ବିଲରେ ପଡ଼ିଛି ଶହ ଶହ ବିଦେଶୀ ପକ୍ଷୀଙ୍କ ମୃତ ଦେହ

ଖୋର୍ଦ୍ଧା: ବିଲରେ ପଡ଼ିଛି ବିଦେଶୀ ପକ୍ଷୀଙ୍କ ମୃତ ଦେହ । ଆଜି ସକାଳୁ ସକାଳୁ ରାସ୍ତାକଡ଼ରେ  ଶହ ଶହ ମୃତ ବିଦେଶୀ ପକ୍ଷୀ ମାନଙ୍କର ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା । ୧୬ ନଂ ଜାତୀୟ ରାଜପଥର ରତାମାଟି ଛକ ନିକଟ ଚାଷ ଜମିରେ ପ୍ରାୟ ୨ ଶହ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା ।ଚିଲିକାର ଏତେ ପରିମାଣର ବିଦେଶୀ ପକ୍ଷୀ ମରିଛନ୍ତି। ହେଲେ ଏହି ପକ୍ଷୀ ମଡ଼କ ନେଇ ଅନେକ ସନ୍ଦେହ ଉପୁଜିଛି। ଏହା କୌଣସି […]

Continue Reading

ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ‘ରିଡିଙ୍ଗସ ଫ୍ରମ ଦି ଶ୍ରୀମଦ ଭାଗବତ’ ଉନ୍ମୋଚିତ

ଭୁବନେଶ୍ୱର : ପୂର୍ବତନ ପ୍ରଶାସକ ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ରଚିତ ‘ରିଡିଙ୍ଗସ ଫ୍ରମ ଦି ଶ୍ରୀମଦ ଭାଗବତ’ ସ୍ଥାନୀୟ ଓଡ଼ିଶା ପ୍ରେସ କ୍ଳବ ପ୍ରେକ୍ଷାଳୟରେ , ରମାକାନ୍ତ ରଥଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି । ଏହି ପୁସ୍ତକରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ସହ ସଂସ୍କୃତର ସ୍କନ୍ଦସମୂହକୁ ଇଂରାଜୀରେ ବାଖ୍ୟା କରାଯାଇଛି। ରାଜେଶ ମହାପାତ୍ରଙ୍କ ପରିଚାଳନାରେ ଏହି ସମାରୋହରେ ପ୍ରଫୁଲ୍ଲ କୁମାର ମିଶ୍ର, ନିବେଦିତା ମହାନ୍ତି , ନିଖିଳ ମୋହନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ […]

Continue Reading

ଶହେ ବର୍ଷରେ ପ୍ରଦାର୍ପଣ କଲା ରେଭେନ୍ସା ଇଷ୍ଟ ହଷ୍ଟେଲ

କଟକ : ଶହେ ବର୍ଷରେ ପ୍ରଦାର୍ପଣ କଲା ରେଭେନ୍ସା ଇଷ୍ଟ ହଷ୍ଟେଲ  । ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚନ କରାଯିବା ସହ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଦିତ କରାଯାଇଥିଲା । ରେଭେନ୍ସା ସେଭେନ ପିଲର ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଭର୍ଚୁଆଲ ମଧ୍ୟମରେ ଯୋଗଦେଇଥିଲେ ।ଅନ୍ୟ ଅତିଥିଙ୍କ ମଧ୍ୟରେ ପୂର୍ବତନ ବିଚାରପତି ଜଷ୍ଟିସ ଦିପକ ମିଶ୍ର ମଧ୍ୟ ଭଡିଓ କନଫେରନ୍ସି ମାଧ୍ୟମରେ ଯୋଗଦେଇଥିଲେ । ଓପିଏସି […]

Continue Reading

ଓମିକ୍ରନକୁ ନେଇ ସତର୍କ କଲା ସ୍ୱାସ୍ଥ୍ୟ ବିଭାଗ, ୩ ଲେୟାର ମାସ୍କ ପିନ୍ଧିବାକୁ ପରାମର୍ଶ

ଭୁବନେଶ୍ୱର: ଓଡ଼ିଶାରେ ଚାରିଜଣ କରୋନା ସଂକ୍ରମିତଙ୍କଠାରୁ ଓମିକ୍ରନ ଚିହ୍ନଟ ପରେ ସଜାଗ ହୋଇଛନ୍ତି ସ୍ୱାସ୍ଥ୍ୟ ବିଭାଗ । ଗୋଟିଏ ଲେୟାର ମାସ୍କ ନପିନ୍ଧି ତିନି ଲେୟାର ମାସ୍କ କିମ୍ବା ଏନ୍-୯୫ ପିନ୍ଧିବା ପାଇଁ ଡ଼ିଏମଇଟି ପରାମର୍ଶ ଦେଇଛନ୍ତି । ଓମିକ୍ରନ ୫ଗୁଣ ଅଧିକ ଜୋରଦାର ବ୍ୟାପୁଥିବାରୁ ବଣଭୋଜି, ଗହଳି ଉପରେ ରୋକ ଲାଗିଛି । ଜିଲ୍ଲା ପ୍ରଶାସନକୁ ଲୋକଙ୍କ ଗହଳି ଓ ବଣଭୋଜି ହେଉଥିଲେ ତାହା ଉପରେ ଆକ୍ସନ ନେବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । […]

Continue Reading

ରାତି ପାହିଲେ ବଡଦିନ : କିଣାକିଣି ପାଇଁ ବଜାରରେ ଲୋକଙ୍କ ଭିଡ

ଭୁବନେଶ୍ୱର : ରାତି ପାହିଲେ ବଡ ଦିନ ।ଏଥିପାଇଁ ଚଳଚଞ୍ଚଳ ରାଜଧାନୀ ବଜାର । ରାଜଧାନୀର ଏକ ନମ୍ବର ମାର୍କେଟ ପରିସରରେ ଖ୍ରୀଷ୍ଟମାସ ଅବସରରେ ବିଭିନ୍ନ ଦୋକାନର ପସରା ମେଲିଛି ।ଏହାକୁ କିଣିବା ପାଇଁ ବହୁ ସଂଖ୍ୟାରେ ଲୋକଙ୍କ ଭିଡ ମଧ୍ୟ ଜମୁଛି । ଖ୍ରୀଷ୍ଟମାସ ଟ୍ରି , ସାନ୍ତା,ପୋଷାକ,ଟୋପି, ଷ୍ଟାର,ବେଲ୍ , ରିଙ୍ଗସ୍ , ଆଞ୍ଜେଲ ଆଦି ଘରକୁ କିଣି ନେଇଯାଉଛନ୍ତି ଲୋକମାନେ । ଏହି ସବୁ ସାମଗ୍ରୀର ଦର ମଧ୍ୟ ଚଢା ରହିଛି । ଖ୍ରୀଷ୍ଟମାସ […]

Continue Reading

ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ସିଏମସିର ନୋଟିସ୍

କଟକ: ଗତକାଲି ରେଭେନ୍ସା ବିଶ୍ୱବିଦ୍ୟାଳୟରୁ କରୋନା କଟକଣା ଉଲ୍ଲଂଘନ କରି ନାଚ,ଗୀତ କରିଥିବା ଭିଡ଼ିଓ ଭାଇରାଲ ହୋଇଥିଲା । ଏନେଇ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି କଟକ ମହାନଗର ନିଗମ କର୍ତ୍ତୃପକ୍ଷ । ଏହା ମହାମାରୀ ଆଇନ୍ ଅନୁଯାୟୀ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ, କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ଆନୁଆଲ ଆଥଲେଟିକ୍ ମିଟବେଳେ ଛାତ୍ରଛାତ୍ରୀଙ୍କ ପ୍ରବଳ ଭିଡ଼ ହୋଇଥିଲା । କରୋନାକୁ ନେଇ ସାରା ବିଶ୍ୱରେ […]

Continue Reading

ଓମିକ୍ରନ ନେଇ ବଢ଼ୁଛି ଚିନ୍ତା, ଜଗତସିଂହପୁରରେ ୫ଦିନ ଧର୍ମାନୁଷ୍ଠାନରେ ଦର୍ଶନ ବନ୍ଦ

ଜଗତସିଂହପୁର: ବଢ଼ୁଛି ଓମିକ୍ରନ ଚିନ୍ତା । ଆଗକୁ ଆସୁଛି ଖ୍ରୀଷ୍ଟମାସ ଓ ନୂଆବର୍ଷ । ଏହି ଦିନମାନଙ୍କ ହେଉଥିବା ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଧର୍ମାନୁଷ୍ଠାନଗୁଡ଼ିକରେ ସାଧାରଣ ଦର୍ଶନ ବନ୍ଦ କରାଯାଇଛି । ଜିଲ୍ଲାପାଳ ପାରୁଲ ପଟୱାରୀ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ଖ୍ରୀଷ୍ଟମାସ ଅବସରରେ ଡ଼ିସେମ୍ବର ୨୫ ଓ ୨୬ ତାରିଖରେ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବ । ସେହିପରି ଡ଼ିସେମ୍ବର ୩୧ତାରିଖରେ ମଧ୍ୟ ସମସ୍ତ ଧର୍ମାନୁଷ୍ଠାନରେ ଏହି କଟକଣା […]

Continue Reading

ଭିଜିଲାନ୍ସ ଜାଲରେ ରେଞ୍ଜର, ଦେଇ ପାରିଲେନି ଦେଢ ଲକ୍ଷ ଟଙ୍କାର ହିସାବ

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ରେଞ୍ଜର । ଦେଢ ଲକ୍ଷ ଟଙ୍କାର ହିସାବ ଦେଇନପାରି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ନୃତ୍ୟରାଜ ମାଝୀ । ତାଙ୍କ ନାମରେ ପୂର୍ବରୁ କୋଟିକୋଟି ଟଙ୍କାର ଘୋଟାଲା ଅଭିଯୋଗ ମଧ୍ୟ ରହିଛି । କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ରେଞ୍ଜର ନୃତ୍ୟରାଜ ମାଝୀ ଆଜି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ସେ ବାଇକ୍ ଯୋଗେ ଦେଢ ଲକ୍ଷ୍ୟ ଟଙ୍କା ନେଇ ଯାଉଥିବା ବେଳେ ଭବାନୀପାଟଣା ଷ୍ଟାଡିୟମ ଠାରେ ତାଙ୍କୁ ଜୟପୁର ଓ ନବରଙ୍ଗପୁର […]

Continue Reading

ଖଟରେ ଶୋଇଥିବା ବେଳେ ନିଆଁ ଲାଗି ଜୀଅନ୍ତା ଜଳିଗଲେ ବୃଦ୍ଧ

କେନ୍ଦୁଝର : ଖଟରେ ଶୋଇଥିବା ବେଳେ ନିଆଁ ଲାଗି ଜୀଅନ୍ତା ଜଳିଗଲେ ବୃଦ୍ଧ । ମୃତକ ହେଲେ ୭୦ ବର୍ଷ ବୟସ୍କ ଡିଲେଶ୍ବର ମହାକୁଡ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ତେଲକୋଇ ଗାଁର ଗଉଡ ସାହିରେ ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତିରେ ଡିଲେଶ୍ବର ମହାକୁଡ ଖଟ ଉପରେ ମଶାରୀ ଟାଙ୍ଗି ଶୋଇଥିଲେ । ଲାଇନ୍ ନଥିବାରୁ ଖଟ ନିକଟରେ ଏକ ମହମବତୀ ମଧ୍ୟ ଜାଳିଥିଲେ । ହେଲେ କୌଣସି କାରଣରୁ ମହମବତୀରୁ ମଶାରୀରେ […]

Continue Reading

ଭୁୁବନେଶ୍ୱର ରେଲୱେ ଷ୍ଟେସନକୁ ‘ଇଟ ରାଇଟ’ ଷ୍ଟେସନର ପ୍ରମାଣ ପତ୍ର ମିଳିଲା

ଭୁୁବନେଶ୍ୱର : ଭୁୁବନେଶ୍ୱର ରେଲୱେ ଷ୍ଟେସନକୁ ‘ଇଟ ରାଇଟ’ ଷ୍ଟେସନର ପ୍ରମାଣ ପତ୍ର ମିଳିଲା । ଯାତ୍ରୀ ମାନଙ୍କୁ ଉଚ୍ଚ ଗୁଣବତ୍ତ। ଏବଂ ପୃଷ୍ଟି କର ଖାଦ୍ୟ ଯୋଗାଇବା ପାଇଁ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ ‘FSSAI’ ଦ୍ୱାରା ପ୍ରମାଣପତ୍ର ମିଳିଛି । ପ୍ରମାଣ ପତ୍ର ପାଇବାରେ ଭାରତୀୟ ରେଳବାଇର ଏହା ହେଉଛି ଷଷ୍ଠ ଷ୍ଟେସନ । ଯାତ୍ରୀମାନଙ୍କୁ ଉଚ୍ଚମାନର, ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ଖୋର୍ଦ୍ଧା ରୋଡ଼ ର ଭୁବନେଶ୍ୱର ରେଳ […]

Continue Reading