ସମ୍ବଲପୁର ଜିଲ୍ଲାର ୯ଟି ଜୋନରେ ବିଜେଡି ଆଗୁଆ
ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ୯ଟି ଜିଲ୍ଲା ପରିଷଦ ଜୋନରେ ଗଣତି ଚାଲିଛି । ୪ର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୮ ଓ ବିଜେପି ୧ଟି ଜୋନରେ ଆଗୁଆ ରହିଛି । କେବଳ ରେଢାଖୋଲ-୧ରେ ବିଜେପି ଆଗରେ ଅଛି। ଅନ୍ୟସବୁ ଜୋନରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ରହିଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ଆଜି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନରେ ଭୋଟ୍ ଗଣତି ହେଉଛି। ଏବେ ସମସ୍ତ ୩୧୫ଟି […]
Continue Reading
