ମୃତ ଲୋକ ନାଁରେ ଜମି ବିକ୍ରୟ ଘଟଣା, ଆଉ ଜଣେ ଅଭିଯୁକ୍ତ ଗିରଫ
କାମାକ୍ଷାନଗର: ଢ଼େଙ୍କାନାଳ ଜିଲ୍ଲା ବାଇସିଙ୍ଗା ଗାଁରେ ମୃତ ଲୋକ ନାଁରେ ଜମି ବିକ୍ରୟ ଘଟଣା । ଆଉ ଜଣଙ୍କୁ ଗିରଫ କରିଛି କାମାକ୍ଷାନଗର ପୋଲିସ । ଗିରଫ ଅଭିଯୁକ୍ତ ହେଲେ କାମାକ୍ଷାନଗର ଥାନା ମହୁଲପାଳ ଗାଁର ଦେବବ୍ରତ ଲେଙ୍କା ।ଦେବବ୍ରତ ନକଲି ଆଧାର କାର୍ଡ଼ ତିଆରି କରି ଜମି ବିକ୍ରୟ କାର୍ଯ୍ୟରେ ସମ୍ପୃକ୍ତ ଥିଲେ । ତାଙ୍କ ଦୋକାନରେ ଥିବା ଗୋଟିଏ ଲାପଟପ, ପ୍ରିଣ୍ଟର ବହୁ ନକଲି ଆଧାର କାର୍ଡ଼ ଓ ଦସ୍ତାବିଜକୁ ଜବତ କରିଛି ପୋଲିସ […]
Continue Reading
