ଗୁଣୁପୁରରେ ପ୍ରେସ୍ କ୍ଲବ ଗଠିତ, ବିଭିନ୍ନ ସମସ୍ୟା ନେଇ ଆଲୋଚନା

ଗୁଣୁପୁର: ଗୁଣୁପୁର ପୂର୍ତ୍ତ ବିଭାଗ ଡ଼ାକ ବଙ୍ଗଳାରେ କାର୍ଯ୍ୟରତ ସାମ୍ବାଦିକଙ୍କ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗୁଣୁପୁର ଉପଖଣ୍ଡର ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଏବଂ ସ୍ୱାସ୍ଥ୍ୟ କାର୍ଡ଼ର୍ ଉପରେ ଆଲୋଚନା କରାଯାଇଥିଲା । ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ଗୁଣୁପୁର ପ୍ରେସ କ୍ଲବ ଗଠନ କରାଯିବାର ନିଷ୍ପତ୍ତି କରାଯାଇଥିଲା । ପ୍ରେସ କ୍ଲବରେ ସର୍ବସମ୍ମତିକ୍ରମେ ସଭାପତିଭାବେ ପ୍ରମୋଦ କୁମାର ସାହୁ, ଆବାହକ ଅନିଲ କୁମାର ସାହୁକାର, ଉପସଭାପତି ରବୀନ୍ଦ୍ର ମୋହିନୀ, ସାଧାରଣ ସମ୍ପାଦକ […]

Continue Reading

ମଣ୍ଡିରେ ସମସ୍ୟା: ଧାନ ବୋଝେଇ ଟ୍ରାକ୍ଟର ରଖି ଚାଷୀଙ୍କ ବିରୋଧ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରୀଗୁଡା ଧାନ ମଣ୍ଡିରେ ପିଛା ଛାଡ଼ୁନି ସମସ୍ୟା। ଆଜିବି ଚାଷୀଙ୍କ ଧାନ ଉଠିପାରିନଥିଲା। ନିୟନ୍ତ୍ରିତ ବଜାର କମିଟି ଅଧିକାରୀଙ୍କ ସମେତ ଧାନ କିଣିବା ଦାୟିତ୍ୱରେ ଥିବା ସ୍ୱୟଂ ସହାୟକ ଦଳ ଉପସ୍ଥିତ ଥିଲେ ବି କୌଣସି ମିଲର ଆସିନଥୁବାରୁ ଚାଷୀଙ୍କ ଧାନ ଉଠିପାରିନଥିଲା। ଫଳରେ ଉତ୍ୟକ୍ତ ଚାଷୀ ନବରଙ୍ଗପୁର-ତେନ୍ତୁଳିଖୁଣ୍ଟି ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ତେନ୍ତୁଳିଖୁଣ୍ଟି ତହସିଲଦାର ପ୍ରଦୀପ କୁମାର କର ଘଟଣାସ୍ଥଳରେ ପହଂଚିବା ପରେ ସମାଧାନର […]

Continue Reading

ବାଲିଷ୍ଟିକ୍ ମିସାଇଲ୍ ‘ପ୍ରଳୟ’ର ସଫଳ ପରୀକ୍ଷଣ

ବାଲେଶ୍ୱର: ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ସଫଳତା । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା କ୍ଷେପଣାସ୍ତ୍ର ‘ପ୍ରଳୟ’ ସଫଳତାର ସହ ପରୀକ୍ଷଣ କରାଯାଇଥିଲା । ଡ଼ିଆରଡ଼ିଓ ପକ୍ଷରୁ ବୁଧବାର ଓଡ଼ିଶା ଉପକୂଳ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ପ୍ରଳୟର ପରୀକ୍ଷଣ ହୋଇଥିଲା । ଯାହା ସମ୍ପୂର୍ଣ୍ଣ ସଫଳ ହୋଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । ଭାରତର ପ୍ରତିରକ୍ଷା ବିଭାଗ ବିକଶିତ ଯୁଦ୍ଧକ୍ଷେତ୍ର ବ୍ୟବହାର ପାଇଁ ପ୍ରଳୟ ହେଉଛି ଏକ କଠିନ-ଇନ୍ଧନ ଭୂପୃଷ୍ଠରୁ ସର୍ଟ-ରେଞ୍ଜ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର […]

Continue Reading

ସମ୍‌ରେ ଜଟିଳ ହୃଦରୋଗର ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ସମରେ ଜଟିଳ ହୃଦରୋଗର ସଫଳ ଅସ୍ତ୍ରୋପଚାର । ଜନ୍ମରୁ ଜଟିଳ ହୃଦରୋଗରେ ପୀଡିତ ଥିବା ମହିଳାଙ୍କର ଅସ୍ତ୍ରୋପଚାର କରି ତାକୁ ସୁସ୍ଥ କରିବାରେ ସଫଳ ହୋଇ ପାରିଛନ୍ତି ସମ୍ ହସ୍ପିଟାଲର ଡାକ୍ତର । ହୃଦରୋଗ କୋଆର୍କଟେସନ ଅଫ୍ ଆଓର୍ଟା ଭଳି ସମସ୍ୟାରେ ପିଡିତ ଥିବା ଯାଜପୁର ଅଞ୍ଚଳର ୩୪ ବର୍ଷୀୟା ମହିଳାଙ୍କର ବିରଳ ଅସ୍ତ୍ରୋପଚାର କରିଛନ୍ତି ଇଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲର କାର୍ଡିଆକ ସାଇନ୍ସ ବିଭାଗର ଯୁବ କାର୍ଡିଓଲୋଜିଷ୍ଟ ଡ. ଦିବ୍ୟ […]

Continue Reading

ମରିବି ପଛେ ଶାଶୁ ଘର ଛାଡି ଯିବିନି…

ବ୍ରହ୍ମପୁର: ଗ୍ରୀଲ ଭାଙ୍ଗି ତପସ୍ୱିନୀଙ୍କୁ ଶାଶୂଘରକୁ ପ୍ରବେଶ କରାଇଲେ ମହିଳା । ହେଲେ ଶାଶୂଘର ଏରୁଣ୍ଡି ବନ୍ଧ ଡେଇଁ ପାରୁ ନାହାନ୍ତି ଘରର ବୋହୂ । ସ୍ୱାମୀ ଓ ପରିବାର ଲୋକଙ୍କ ଗହଣରେ ଦିନ କାଟିବା ବଦଳରେ ଗ୍ୟାରେଜରେ ଦିନରାତି କାଟୁଛନ୍ତି । ମଝିରେ ବଡ଼ ଲକ୍ଷ୍ମଣରେଖା ଟଣା ହୋଇଛି । ଆଉ ସେହି ଲକ୍ଷ୍ମଣରେଖା ଟାଣିଛନ୍ତି ତପସ୍ୱିନୀଙ୍କ ଶାଶୂଘର ଲୋକେ । କୌଣସି ମତେ ଘରର ବୋହୂକୁ ଘରେ ପୂରାଇବାକୁ ନାରାଜ । ମରିଗଲେ ବି […]

Continue Reading

ନୂଆବର୍ଷ ପାଇଁ ଆସିପାରେ ନୂଆ ଗାଇଡ଼ଲାଇନ

ଭୁବନେଶ୍ୱର: ରାଜ୍ୟରେ ଓମିକ୍ରନ ଭୟ । ସେଥିରେ ଆଗକୁ ଆସୁଛି ନୂଆ ବର୍ଷ । ନୂଆବର୍ଷ ଆସୁଥିବାରୁ ଭିଡ଼ ନିୟନ୍ତ୍ରଣ ଉପରେ ଗୁରୁତ୍ୱାରୋପ ଦିଆଯିବ । ସଂକ୍ରମଣ ଯେପରି ନବଢ଼ିବ ସେନେଇ ଆସିପାରେ ନୂଆବର୍ଷ ଗାଇଡ଼ଲାଇନ୍ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି, ଓମିକ୍ରନ ମୁକାବିଲା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏହି ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କଟକଣା ବଢ଼ାଇବାକୁ ଜିଲ୍ଲାପାଳ […]

Continue Reading

ଓମିକ୍ରନକୁ ନେଇ ସତର୍କ କଲେ ମୁଖ୍ୟମନ୍ତ୍ରୀ, ଆବଶ୍ୟକ ନଥିଲେ ଭିଡ଼କୁ ନ ଯିବାକୁ ପରାମର୍ଶ

ଭୁବନେଶ୍ୱର: ଓମିକ୍ରନ ଭ୍ୟାରିଆଣ୍ଟ ରାଜ୍ୟରେ ଚିହ୍ନଟ ପରେ ଲୋକଙ୍କୁ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓମିକ୍ରନକୁ ନେଇ ସତର୍କ କରିବା ସହ ମୁଖ୍ୟମନ୍ତ୍ରୀ କହିଲେ, ବର୍ତ୍ତମାନ ଓମିକ୍ରନ ତାର କାୟା ବିସ୍ତାର କରୁଛି । ତେଣୁ ଆମକୁ ସତର୍କ ରହିବାକୁ ପଡ଼ିବ । ପ୍ରତିଟି ଜୀବନ ମୂଲ୍ୟବାନ । ଜନସାଧାରଣଙ୍କ ସହଯୋଗରେ କୋଭିଡ଼ର ପ୍ରଥମ ଓ ଦ୍ୱିତୀୟ ଲହରୀକୁ ଓଡ଼ିଶା ସଫଳ ମୁକାବିଲା କରିପାରିଛି । ଏଥିପାଇଁ ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, […]

Continue Reading

‘BSKY’ କାର୍ଡ଼କୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ୱର : ରାଷ୍ଟ୍ରୀୟ ଜୀବିକା ମିଶନ ଅର୍ଥକୁ ହଡପ କରି ଚଞ୍ଚକତା କରି ବର୍ତମାନ ଭୋଟ ଆପଣାଆଇବା ପାଇଁ ଦଳ ଭିତରେ ଟଙ୍କା ବାଣ୍ଟୁଛନ୍ତି ରାଜ୍ୟ ସରକାର । ରାଜସ୍ୱ ଅର୍ଥରେ ବ୍ୟୟବହୁଳ ଜିଲ୍ଲାକୁ ଗସ୍ତ କରି ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କଲେ । ଉଭୟ ବିଏସକେୱାଇ ଯୋଜନା ଏବଂ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ କେବଳ ଧୂଆଁ ବାଣ । ହେଲେ ବାସ୍ତବରେ ଏହି ଯୋଜନାରେ କୌଣସି ଗରିବ ଲୋକ ଲାଭାନ୍ୱିତ ହେବେନାହିଁ ବରଂ […]

Continue Reading

ଆହୁରି ବଢ଼ିବ ଶୀତ, ୭ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଶୀତରେ ଥରୁଛି ସାରା ଓଡ଼ିଶା । ଆଗାମୀ ଦୁଇ ତିନ ଦିନ ଯାଏଁ ରାଜ୍ୟରେ ଶୀତର ଲହରି ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ କ୍ରମାଗତଭାବେ ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବେଶ କରୁଛି । ଏହାର ପ୍ରଭାବରେ ପ୍ରବଳ ଶୀତ ଅନୁଭୂତ ହେବା ସହ ଆଗାମୀ ୩ ଦିନ ଯାଏଁ ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ଜିଲ୍ଲାର କିଛି ଅଂଶରେ ଅଧିକ ଥଣ୍ଡା ଅନୁଭୂତ […]

Continue Reading

ରାଜଧାନୀରେ ନାବାଳିକାଙ୍କୁ ଧରି ଚମ୍ପଟ୍ ଟ୍ୟୁସନ୍ ମାଷ୍ଟର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ ଖେଳାଇଲା ନାବାଳିକାଙ୍କ ଉଭାନ ମାମଲା । ଦୁଇ ନାବାଳିକାଙ୍କୁ ଧରି ଜଣେ ଟ୍ୟୁସନ ମାଷ୍ଟର ଚମ୍ପଟ୍ ମାରିବା ନେଇ ସଙ୍ଗୀନ ଅଭିଯୋଗ ହୋଇଛି । ବଡ଼ଗଡ଼ ଥାନା ଅନ୍ତର୍ଗତ ମଝିସାହିରେ ସାମ୍ନାକୁ ଆସିଛି ଏପରି ଅଭାବନୀୟ ଘଟଣା । ଜଣେ ଟ୍ୟୁସନ ମାଷ୍ଟର ଗୁରୁ ଭଳି ପବିତ୍ର ସଂପର୍କକୁ କଳୁଷିତ କରିବା ସହ ଗୁରୁଶିଷ୍ୟ ସମ୍ପର୍କରେ ଲଗାଇଛନ୍ତି କଳଙ୍କର ଛିଟା । ଟ୍ୟୁସନ ମାଷ୍ଟର ଜଣକ ଗଞ୍ଜାମ ଜିଲ୍ଲାର ଗୋପାଳକୃଷ୍ଣ ବଡ଼ଟିଆ ବୋଲି […]

Continue Reading