ଚାଉଳର ଦାମ ଶୁଣିଲେ ହଜିଯିବ ଭୋକ, ଖାଇଲେ ଦିଶିବେ ଚିକ୍କଣ

ନୂଆଦିଲ୍ଲୀ : ଚାଉଳର ମୂଲ୍ୟ ୧୧୦୦ ଟଙ୍କା। ବଞ୍ଚିବା ପାଇଁ ଖାଦ୍ୟ ସମସ୍ତଙ୍କୁ ଲୋଡ଼ା। ଆଉ ଭାରତୀୟଙ୍କ ପାଇଁ ପ୍ରଧାନ ଖାଦ୍ୟ ଭାତ ହୋଇଥାଏ। ଯାହା ଖାଇଲେ ସୁଦ୍ଧା ଭାତ ମୁଠାଏ ନଖାଇଲେ ଶାନ୍ତି ନାହିଁ। ଆଉ ଏହା ଖାଇଲେ ଆମ ଶରୀରକୁ ପ୍ରଚୁର ପରିମାଣର ଶକ୍ତି ମିଳିଥାଏ ଯାହା ଶ୍ଵେତସାର ଯୋଗାଇଥାଏ। ଯାହା ଆମ ଶରୀର ପାଇଁ ବହୁତ ଉପଯୋଗୀ ହେଇଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ଭାବୁ ଥିବେ ଯେ ଭାରତରେ ଉତ୍ପାଦିତ ବାସୁମତି […]

Continue Reading
Mudhi gstmudhi

ବଡ ଲୋକଙ୍କ ମୁଢ଼ି଼ରେ GST

ବ୍ୟୁରୋ : ମୁଢ଼ି ପ୍ୟାକେଟ୍ ହେବ ମହାଙ୍ଗା। ମୁଢ଼ି଼ରେ ଲାଗିବ GST। କଥାଟି ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗୁଛି। ପ୍ରତି ଘରେ ମୁଢ଼ି ଖାଇଥାନ୍ତି। ଆଉ ଯଦି ଏଥିରେ GST ଲାଗେ ତେବେ କେମିତି ଏହାକୁ ଗ୍ରହଣ କରିବେ। ହଁ ଏହା ସବୁଠୁ ବଡ଼ ଚିନ୍ତାର ବିଷୟ। କିନ୍ତୁ ଆପଣ ଜାଣନ୍ତି କି ମୁଢ଼ି ପ୍ୟାକେଟରେ GST ଲାଗିବ। କିନ୍ତୁ ଆମେ ସମସ୍ତେ ଖୋଲା ମୁଢ଼ି କିଣିଥାଉ। ବଡବଡ ମଲ୍ ରେ ପ୍ୟାକେଟ୍ ମୂଢି ମିଳିଥାଏ। ଯେଉଁ […]

Continue Reading

ଗ୍ୟାସ ହେଉଥିଲେ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ: ହୋଇ ଥାଇପାରେ GASTRITIS , ଜାଣନ୍ତୁ କାରଣ ଓ ନିଦାନ

ନୂଆଦିଲ୍ଲୀ: ପାକସ୍ଥଳୀର ଧାରରେ ଥିବା ଝିଲ୍ଲୀରେ କୌଣସି ପ୍ରକାର ଆଘାତ ବା ବାଧା ଘଟିଲେ କିମ୍ବା କୌଣସି କାରଣରୁ ସଂକ୍ରମଣ ହେଲେ ପାକସ୍ଥଳୀ ଟି ଫୁଲିଯାଏ ।ଏହି ରୋଗଟି ହଠାତ ଆକ୍ରମଣ କରିପାରେ କିଛି ଖେତ୍ରରେ ଏହା ଦିର୍ଘଦିନ ଧରି ରହି ବଡ ଆକାର ଧାରଣ କରେ ଯାହାକୁ Chronic gastritis କହୁ । କାରଣ : ଏହି ରୋଗର କାରଣ ଜୀବନଶୈଳୀ ଉପରେ ବହୁତ ନିର୍ଭର କରେ । ସମ୍ଭ୍ରାନ୍ତ ଶ୍ରେଣୀ ଲୋକମାନଙ୍କୁ ଏହା ବେଶୀ ଦେଖାଦେଇଥାଏ […]

Continue Reading
over-650-people-fall-ill-in-us-due-to-disease-linked-to-raw-onions

ଆମେରିକାରେ କଞ୍ଚା ପିଆଜ ଖାଇ ୬୫୦ରୁ ଅଧିକ ଅସୁସ୍ଥ

ନ୍ୟୁୟର୍କ:   ଆମେରିକାରେ ୩୭ଟି ରାଜ୍ୟରେ ସାଲମୋନେଲା ରୋଗ ଯୋଗୁଁ ଅସୁସ୍ଥ ହୋଇ ପଡ଼ିଛନ୍ତି ପ୍ରାୟ ୬୫୦ରୁ ଅଧିକ ଲୋକ । ତେବେ ମେକ୍ସିକୋର ଚିହୁହୁଆରୁ ଆମଦାନୀ ହୋଇଥିବା  ପିଆଜ ଏହା ପଛର କାରଣ ବୋଲି କହିଛି ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନସନ୍‌ ବା ସିଡିସି । ତେବେ ଏହାଦ୍ୱାରା ୬୫୨ ଜଣ ସଂକ୍ରମିତ ହୋଇଥିବା ବେଳେ ୧୨୯ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କୁହାଯାଉଛି । ସୂଚନା ଅନୁସାରେ କଞ୍ଚା ପିଆଜ ଖାଇଥିବା ବ୍ୟକ୍ତିମାନେ […]

Continue Reading

ବହୁତ ଶୁଭ ହୋଇଥାଏ ଏହି ଗଛ, ଘରେ ଲଗାଇଲେ ହେବ ନାହିଁ ଅର୍ଥାଭାବ

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ଏବଂ କାର୍ଯ୍ୟାଳୟରେ ପାଇଁ ଏମିତି ଅନେକ ଶୁଭ-ଅଶୁଭ ବସ୍ତୁ ବିଷୟରେ କୁହାଯାଇଛି । ବାସ୍ତୁ ଶାସ୍ତ୍ରରେ ଅନେକ ଗଛ ବିଷୟରେ ମଧ୍ୟ କୁହାଯାଇଛି । କିଛି ଏମିତି ଗଛ ବିଷୟରେ କୁହାଯାଇଛି ଯାହା ଘରେ ସକରାତ୍ମକ ଶକ୍ତି ବୃଦ୍ଧି କରିଥାଏ । ଏତିକି ନୁହେଁ କିଛି ଗଛର ଘରେ ରହିବା ମା ଲକ୍ଷ୍ମୀଙ୍କ ଘରେ ରହିବା ଭଳି ହୋଇଥାଏ । ଏହି ଗଛ ଅପାର ଧନ ସମ୍ପତ୍ତି ଆଣିଥାଏ । ତୁଳସୀ […]

Continue Reading
if-you-are-facing-indigestion-try-these-home-technique/

ଖାଇବା ହଜମ ହେଉନି କି? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ,ସବୁବେଳେ ପାଚନ ତନ୍ତ୍ରକୁ ଠିକ୍ ରଖିବା ଆବଶ୍ୟକ । କିନ୍ତୁ ଆଜିକାଲି ପାଚନ ଜନିତ ବିଭିନ୍ନ ସମସ୍ୟା ଅନେକଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି । ତେବେ ପାଚନ ତନ୍ତ୍ରକୁ ଠିକ୍ ରଖିବା ପାଇଁ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ ଆସନ୍ତୁ ଜାଣିବା – ପାଚନକୁ ଠିକ୍ ରଖିବା ପାଇଁ ସବୁବେଳେ ଗରମ ଏବଂ ସତେଜ ଭୋଜନ କରିବା ଆବଶ୍ୟକ । ଫ୍ରିଜରେ ରଖା ଯାଇଥିବା ଖାଦ୍ୟଠାରୁ ଯଥା […]

Continue Reading

ଏଠି କେବଳ ମହିଳା ବିକି ପାରିବେ ଜିନିଷ

ନୂଆଦିଲ୍ଲୀ: ବ୍ୟବସାୟକୁ ସର୍ବଦା ପୁରୁଷ ପ୍ରାଧାନ୍ୟ ଜିନିଷ ଭାବରେ ବିବେଚନା କରାଯାଏ । ମାତ୍ର ଭାରତରେ ଏମିତି ଏକ ବଜାର ରହିଛି ଯାହା ସମ୍ପୂର୍ଣ୍ଣ ଭାବରେ ମହିଳାଙ୍କ ଦ୍ୱାରା ପରିଚାଳିତ । ୫୦୦ ବର୍ଷର ପୁରୁଣା ଏମିତି ଏକ ବଜାର ରହିଛି ମଣିପୁରରେ । ମଣିପୁରରେ ଅବସ୍ଥାପିତ ଏହି ବଜାରଟିକୁ ମହିଳାଙ୍କ ଦ୍ୱାରା ପରିଚାଳିତ ଏସିଆର ସର୍ବବୃହତ ବଜାରର ମାନ୍ୟତା ମଧ୍ୟ ମିଳି ସାରିଛି । ମୀରାବାଇ ଚାନୁଙ୍କ ଅଲିମ୍ପିକ ରୌପ୍ୟ ପଦକ ପରେ ସମଗ୍ର ଦେଶର ଧ୍ୟାନ […]

Continue Reading

ଶରୀରରେ ପୋଷକ ତତ୍ତ୍ୱର ଅଭାବ ଆଣିପାରେ କି ଆଚରଣଗତ ପରିବର୍ତ୍ତନ?

ନୂଆଦିଲ୍ଲୀ: ଏକ ସୁସ୍ଥ ଶରୀର ପାଇଁ ଏକ ଉତ୍ତମ ଖାଦ୍ୟ ଅତ୍ୟନ୍ତ ଜରୁରୀ। ପୁଷ୍ଟିକର ଖାଦ୍ୟ ଅଭାବରୁ ବିଭିନ୍ନ ରୋଗ ହୋଇପାରେ। ସମଗ୍ର ଖାଦ୍ୟପେୟ ଶୈଳୀରେ ନିୟନ୍ତ୍ରଣ ବଜାୟ ରଖିବା ଅତ୍ୟନ୍ତ ଜରୁରୀ ହୋଇଥାଏ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ କୌଣସି ପୋଷକ ତତ୍ତ୍ୱର ଅଭାବ ଶାରୀରିକ, ମାନସିକ ଏବଂ ଆଚରଣଗତ ପ୍ରଭାବ ପକାଇପାରେ। ପ୍ରୋଭେଦା ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଆସିମ୍ ସୁଦ, ଖାଦ୍ୟପେୟ ଶୈଳୀ ଏବଂ ଏହାର ଆଚରଣଗତ ପ୍ରଭାବ ଉପରେ ଅନ୍ତର୍ନିହିତ ସୂଚନା ସେୟାର୍‌ କରିଛନ୍ତି। […]

Continue Reading

ଅତ୍ୟଧିକ ଗରମରୁ ଆଶ୍ୱସ୍ତି ଚାହାନ୍ତି କି, ତେବେ ନିୟମିତ ପିଅନ୍ତୁ ଏହି ପାନୀୟ

ନୂଆଦିଲ୍ଲୀ: ଅତ୍ୟଧିକ ଗରମରୁ ଆରାମ ଚାହୁଁଛନ୍ତି କି? ତେବେ ନିୟମିତ ପିଅନ୍ତୁ ଏହି ପାନୀୟ। ଗ୍ରୀଷ୍ମ ସମୟରେ ନିଜକୁ ହାଇଡ୍ରେଟ୍ ରଖିବା ପାଇଁ ସର୍ବୋତ୍ତମ ଉପାୟ ହେଉଛି ବାର୍ଲି ଅର୍ଥାତ୍‌ ଯଅ ପାଣି ପିଇବା, ଯାହାର ଅନେକ ଲାଭ ମଧ୍ୟ ଅଛି। ଭାରତୀୟ ଭାଷାରେ ବାର୍ଲି ସାଧାରଣତଃ ‘‘ ଯଅ ’ଭାବରେ ଜଣାଶୁଣା। ଘରେ ବାର୍ଲି ପାଣି ସହଜରେ ତିଆରି କରାଯାଇପାରେ। ପ୍ରାୟ ୨ ଟେବୁଲ୍ ଚାମଚ ବାର୍ଲିକୁ ଭଲ ଭାବରେ ଧୋଇବା ପରେ ଏହାକୁ ରାତିସାରା […]

Continue Reading

ଗର୍ଭ ଧାରଣ କରିବାର ସଠିକ ବୟସ କଣ ?

ବ୍ୟୁରୋ : ବିବାହ ପରେ ସମସ୍ତଙ୍କୁ ଏହା ଶୁଣିବାକୁ ମିଳିଥାଏ ଯେ ବେବି କେବେ ହବ। ତେବେ ଏହା ସମସ୍ତଙ୍କ ପାଇଁ ବହୁତ ବଡ ପ୍ରଶ୍ନ ହୋଇଥାଏ । କିନ୍ତୁ ବହୁତ ଲୋକ ନିଜ ପାଠ ପଢା ଆଉ ସଫଳତା ପାଇବା ପରେ ବିବାହ କରନ୍ତି । ଯାହା ବହୁତ ଲେଟ କରିଥାଏ କିନ୍ତୁ ତାଙ୍କ ଆଉ ତାଙ୍କ ସନ୍ତାନଙ୍କ ଭବିଷ୍ୟତ ସୁରକ୍ଷିତ ମଧ୍ୟ କରିଥାଏ । ତେବେ ବହି ଅନୁଯାଇ କୁହା ଯାଇଛି ଯେ ୧୮ରୁ […]

Continue Reading