ବାସ୍ତୁ କୁହେ ଧନ ପ୍ରାପ୍ତିର ଉପାୟ
ଭୁବନେଶ୍ୱର: ବାସ୍ତୁଶାସ୍ତ୍ରରେ ପ୍ରତ୍ୟେକ ଦିଗର ଭିନ୍ନ ମହତ୍ତ୍ବ ଓ ଗୁରୁତ୍ବ ଅଛି। ଏହି ଧାରାରେ ଧନର ଦେବତା କୁବେର ଉତ୍ତର ଦିଗର ସ୍ବାମୀ । ତେଣୁ ଉତ୍ତର ଦିଗ ହେଉଛି ଧନଦାୟକ। ଧନଲାଭ ପାଇଁ ଘରର ଉତ୍ତର ଦିଗ ସମ୍ପର୍କିତ କିଛି ବାସ୍ତୁ ନିୟମକୁ ମାନିବା ଉଚିତ।ଘରର ଉତ୍ତର ଦିଗ କାନ୍ଥରେ ହାଲୁକା ନୀଳ ରଙ୍ଗ ବ୍ୟବହାର କରିବା ଉଚିତ। ଉତ୍ତର ଦିଗରେ ଆଇନା ଲଗାଇବା ଶୁଭ ଅଟେ। ଉତ୍ତର ଦିଗର କୌଣସି କୋଣ ଭଙ୍ଗା ବା […]
Continue Reading
