ହାଥରସ ଯିବା ବାଟରେ ରାହୁଲ ଗାନ୍ଧୀଙ୍କୁ ଅଟକ
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କୁ ଅଟକ । ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହଦିଲ୍ଲୀରୁ ଉତ୍ତରପ୍ରଦେଶ ଯାଉଥିବା ରାସ୍ତାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଅଟକ କରାଯାଇଥବା ସୂଚନା ମିଳିଛି । ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଅନୁଯାୟୀ, ସେମାନେ ହାଥରସ ଯାଉଥିବା କହିବା ପରେ ତାଙ୍କୁ ତଳେ ଠେଲି ପକାଇ ଦିଆଯିବା ସହ ଲାଠିଚାର୍ଜ କରାଯାଇଛି । ସେମାନେ ଗଣ ବଳାତ୍କାରର ହୋଇଥିବା ପୀଡିତାର ପରିବାରକୁ ଭେଟିବାକୁ ଯାଉଥିବା ରାହୁଲ କହିଛନ୍ତି । ଏନଡିଟିଭି ରେ ପ୍ରକାଶିତ ରିପୋର୍ଟ […]
Continue Reading
