞ୍ଚିଥିଲା। […]

Continue Reading