ମୁଖ୍ୟମନ୍ତ୍ରୀଙ୍କ କାରକେଡ଼ ଉପରକୁ ଅଣ୍ଡା ମାଡ଼
ପୁରୀ: ମୁଖ୍ୟମନ୍ତ୍ରୀଙ୍କ କାରକେଡ଼୍ ଉପରକୁ ଅଣ୍ଡା ମାଡ଼ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ଗସ୍ତକୁ ବିରୋଧ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମରେ ଫେରିବାବେଳେ ମେଡ଼ିକାଲ ଛକରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ଼୍ ଉପରକୁ ଅଣ୍ଡା ମାଡ଼ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ଏହା ମଧ୍ୟରେ ଦୁଇ ଜଣ ଯୁବକ ମୁଖ୍ୟମନ୍ତ୍ରୀଙ୍କ କାରକେଡ଼କୁ ଲକ୍ଷ୍ୟ କରି ଅଣ୍ଡା ଫିଙ୍ଗିଥିଲେ । ଶ୍ରୀମନ୍ଦିର ଆଡ଼କୁ ମୁଖ୍ୟମନ୍ତ୍ରୀଙ୍କ କାରକେଡ଼୍ ଆଗେଇ ଚାଲିଥିବାବେଳେ ଏହି […]
Continue Reading
