ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶଓ୍ୱନ୍ତ ସିଂହ

ନୂଆଦିଲ୍ଲୀ: ଆଉ ନାହାନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଯଶଓ୍ୱନ୍ତ ସିଂହ । ୮୨ ବର୍ଷ ବୟସରେ ଆଜି ତାଙ୍କର ଦେହାନ୍ତ ହୋଇଛି । ଅଟ୍ଟଳ ବିହାରୀ ବାଜପେୟୀ ସରକାରରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ ଯଶଓ୍ୱନ୍ତ ସିଂହ । କେନ୍ଦ୍ରରେ ସେ ଥିଲେ ଅର୍ଥ, ପ୍ରତିରକ୍ଷା ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ । ରାଜସ୍ଥାନରେ ବିଜେପିକୁ ସୁଦୃଢ଼ କରିବାରେ ତାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି […]

Continue Reading

ଦୀପିକାଙ୍କୁ ମାରାଥନ ଜେରା, NCB ଆଗରେ ମାନିଲେ ଡ୍ରଗ୍ସ ଚାଟ୍ କଥା

ମୁମ୍ବାଇ: ବଲିଉଡରେ ଡ୍ରଗ୍ସ ଲିଙ୍କ ନେଇ ଜେରାଦାର ଜେରା ଚଳାଇଛି ଏନ୍‌ସିବି । ଗୋଟିଏ ପରେ ଗୋଟିଏ ଅଭିନେତ୍ରୀ ଏନ୍‌ସିବି ଆଗରେ ହାଜର ହେଉଛନ୍ତି । ଏହି ମାମଲାରେ ବଲିଉଡ ମସ୍ତାନୀ ଗାର୍ଲ ଦୀପିକା ପାଦୁକୋନଙ୍କୁ ଚାଲିଛି ମାରଥାନା ଜେରା । ଏହି ସମୟରେ ଏନ୍‌ସିବି ଆଗରେ ଦୀପିକା ବଡ ସ୍ୱୀକାରୋକ୍ତି କରିଛନ୍ତି । ସେ ମ୍ୟାନେଜର କରିସ୍ମାଙ୍କ ସହ କରିଥିବା ଡ୍ରଗ୍ସ ଚାଟ୍ କଥାକୁ ମାନିଛନ୍ତି । ସେପଟେ ଏନ୍‌ସିବି ଦୀପିକାଙ୍କ ମୋବାଇଲକୁ ମଧ୍ୟ ଜବତ […]

Continue Reading

NCBରେ ହାଜର ହେଲେ ଦୀପିକା, ଚାଲିଛି ଜେରା

ମୁମ୍ବାଇ: ମୁସ୍‌କିଲ୍‌ରେ ମସ୍ତାନୀଗାର୍ଲ ଦୀପିକା ପାଦୁକୋନ । ବଲିଉଡ ଡ୍ରକ୍ସ ଲିଙ୍କ ମାମଲାରେ ଫସିଛନ୍ତି ଡିମ୍ପଲଗାର୍ଲ ଦୀପିକା । ଜେରା ପାଇଁ ଆଜି ମୁମ୍ବାଇ ସ୍ଥିତ ଏନ୍‌ସିବି ଗେଷ୍ଟ ହାଉସ ଦୀପିକା ପାଦୁକୋନ ହାଜର ହୋଇଛନ୍ତି । ଏନ୍‌ସିବି ତାଙ୍କୁ ଡ୍ରଗ୍ସ ଲିଙ୍କ ନେଇ ଜେରା କରୁଛି । ଏହି ଲିଙ୍କରେ ଆଉ କିଏ ସାମିଲ ଅଛି, ଦୀପିକା କେତେ ଦନ ହେଲା ଡ୍ରଗ୍ସ ନେଉଥିଲେ, ତାଙ୍କୁ କିଏ ଡ୍ରଗ୍ସ ଯୋଗାଉଥିଲ ଏପରି ୫ରୁ ୬ଟି ଦିଗକୁ […]

Continue Reading

ବିହାର ବିଧାନସଭା ଏବଂ ଓଡ଼ିଶା ଉପନିର୍ବାଚନ ନେଇ ଆଜି ଘୋଷଣା ହୋଇପାରେ ତାରିଖ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ବିଗୁଲ ଫୁଙ୍କି ପାରନ୍ତି ନିର୍ବାଚନ କମିଶନ । ଘୋଷଣା ହୋଇପାରେ ତାରିଖ । ଏହାସହ ଓଡ଼ିଶାରେ ଖାଲି ପଡ଼ିଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଳ ବିଧାନସଭା ଉପନିର୍ବାଚନ ନେଇ ମଧ୍ୟ ତାରିଖ ଘୋଷଣା ହୋଇପାରେ । ମଧ୍ୟାହ୍ନ ସାଢ଼େ ୧୨ଟାରେ ନିର୍ବାଚନ କମିଶନ ପ୍ରେସମିଟ କରିବା କାର୍ଯ୍ୟକ୍ରମ ରହିଛି । ନିର୍ବାଚନ କମିଶନ କଣ କହିବେ ସେନେଇ ନିର୍ଦ୍ଦିଷ୍ଟ ଭାବରେ କୌଣସି ସୂଚନା ମିଳିନାହିଁ । ଅନୁମାନ କରାଯାଉଛି ବିହାର ନିର୍ବାଚନ […]

Continue Reading

ଭାରତ ବନ୍ଦ: କୃଷି ବିଲକୁ ବିରୋଧ କରି ରାଜରାସ୍ତାରେ ଚାଷୀ

ନୂଆଦିଲ୍ଲୀ: କୃଷି ବିଲକୁ ଚାଷୀଙ୍କ ଜୋରଦାର ବିରୋଧ । ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, କର୍ଣ୍ଣାଟକ ସମେତ ବିଭିନ୍ନ ରାଜ୍ୟରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଦେଶର କୃଷକ । ଦେଶବ୍ୟାପୀ ଆଦି ହରତାଲ କରୁଛନ୍ତି ଚାଷୀ । ବନ୍ଦ ପାଳନକୁ ସମର୍ଥନ ଦେଇଛନ୍ତି ବହୁ କୃଷକ ସଂଗଠନ ଓ ରାଜନୈତିକ ଦଳ । ପଞ୍ଜାବ ଓ ହରିୟାଣାରେ କୃଷି ବିଲକୁ ଜୋରଦାର ବିରୋଧ କରାଯାଉଛି । ହଜାର ହଜାର ଚାଷୀ ବିଭିନ୍ନ ସ୍ଥାନରେ ରାସ୍ତା ଓ ରେଳରୋକ କରିଛନ୍ତି । […]

Continue Reading

ରାଫେଲ୍ ଫ୍ଲାଇଟର ପ୍ରଥମ ମହିଳା ପାଇଲଟ ଶିବାଙ୍ଗୀ!

ନୂଆଦିଲ୍ଲୀ: ଲଢୁଆ ବିମାନ ରାଫେଲର ପ୍ରଥମ ମହିଳା ପାଇଲଟ ହୋଇପାରନ୍ତି ଫ୍ଲାଇଟ୍ ଲେଫ୍ଟନାଣ୍ଟ ଶିବାଙ୍ଗୀ ସିଂହ । ବନାରସରେ ବାସ କରୁଥିବା ୟାିବାଙ୍ଗୀ ଗତ ଏକ ମାସ ଧରି ଅମ୍ବାଲାରେ ରାଫେଲ୍ କନଭର୍ସନ ଟ୍ରେନିଂ ନେଉଛନ୍ତି । ଖୁବ୍ ଶୀଘ୍ର ତାଙ୍କୁ ଗୋଲ୍ଡେନ୍ ଏରୋ ସ୍କ୍ୱାର୍ଡନରେ ସାମିଲ କରାଯିବ । ସୂଚନାନୁଯାୟୀ ୨୦୧୭ ମସିହାରେ ଶିବାଙ୍ଗୀ ଭାରତୀୟ ବାୟୁସେନାରେ ସାମିଲ ହେବା ସହ ଲଢୁଆ ମିଗ୍ ୨୧ ବିସନ୍ ବିମାନ ଉଡାଉଛନ୍ତି । ଶିବାଙ୍ଗୀ ବନାରସ୍ ହିନ୍ଦୁ […]

Continue Reading

ଆସିଲେନି ରାକୁଲ, NCBରେ ହାଜର ହେଲେ ସିମୋନ ଖମ୍ବାଟା

ମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ଏନ୍‌ସିବି ତଦନ୍ତ ଜାରି ରଖିଛି । ଏନସିବି ରାଡାରରେ ରହିଛନ୍ତି ବଲିଉଡର ଅନେକ ବଡ ବଡ ନାୟିକା । ଏହି ମାମଲାରେ ଆଜି ଏନସିବି ଫ୍ୟାଶନ ଡିଜାଇନର ସିମୋନ ଖମ୍ବାଟା ଓ ଅଭିନେତ୍ରୀ ରାକୁଲ ପ୍ରିତ ସିଂଙ୍କୁ ହାଜର ହେବାକୁ କହିଥିଲା । ସିମୋନ ଖମ୍ବାଟା ଏନସିବିରେ ହାଜର ହୋଇଛନ୍ତି । ଏନସିବି ତାଙ୍କୁ ପଚରାଉଚରା ଜାରି ରଖିଛି । ସେପଟେ ଅଭିନେତ୍ରୀ ରାକୁଲ ପ୍ରିତ […]

Continue Reading

ପୂର୍ବତନ ମନ୍ତ୍ରୀ ଶେଖ ମତଲୁବଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଶେଖ ମତଲୁବଙ୍କ ଆଜି ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ୱିଇଟ୍ କରି ଲେଖିଛନ୍ତି, ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶେଖ ମତଲୁବ ଅଲ୍ଲିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ବେଶ୍ ଦୁଃଖିତ । ଏଥିସହ […]

Continue Reading

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଦି, କରୋନାରେ ଥିଲେ ସଂକ୍ରମିତ

ନୂଆଦିଲ୍ଲୀ: ଦେଶ ପାଇଁ ଦୁଃଖଦ ଖବର । ଆଉ ନାହାନ୍ତି ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଦି । ଆଜି ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା । ସୁରେଶ ଅଙ୍ଗଦି କରୋନା ସଂକ୍ରମିତ ହୋଇଥିଲେ । ସେପ୍ଟେମ୍ବର ୧୧ ତାରିଖରେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଦିଲ୍ଲୀ ଏମ୍ସରେ ତାଙ୍କର ଚାଲିଥିଲା ଚିକିତ୍ସା । ସୁରେଶ ଅଙ୍ଗଦିଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି […]

Continue Reading

ପୂର୍ବତନ ମନ୍ତ୍ରୀ ମତଲୁବ ଅଲ୍ଲିଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଏନେଇ ତାଙ୍କ ପୁଅ ମାସୁଦ ଅଲ୍ଲି ସୂଚନା ଦେଇଛନ୍ତି । ଗତ ୧୪ ତରିଖରେ ଅସୁସ୍ଥତା ଅନୁଭବ କରିବାକୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଜି ତାଙ୍କ ପରଲୋକ ହୋଇଛି । ତାଙ୍କ ବିୟୋଗରେ ବିଭିନ୍ନ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି […]

Continue Reading