ପରିସଂଖ୍ୟାନ ମାୟାଜାଲରେ ଶିକ୍ଷାବ୍ୟବସ୍ଥା
ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ସବୁ ବର୍ଗର ଲୋକମାନେ ବିପର୍ଯ୍ୟସ୍ତ ହୋଇପଡ଼ିଛନ୍ତି । ଏପରିକି ଦେଶର ଭବିଷ୍ୟତ କୁହାଯାଉଥିବା ଛାତ୍ରଛାତ୍ରୀମାନେ ନିଜର ପାଠପଢ଼ା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । କିନ୍ତୁ କରୋନା ସମୟରେ କୌଣସି ବିଦ୍ୟାର୍ଥୀ ଅନଲାଇନ ଶିକ୍ଷାଦାନରୁ ବଞ୍ଚିତ ହୋଇନାହାନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡ଼କର ଲୋକସଭାରେ କହିଛନ୍ତି । ଏପରିକି ଯେଉଁ ଅଞ୍ଚଳରେ ଇଣ୍ଟରନେଟ୍ର ବ୍ୟବସ୍ଥା ନ ଥିଲା ସେଠାରେ ଚାଟଶାଳୀ ମାଧ୍ୟମରେ ଶିକ୍ଷାଦାନ କରାଯାଇଛି ବୋଲି ମନ୍ତ୍ରୀ ବିବୃତି ଦେଇଛନ୍ତି […]
Continue Reading
