ସିରିୟାର ଅନ୍ତରକୁ କନ୍ଦାଇଥିବା ଫଟୋ ଜିତିଲା ସିଏନା ଆୱାର୍ଡ

ରୋମ: ନିରାଶ ମଧ୍ୟରେ ଆଶାର ଝଲକ ଦେଖାଉଥିବା ଏକ ଫଟୋ ସୋସିଆଲ ସାଇଟରେ ଭାଇରାଲ ହେବା ପରେ ଏବେ ଏହା ସମ୍ମାନଜନକ ସିଏନା ଇଂଟରନ୍ୟାଶନାଲ ଫଟୋ ଆୱାର୍ଡ୍ସ ଜିତିଛି । ଏହି ଫଟୋ ଅନେକଙ୍କ ଆଖିରେ ଲୁହ ଦେଇଥିଲେ ମଧ୍ୟ, ବଂଚିବାର ଆଗ୍ରହ ମଧ୍ୟ ଦର୍ଶାଇଥିଲା । ସିରିୟାରେ ବୋମା ବିସ୍ଫୋରଣରେ ଗୋଟିଏ ଗୋଡ ହରାଇଥିବା ମୁଂଜିର ଏଲ ନେଜେଲ ତାଙ୍କ ପୁଅ ମୁସ୍ତାଫାକୁ ଗେହ୍ଲ କରୁଛନ୍ତି । ଏଥିରେ ଛୋଟ ପିଲାଟିର ୨ଟି ଯାକ ଗୋଡ […]

Continue Reading

ଡ୍ରାଗନ ମାନିଲା, ଚୀନରେ ଅଛି ଅରୁଣାଚଳ ପ୍ରଦେଶର ନିଖୋଜ ଯୁବକ

ବେଜିଂ: ଭାରତର ଚାପ ଆଗରେ ମୁଣ୍ଡ ନୁଆଁଇଛି ଡ୍ରାଗନ । ଅରୁଣାଚଳ ପ୍ରଦେଶର ୧୭ ବର୍ଷୀୟ ନିଖୋଜ ଯୁବକ ଚୀନରେ ଥିବା ମାନିଛି ଡ୍ରାଗନ ସେନା । ତେଜପୁରରେ ଲେଫଟନାଂଟ କର୍ଣ୍ଣେଲ ହର୍ଷବର୍ଦ୍ଧନ ପାଣ୍ଡେ କହିଛନ୍ତି ଯେ, ଚୀନ ଆର୍ମି ପାଖରେ ନିଖୋଜ ଯୁବକ ଅଛନ୍ତି ଏବଂ ତାଙ୍କୁ ପଠାଇବା ପାଇଁ ବିଧିବଦ୍ଧ ବ୍ୟବସ୍ଥା ଗ୍ରହଣ କରାଯାଉଛି । ପୂର୍ବରୁ ପିଏଲଏ ଏହି ଖବରକୁ ଖଣ୍ଡନ କରି ଆସୁଥିଲା । ଭାରତୀୟ ସେନା ଏ ନେଇ ଯୋଗାଯୋଗ […]

Continue Reading

ଚୀନ ଯିବାକୁ ଥିବା ୪୪ଟି ବିମାନକୁ ରଦ୍ଦ କଲା ଆମେରିକା

ଓ୍ବାସିଙ୍ଗଟନ୍ : ପୁଣି ବିଶ୍ବର ଦୁଇ ସୁପରପାଓ୍ବାରଙ୍କ ମଧ୍ୟରେ ଘନେଇଲା ବିବାଦ । ଚୀନ ଯିବାକୁ ଥିବା ୪୪ଟି ବିମାନକୁ ରଦ୍ଦ କରିଛି ଆମେରିକା । କୋଭିଡ ନିୟମ ଅନୁସାରେ ଆମେରିକାର ବିମାନ ଉପରେ ଚୀନ କଟକଣା ଜାରି କରିବା ପରେ ଯେସାକୁ ତେସା ନୀତିରେ ଆମେରିକା ଏଭଳି ପଦକ୍ଷେପ ନେଇଛି । ବିଦେଶରୁ ଆସୁଥିବା ବିମାନ କୋଭିଡ ସଂକ୍ରମଣ ବୃଦ୍ଧି କରିବାରେ ସହାୟକ ହେଉଥିବା କାରଣ ଦର୍ଶାଇ ଚୀନ ପ୍ରଥମେ ଆମେରିକୀୟ ବିମାନ ଉପରେ କଟକଣା […]

Continue Reading

ସାଧାରଣତନ୍ତ୍ର ଦିବସ ପାଇଁ ବନ୍ଦ ହେଲା ଐତିହାସିକ ଲାଲକିଲ୍ଲା

ନୂଆଦିଲ୍ଲୀ : ଆଗକୁ ଆସୁଛି ସାଧାରଣତନ୍ତ୍ର ଦିବସ । ଏଥିପାଇଁ ଆଜିଠାରୁ ବନ୍ଦ ହୋଇଛି ଦିଲ୍ଲୀର ଐତିହାସିକ ଲାଲକିଲ୍ଲା । ଆସନ୍ତା ୨୬ ତାରିଖ ଯାଏ ଲାଲକିଲ୍ଲା ଭିତରକୁ ଯାଇପାରିବେ ନାହିଁ ସାଧାରଣ ନାଗରିକ ଓ ପର୍ଯ୍ୟଟକ । ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନେଇଛି ଦିଲ୍ଲୀ ପୋଲିସ । ଦିଲ୍ଲୀର ସାଧାରଣତନ୍ତ୍ର ଦିବସ ପରେଡ ଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ଲାଲକିଲ୍ଲାକୁ ସମ୍ପୂର୍ଣ୍ଣ ସୁରକ୍ଷା ବଳୟରେ ରଖାଯାଇଛି । ସାଧାରଣତନ୍ତ୍ର ଦିବସକୁ ଭଣ୍ଡୁର […]

Continue Reading

ବ୍ରିଟେନରେ ଠାବ ହେଲା ଓମିକ୍ରନର ନୂଆ ଭାରିଆଣ୍ଟ

ବ୍ରିଟେନ୍ : ବ୍ରିଟେନରେ ଠାବ ହୋଇଛି ଓମିକ୍ରନର ନୂଆ ଭାରିଆଣ୍ଟ । ଏହାକୁ ନେଇ ବ୍ରିଟେନ ସ୍ବାସ୍ଥ୍ୟ ନିରାପତ୍ତା ଏଜେନ୍ସି ପକ୍ଷରୁ ଚିନ୍ତା ପ୍ରକଟ ହୋଇଛି । ଏହି ନୂଆ ଭାରିଆଣ୍ଟର ନାଁ BA.2 ରଖାଯାଇଛି । ଏହି ନୂଆ ଭୂତାଣୁ ସମ୍ପର୍କରେ ଗବେଷଣା ଜାରି ରହିଛି ଏବଂ ଏହାକୁ ଭାରିଆଣ୍ଟ ଅଫ କନସର୍ଣ୍ଣ ତାଲିକାରେ ରଖାଯାଇଛି । BA.2 ଦ୍ବାରା ସଂକ୍ରମିତ ୪୨୬ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ବ୍ରିଟେନରେ ବର୍ତ୍ତମାନ ଓମିକ୍ରନ BA.1 କାୟା […]

Continue Reading

୨୬୨ କଏଦୀ ପଜିଟିଭ, ସ୍ୱତନ୍ତ୍ର ଡାକ୍ତର ଟିମ୍ ନିୟୋଜିତ କରିବାକୁ ଦାବି

ଥିରୁଅନନ୍ତପୁରମ: କେରଳ ରାଜ୍ୟର ପୂଜାପୋରା କେନ୍ଦ୍ରୀୟ ଜେଲରେ କରୋନା ବିସ୍ଫୋରଣ । ଏହି ଜେଲରେ ରହୁଥିବା କଏଦୀଙ୍କ ମଧ୍ୟରୁ ୨୬୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା କଏଦୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଖବର ଅନୁସାରେ, ଗତ ୩ଦିନ ପୂବର୍ବରୁ ପୂଜାପୋରା ଜେଲରେ ରହୁଥିବା ୯୩୬ ଜଣ କଏଦୀଙ୍କର ଆଣ୍ଟିଜେନ ପରୀକ୍ଷା ହୋଇଥିଲା । ସେଥିମଧ୍ୟରୁ ରିପୋର୍ଟରେ ୨୬୨ ଜଣ କଏଦୀଙ୍କ ପଜିଟିଭ ଆସିଥିବା ଜଣାପଡ଼ିଛି । ଏତେ ସଂଖ୍ୟକ କଏଦୀ କରୋନାରେ […]

Continue Reading

ଚିରାଗ କହିଲେ ବିହାରରେ ହେବ ମଧ୍ୟବର୍ତୀକାଳୀନ ନିର୍ବାଚନ !

ପାଟନା: ବିହାରରେ ଖୁବ୍ ଶୀଘ୍ର ମଧ୍ୟବର୍ତୀକାଳୀନ ନିର୍ବାଚନ ହେବାକୁ ଯାଉଛି ବୋଲି ଏନଡିଏର ପୂର୍ବ ସହଯୋଗୀ ତଥା ଲୋକ ଜନଶକ୍ତି ପାର୍ଟିର ମୁଖ୍ୟ ଚିରାଗ ପାସୱାନ ଆଜି ଭବିଷ୍ୟବାଣୀ କରିଛନ୍ତି । ଲିକ୍ୟୁର ବ୍ୟାନକୁ ନେଇ ବିଜେପି ଓ ଜେଡିୟୁ ମଧ୍ୟରେ ମତଭେଦ ବୃଦ୍ଧି ପାଉଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ହଠାତ ରାଜ୍ୟ ବ୍ୟାପି ଭ୍ରମଣ ଯୋଜନା କରିବା ଏହି ଆଶଙ୍କାକୁ ସୁଦୃଢ଼ କରୁଛି ବୋଲି ସେ କହିଛନ୍ତି । ଏହି ସରକାର ବେଶୀ ଦିନ […]

Continue Reading

ଜାତୀୟ ଯୁଦ୍ଧ ସ୍ମାରକୀରେ ବିଲୟ ହେଲା ‘ଅମର ଯବାନ ଜ୍ୟୋତି’

ନୂଆଦିଲ୍ଲୀ : ୫୦ ବର୍ଷ ପରେ ଇଣ୍ଡିଆ ଗେଟ ନିକଟରେ ଥିବା ଅମର ଯବାନ ଜ୍ୟୋତିକୁ ଆଜି ସମାରୋହ ପୂର୍ବବ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ସହ ମିଶାଇ ଦିଆଯାଇଛି । ଦେଶର ବୀର ଯବାନମାନଙ୍କ ବଳିଦାନର ପ୍ରତିକ ଭାବେ ଏହି ଜ୍ୟୋତି ଦୀର୍ଘ ୫୦ ବର୍ଷ ହେବ ଇଣ୍ଡିଆ ଗେଟ ନିକଟରେ ଜଳୁଥିଲା । ଶୁକ୍ରବାର ଦିନ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ମୁତାବକ ଏହାକୁ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ସହ ମିଶାଇ ଦିଆଯାଇଛି । ୧୯୭୧ ୟୁଦ୍ଧରେ […]

Continue Reading

ଯାତ୍ରୀ ମାସ୍କ ପିନ୍ଧିବାକୁ ମନା କରିବାରୁ ଅଧାବାଟରୁ ଫେରିଗଲା ବିମାନ

ୱାସିଂଟନ୍: ଜଣେ ଯାତ୍ରୀ ମାସ୍କ ପିନ୍ଧିବାକୁ ମନା କରିବାରୁ ଅଧାବାଟରୁ ଫେରିଗଲା ବିମାନ । ଗୁରୁବାର ଆମେରିକୀୟ ଏୟାରଲାଇନର ଏକ ଯାତ୍ରୀବାହୀ ଜେଟ୍ ବିମାନ ମିଆମାରରୁ ଲଣ୍ଡନ ଅଭିମୁଖେ ଯାଉଥିବା ସମୟରେ ଅଧାବାଟରୁ ଫେରିଯାଇଛି । ଏୟାରଲାଇନ୍ ବିବୃତି ଅନୁସାରେ ଜଣେ ଯାତ୍ରୀ ‘ଫେଡେରାଲ ମାସ୍କ ରିକ୍ୱାରମେଣ୍ଟ’ ନିୟମକୁ ମାନିବାକୁ ମନା କରିବାରୁ ଏୟାରଲାଇନ୍ସ ବିମାନ ୩୮ ମିଆଇମିକୁ ଫେରିଯାଇଛି । ଏହି ବିମାନରେ ୧୨୯ ଜଣ ଯାତ୍ରୀଙ୍କ ସହ ୧୪ ଜଣ ପରିଚାରକ ଥିଲେ । […]

Continue Reading

ଗୁଜୁରାଟର ସୋମନାଥ ମନ୍ଦିର ଠାରେ ନୂତନ ସର୍କିଟ ହାଉସର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ଗୁଜୁରାଟର ସୋମନାଥ ମନ୍ଦିର ଠାରେ ନୂତନ ସର୍କିଟ ହାଉସର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି । ଭିଡିଓ କନଫରେନ୍ସି ମାଧ୍ୟମରେ ଶୁକ୍ରବାର ମୋଦି ଏହାର ଉଦଘାଟନ କରିଛନ୍ତି । ଏହି ଅବସରର ଉଦବୋଧନ ଦେଇ ମୋଦି କହିଛନ୍ତି ,ଯେଉଁ ପରିସ୍ଥିତିରେ ସୋମନାଥ ମନ୍ଦିର ନଷ୍ଟ ହୋଇଯାଇଥିଲା ଏବଂ ମନ୍ଦିରର ନବୀକରଣ ସର୍ଦ୍ଦାର ବଲ୍ଲଭ ଭାଇ ପଟ୍ଟେଲଙ୍କ ଉଦ୍ୟମ ଏକ ବଡ ବାର୍ତ୍ତା ଅଟେ । ଗୁଜୁରାଟର ସୋମନାଥ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଏହା […]

Continue Reading