5G ନେଟୱାର୍କ ବିରୋଧରେ ମାମଲା ଦାଏର କଲେ ଅଭିନେତ୍ରୀ ଜୁହି ଚାୱଲା

ନୂଆଦିଲ୍ଲୀ: ଦେଶରେ ୫ଜି ନେଟୱାର୍କ ପ୍ରତିଷ୍ଠା ବିରୋଧରେ ଅଭିନେତ୍ରୀ ତଥା ପରିବେଶବିତ୍ ଜୁହି ଚାୱଲା ସୋମବାର ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ମାମଲା ରୁଜୁ କରିଛନ୍ତି। ଏହାଦ୍ବାରା ମଣିଷ, ପଶୁ, ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କ ଉପରେ ବିକିରଣ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି। ଏହାର ଶୁଣାଣି ସେ ଜୁନ୍ ୨ ତାରିଖରେ ହେବ। ଜୁହି ଚାୱଲା କହିଛନ୍ତି ଯଦି ୫ଜି ପାଇଁ ଟେଲିକମ୍ ଇଣ୍ଡଷ୍ଟ୍ରିର ଯୋଜନା ସଫଳ ହୁଏ, ତେବେ କୌଣସି ବ୍ୟକ୍ତି, ପଶୁ, ପକ୍ଷୀ, କୀଟପତଙ୍ଗ […]

Continue Reading

ଆନ୍ଧ୍ରପ୍ରଦେଶରେ ଜୁନ୍‌ ୧୦ ଯାଏ ବଢିଲା କରୋନା କର୍ଫ୍ୟୁ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ଜୁନ୍‌ ୧୦ ଯାଏ ବଢିଲା କରୋନା କର୍ଫ୍ୟୁ। ଏ ନେଇ ଆନ୍ଧ୍ର ସରକାର ସୋମବାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ “ଆନ୍ଧ୍ରପ୍ରଦେଶରେ ଜୁନ୍ ୧୦ ତାରିଖ ପର୍ଯ୍ୟନ୍ତ କର୍ଫ୍ୟୁ ବୃଦ୍ଧି କରାଯାଇଛି।” ଆଜି କର୍ଫ୍ୟୁର ଅବଧି ଶେଷ ହେବାର ଥିଲା। ବର୍ତ୍ତମାନ ଏହି ଅବଧିକୁ ଆହୁରି ୧୦ ଦିନ ଯାଏ ବୃଦ୍ଧି କରାଯାଇଛି। ସକାଳ ୬ ଟାରୁ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଲାଗି କଟକଣା କୋହଳ ରହିବ […]

Continue Reading

ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ପୃଥ୍ବୀରାଜ’କୁ ନେଇ ବଢିଲା ଅଡୁଆ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ପୃଥ୍ବୀରାଜକୁ ଅଡୁଆ ବଢିବାରେ ଲାଗିଛି।  ଚଳଚ୍ଚିତ୍ର ପୃଥୀରାଜର ଟାଇଟଲ୍ ପରିବର୍ତ୍ତନ ଦାବି କରି ନିର୍ମାତା ଯଶ ରାଜ ଫିଲ୍ମ ଏବଂ ଆଦିତ୍ୟ ଚୋପ୍ରାଙ୍କୁ କର୍ନି ସେନା ଚେତାବନୀ ଦେଇଛି। ଏହି ଚଳଚ୍ଚିତ୍ର ସମ୍ରାଟ ପୃଥ୍ବୀରାଜ ଚୌହାନଙ୍କ ଜୀବନୀ ଉପରେ ଆଧାରିତ। କର୍ନି ସେନାର ୟୁଥ୍ ୱିଙ୍ଗର ସଭାପତି ଥିବା ଚଳଚ୍ଚିତ୍ର ନିର୍ମାତା ସୁରଜିତ ସିଂ ରାଠୋର ଇନଷ୍ଟାଗ୍ରାମରେ ଏକ ସମ୍ବାଦ ପ୍ରବନ୍ଧର ସ୍କ୍ରିନସଟ ସେୟାର କରି ତିନୋଟି […]

Continue Reading

ସୀମା ଲଂଘିଲା ଆନ୍ଧ୍ର, କୋଟିଆରେ କଲା ଟିକାକରଣ

କୋରାପୁଟ: ଓଡିଶା ଆନ୍ଧ୍ର ସୀମାନ୍ତ କୋଟିଆରେ ଆନ୍ଧ୍ରର ଅନୁପ୍ରବେଶକୁ ରାଜ୍ୟ ସରକାର କାହିଁ କେବେଠୁ ବିରୋଧ କରିଆସୁଛନ୍ତି । ତଥାପି ସାବାଡ ହେଉନି ଆନ୍ଧ୍ର ସରକାର । ଆଉ ଏବେ କରୋନା ବାହାନାରେ ଆନ୍ଧ୍ରପ୍ରଦେଶ ପୁଣିଥରେ କୋଟିଆରେ ଅନୁପ୍ରବେଶ କରିଛି । ବିବାଦୀୟ ପଂଚାୟତ କୋଟିଆର ୨୧ ଖଣ୍ଡ ଗାଁର ୪୫ରୁ ଅଧିକ ବୟସର ଲୋକଙ୍କୁ ଆନ୍ଧ୍ର ସରକାର ଟିକାକରଣ କରିଛି । ଆନ୍ଧ୍ରର ସରକାରୀ କର୍ମଚାରୀ ପିଆଇଟିଡିଏ କୁର୍ମା ନାଥଙ୍କ ନିର୍ଦ୍ଦେଶରେ ଗାଁକୁ ଗାଁ ବୁଲି […]

Continue Reading

କଣ ପାଇଁ ସଚିନ କହିଲେ ଏହି ୨ଜଣ ଖେଳାଳିଙ୍କ ସହ ନ ଖେଳିବା ଯୋଗୁ ମୋ ଆନ୍ତର୍ଜାତୀୟ କ୍ରିକେଟ ଅସମ୍ପୂର୍ଣ୍ଣ

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତେବେ ତାଙ୍କ ଆନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ୨ଟି ଖେଳାଳିଙ୍କ ସହ ଖେଳିବା ସୁଯୋଗ ନ ପାଇବା ଏହାକୁ ଅସମ୍ପୂର୍ଣ୍ଣ କରିଛି ବୋଲି ସେ କହିଛନ୍ତି । ସଚିନ କହିଛନ୍ତି ମୁଁ ଖେଳ ଆରମ୍ଭ କରିବା ସମୟରେ ଭାରତର ସୁନୀଲ ଗାଭାସ୍କର ମୋର ବ୍ୟାଟିଂ ହୀରୋ ଥିଲେ । ତାଙ୍କ ସହ ଖେଳିବା ସୁଯୋଗ ନ ପାଇବା ନିଶ୍ଚିତ ଭାବେ ଦୁଃଖର […]

Continue Reading

ମହାରାଷ୍ଟ୍ର ସଚିବାଳୟରେ ବୋମା ଥିବା ନେଇ ଫୋନ କଲ, ତନ୍ନ ତନ୍ନ କରି ଖୋଜୁଛନ୍ତି ସୁରକ୍ଷାବଳ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ବୋମା ଖଂଜା ଯାଇଥିବା ନେଇ ଫୋନ କଲ ଆସିବା ପରେ ଏଠାରେ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି । ବୋମା ଚିହ୍ନଟ ଏବଂ ନିଷ୍କ୍ରିୟକାରୀ ଟିମ୍ ସଚିବାଳୟ ଓ ଏହାର ଆଖ ପାଖ ଅଂଚଳକୁ ତନ୍ନ ତନ୍ନ କରି ଖୋଜୁଛନ୍ତି । କଲ କେଉଁଠାରୁ ଆସିଥିଲା ତାହାର ମଧ୍ୟ ତଦନ୍ତ କରାଯାଉଛି । ରିପୋର୍ଟ ମୁତାବକ ନାଗପୁରର ସାଗର ନାମକ ବ୍ୟକ୍ତି ପୋଲିସ କଂଟ୍ରୋଲ ରୁମକୁ ୧୨.୪୦ରେ ଫୋନ କରି ସଚିବାଳୟରେ […]

Continue Reading

ଏହି ଭାରତୀୟ ଛାତ୍ରଙ୍କୁ ମିଳିଲା ୧୦ ବର୍ଷର ୟୁଏଇ ଗୋଲଡେନ୍ ଭିସା

ଦୁବାଇ: ଜଣେ ଭାରତୀୟ ଛାତ୍ରକୁ ମିଳିଛି ୧୦ ବର୍ଷ ପାଇଁ ୟୁଏଇର ଗୋଲଡେନ୍ ଭିସା। ଯାହା ମୁଖ୍ୟତ ବିଶ୍ୱସ୍ତରୀୟ ବ୍ୟକ୍ତିତ୍ୱଙ୍କ ପାଇଁ ସଂରକ୍ଷିତ ରହିଥାଏ। ରିପୋର୍ଟ ଅନୁଯାୟୀ ଏହି ଭିସା କେରଳର ତସ୍‌ନିମ୍‌ ଅସଲାମଙ୍କୁ ମିଳିଛି। ସେ ଛାତ୍ର ବର୍ଗରେ ଗୋଲଡେନ ଭିସା ଗ୍ରହଣ କରିଛନ୍ତି ଏବଂ ତାଙ୍କୁ ୨୦୩୧ ପର୍ଯ୍ୟନ୍ତ ଦେଶରେ ରହିବାକୁ ଅନୁମତି ଦିଆଯାଇଛି। ୟୁଏଇ ସରକାର ୨୦୧୯ରେ ଦୀର୍ଘମିଆଦୀ ଆବାସ ଭିସା ପାଇଁ ଏକ ନୂତନ ବ୍ୟବସ୍ଥା ଲାଗୁ କରି ବିଦେଶୀମାନଙ୍କୁ ୟୁଏଇରେ […]

Continue Reading

ଜୁନ୍‌ ମାସରେ ପ୍ରାୟ ୧୨ କୋଟି ଡୋଜ୍‌ ଟିକା ଯୋଗାଇଦେବ କେନ୍ଦ୍ର

ନୂଆଦିଲ୍ଲୀ: ଜୁନ୍ ମାସରେ ପ୍ରାୟ ୧୨ କୋଟି ଡୋଜ୍ କରୋନା ଟିକା ଉପଲବ୍ଧ ହେବ ବୋଲି କେନ୍ଦ୍ର ସରକାର ରବିବାର କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ ଯୋଗାଣ ଆବଣ୍ଟନ ଉପଭୋକ୍ତା, ଜନସଂଖ୍ୟା ଏବଂ ଟିକା ଅପଚୟ ଉପରେ ନିଷ୍ପତ୍ତି ହୋଇଛି। ଜୁନ୍ ମାସ ପାଇଁ ସ୍ୱାସ୍ଥ୍ୟ ସେବା କର୍ମୀ (HCWs), ଫ୍ରଣ୍ଟ-ଲାଇନ୍ ୱାର୍କର୍ସ (FLWs) ଏବରୁ ଅଧିକ ବୟସ୍କଙ୍କ ଟିକାକରଣ ପାଇଁ ରାଜ୍ୟ ତଥା […]

Continue Reading

ଆମେରିକାରେ ଗନ କଲଚର, ଜନସଂଖ୍ୟାଠାରୁ ଲୋକଙ୍କ ପାଖରେ ଅଛି ଅଧିକ ଅସ୍ତ୍ର

ଟେକ୍ସାସ: ଆମେରିକାରେ ଗନ କଲଚର ବୃଦ୍ଧି ପାଇବା ବୁଦ୍ଧିଜୀବୀଙ୍କୁ ଚିନ୍ତାରେ ପକାଇଛି । ଏହା ଦ୍ୱାରା ଅପରାଧ ହାର ମଧ୍ୟ ବୃଦ୍ଧି ପାଉଛି । ଏକ ରିପୋର୍ଟ ମୁତାବକ ଆମେରିକାର ୩୩ କୋଟି ଜନସାଧାରଣଙ୍କ ନିକଟରେ ୩୯ କୋଟିରୁ ଊର୍ଦ୍ଧ୍ୱ ଅସ୍ତ୍ରଶସ୍ତ୍ର ରହିଛି । ଆମେରିକାର ଗନ କଲଚର ଯୋଗୁ ବ୍ରିଟେନ ମଧ୍ୟ ଚାପରେ ରହିଛି । ୨ ବର୍ଷ ମଧ୍ୟରେ ଏଠାରେ ୯୦୦ରୁ ଅଧିକ ମାରାତ୍ମକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଆମେରିକା ଲାଇସେନ୍ସରେ ଏହାକୁ […]

Continue Reading

ରିଜର୍ଭ ବ୍ୟାଙ୍କ ଜାରୀ କରିବ ୧୦୦ ଟଙ୍କାର ନୂଆ ରୂପ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବ୍ ଶୀଘ୍ର ୧୦୦ ଟଙ୍କାର ନୂଆ ରୂପ ଜାରୀ କରିବାକୁ ଯାଉଛି । ପ୍ରଥମେ ଏହାକୁ ପରୀକ୍ଷଣ ଭାବେ ବଜାରକୁ ଛଡାଯିବ । ଯଦି ଏହା ଆଦୃତ ହୁଏ ତାହେଲେ ଅଧିକ ମାତ୍ରାରେ ଛଡାଯିବ । ବାର୍ଣ୍ଣିସ କୋଟେଡ ଏହି ନୋଟ ଅଧିକ ଦିନ ସ୍ଥାୟୀ ରହିବ । ଏହା ପାଣିରେ ସହଜରେ ଓଦା କିମ୍ବା ଚିରିଯିବ ନାହିଁ । ପ୍ରତିବର୍ଷ ରିଜର୍ଭ ବ୍ୟାଙ୍କକୁ ନଷ୍ଟ ହୋଇଯାଇଥିବା ଟଙ୍କାକୁ ବଦଳାଇବାକୁ ପଡୁଛି […]

Continue Reading