ରାଜ୍ୟରେ ପାଗ କୋହଲା ରହିବା ସହ କିଛି ଜିଲ୍ଲାରେ ଝିପ ଝିପ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ପାଗ କୋହଲା ରହିଛି । କିଛି ଜିଲ୍ଲାରେ ଝିପି ଝିପ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ସହ ହାଲୁକା ଥଣ୍ଡା ପବନ ବୋହିବ। ଆଜି ସକାଳୁ ମଧ୍ୟ କିଛି ସ୍ଥାନରେ ଝିପି ଝିପି ବର୍ଷା ଜାରି ରହିଛି। ଏହା ସହ କିଛି ଜିଲ୍ଲାରେ ଆଗାମୀ ୩ ଘଣ୍ଟା ମଧ୍ୟରେ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। […]

Continue Reading

କୁଏତରୁ ଫେରିଥିବା ଯାଜପୁରର ଦୁଇଜଣ କରୋନା ସଂକ୍ରମିତ

ଯାଜପୁର: କୁଏତରୁ ଫେରିଥିବା ଯାଜପୁର ଜିଲ୍ଲାର ଦୁଇଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ବଡ଼ଚଣା ଓ ଅନ୍ୟ ଜଣେ ବରୀ ଅଞ୍ଚଳର ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଗତ ନଭେମ୍ବର ୨୬ତାରିଖରେ ସେମାନେ କୁଏତରୁ ଭାରତକୁ ଆସିଥିଲେ । ସେମାନଙ୍କର ଆରଟିପିସିଆର ଟେଷ୍ଟ କରିବା ପରେ କରୋନା ପଜିଟିଭ ହୋଇଥିବା ଜଣାପଡ଼ିଥିଲା । ଏହା ଓମିକ୍ରନ ଭ୍ୟାରିଏଣ୍ଟ କି ନୁହେଁ, ଏହାର ଜେନମ ସିକ୍ୱେନ୍ସ ପରୀକ୍ଷା ପାଇଁ ନମୂନା ଭୁବନେଶ୍ୱର […]

Continue Reading

୧୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ , ସ୍ଥିତି ଅନୁଧ୍ୟାନ କଲେ ନଗର ଉନ୍ନୟନ ମନ୍ତ୍ରୀ

କଟକ :  ଆସନ୍ତା ୧୩ ତାରିଖରେ କଟକ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ମାର୍ଡ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ କଟକ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଗୁଆ ସମୀକ୍ଷା କରିବା ସହ ବାଲିଯାତ୍ରା ପଡ଼ିଆ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ଅନ୍ୟପଟେ ମନ୍ତ୍ରୀ ସମୀକ୍ଷା କରିବା ସମୟରେ ତାଙ୍କ ସହିତ କଟକ […]

Continue Reading

“ଜୱାଦ” କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦାବିରେ ୧୫ ଡିସେମ୍ବରରେ ଧାରଣା ଦେବ କଂଗ୍ରେସ

ଭୁବନେଶ୍ୱର : ଜୱାଦ କ୍ଷତିଗ୍ରସ୍ତ ଚାଷୀଙ୍କୁ ରାଜ୍ୟ ସରକାର ତୁରନ୍ତ କ୍ଷତି ପୁରଣ ଦିଅନ୍ତୁ ବୋଲି କଂଗ୍ରେସ କହିଛି। ଆର୍ଥିକ ସହାୟତା, କୃଷିଋଣ ଛାଡ ସମେତ ବିଭିନ୍ନ ଦାବି ପୂରଣ ନହେଲେ ଚଳିତ ମାସ ୧୫ ତାରିଖରେ ରାଜଭବନ ସମ୍ମୁଖରେ ଧାରଣା ଦେବେ ପ୍ରଦେଶ କିଷାନ କଂଗ୍ରେସ। ଜୱାଦ ଜନିତ ଅଦିନିଆ ବର୍ଷା ଓଡ଼ିଶାର ଚାଷୀ ଭାଇ ମାନଙ୍କ ବର୍ଷକର ଆହାର ଛଡାଇ ନେଇଛି।ଏଭଳି ବିତ୍ପାତ ସମୟରେ ରାଜ୍ୟ ଓ କେନ୍ଦ୍ର ସରକାର ତୁରନ୍ତ ଚାଷୀମାନଙ୍କୁ ଉପଯୁକ୍ତ […]

Continue Reading

ଧାରଣାକୁ ଓହ୍ଲାଇଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ

କୋରାପୁଟ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ନିଷ୍ପତ୍ତିକୁ ବିରୋଧ କରି ଧାରଣାକୁ ଓହ୍ଲାଇଛି ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ । ଜୟପୁରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷା ଧାରଣା ଦେଉଛି ଶିକ୍ଷକ ସଂଘ । ଏଥିରେ ଅଭିବକ୍ତ କୋରାପୁଟ ଜିଲ୍ଲାର ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ ସମସ୍ତ କର୍ମକର୍ତ୍ତା ସାମିଲ ହୋଇଛନ୍ତି । ବୋର୍ଡ଼ ଆଗରେ ୨୦ ଦଫା ଦାବି ରଖି ଧାରଣା ଦେଉଛି ମାଧ୍ୟମିକ ଶିକ୍ଷକ ସଂଘ । ସଂଘର ଏହି ଦାବିକୁ ସମର୍ଥନ ଜଣାଇ […]

Continue Reading

ଏସଟିଏଫ୍ ପଞ୍ଝାରେ ହାତୀ ଦାନ୍ତ ଶିକାରୀ ,୯ କି.ଜି ଓଜନର ହାତୀ ଦାନ୍ତ ଜବତ

ବଲାଙ୍ଗୀର : ଏସଟିଏଫ୍ ହାତରେ ଧରାପଡ଼ିଲା ହାତୀ ଦାନ୍ତ ଚୋରା ଚାଲଣକାରୀ। ବଲାଙ୍ଗୀର ଜିଲ୍ଲା ଗୁଡଭେଲାରେ ଡିଲ୍ ବେଳେ ଏସଟିଏଫ୍ ଓ ବନ ବିଭାଗ ପଞ୍ଝାରେ ପଡ଼ିଯାଇଥିଲେ ଏହି ଶିକାରୀ ଜଣକ। ଗିରଫ ହୋଇଥିବା ଅଭିଯୁକ୍ତ ହେଉଛି ବିପୁଲ ବାଗ। ବିପୁଲ ଠାରୁ ୯ କେଜି ଓଜନ ହାତୀ ଦାନ୍ତ ଜବତ କରିଛି ବନ ବିଭାଗ। ୨୦୨୧ରୁ ଆଜି ପର୍ଯ୍ୟନ୍ତ୨୧ଟି ବାଘ ଛାଲ ,୧୨ଟି ହାତୀ ଦାନ୍ତ.୨ ଟି ହରିଣ ଛାଲ ଏବଂ ୮ଟି ଜୀବନ୍ତ ବଜ୍ରକାପ୍ତା, […]

Continue Reading

ରୋଟାରୀ କ୍ଲବ ଓ ଆସ୍ଥା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର

ଭୁବନେଶ୍ୱର : ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ଏକ୍ସଲେନ୍ସ  ,ଆସ୍ଥା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ ଏବଂ କ୍ୟାପିଟାଲ ହସ୍ପିଟାଲର ବ୍ଲଡ ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆସ୍ଥା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ ର କ୍ୟାମ୍ପସରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ସ୍କୁଲ ସମସ୍ତ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ବର୍ଗ ଓ ସ୍କୁଲଲ ସମସ୍ତ କର୍ମଚାରୀ ଯୋଗଦେଇ ରକ୍ତଦାନ କରିଥିଲେ। ଏହାସହ ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟ ସ୍ୱେଚ୍ଛାକୃତ ଭାବେ ଆସି ରକ୍ତଦାନ […]

Continue Reading

ଧରାପଡ଼ିଲା ବେଆଇନ କାରବାର, ମିଲରୁ ବାହାରୁଛି ହଜାର ହଜାର କ୍ୱିଣ୍ଟାଲ ଧାନ ଓ ଚାଉଳ

ପାଟଣାଗଡ଼: ମିଲରୁ ଗଚ୍ଛିତ ହୋଇ ରହିଛି ହଜାର ହଜାର କ୍ୱିଣ୍ଟାଲ ଧାନ ଓ ଚାଉଳ । ବଲାଙ୍ଗିର ଜିଲ୍ଲା ବେଲପଡ଼ା ଶ୍ୟାମଜି ରାଇସ ମିଲର ଧରାପଡ଼ିଲା ବେଆଇନ କାରବାର । ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ବେଆଇନ କାରବାର ସମ୍ପର୍କରେ ଜଣାପଡ଼ିଛି । ପାଖାପାଖି ୫ ହଜାର କ୍ୱିଣ୍ଟାଲ ଧାନ ଓ ୨ହଜାର କ୍ୱିଣ୍ଟାଲ ଚାଉଳ ମିଳିଛି । ମାଜିଷ୍ଟ୍ରେଟଙ୍କ ଦାୟିତ୍ୱରେ ଖପ୍ରାଖୋଲ ତହସିଲଦାର ଆସି ମିଲ ଭିତରୁ ଧାନ ଓ ଚାଉଳ ଠାବ କରିଥିଲେ । ପରେ […]

Continue Reading

ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଚାନ୍ଦିପୁର : ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ। ଓଡ଼ିଶା ଉପକୂଳ ଚାନ୍ଦିପୁର ଘାଟିରୁ ଏହାକ ସଫଳ ପରୀକ୍ଷଣ କରାଯାଇଛି । ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜରୁ ସୁପରସୋନିକ କ୍ଷେପଣାସ୍ତ୍ରର ସୁଖୋଇ 30 Mk-1 ସଫଳରତାର ସହ ପରୀକ୍ଷଣ କରାଯାଇଛି ବୋଲି ଡିଆରଡିଓ ସୂଚନା ଦେଇଛି। ଆଜି ସକାଳ ୧୦ ଟା ୩୦ ସମୟରେ ସୁପରସୋନିକ ମିଜାଇଲ 30 Mk-1 ର ସଫଳ ପରୀକ୍ଷଣ କରାଯାଥିଲା। ବ୍ରହ୍ମୋସ ମିଜାଇଲର ସଫଳ ପରୀକ୍ଷଣ ପରେ ଭାରତୀୟ ବାୟୁସେନା ଆହୁରୀ […]

Continue Reading

ପଦ୍ମଶ୍ରୀ ନନ୍ଦ ସାରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

ଭୁବନେଶ୍ୱର: ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କ ଦେହାନ୍ତରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଶୋକ ବାର୍ତ୍ତାରେ ଲେଖିଛନ୍ତି, ଶ୍ରୀଯୁକ୍ତ ନନ୍ଦ ପୃଷ୍ଟିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ । ଓଡ଼ିଶାରେ ଶିକ୍ଷାର ପ୍ରସାର ପାଇଁ ସମ୍ମାନନୀୟ ନନ୍ଦ ସାରଙ୍କ ଉଦ୍ୟମ ଅନେକ ପିଢ଼ି ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିବ । ଗତ କିଛି ସପ୍ତାହ ପୂର୍ବରୁ ଆୟୋଜିତ ପଦ୍ମ ପୁରସ୍କାର ସମାରୋହରେ ସେ ଦେଶର ଦୃଷ୍ଟି ଆକର୍ଷଣ […]

Continue Reading