ଭୁବନେଶ୍ୱରରେ ଯୁବତୀଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ

ଭୁବନେଶ୍ୱର : ଭୁବନେଶ୍ୱରରେ ଯୁବତୀଙ୍କୁ ବଳାତ୍କାର ମାମଲାରେ ରାୟ ଶୁଣାଣି । ସ୍ଥାନୀୟ ଅତିରିକ୍ତ ଦୌରାନ୍ୟାୟାଧୀଶ ଅଦଲତରେ ଗୁରୁବାର ଏହି ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି । ଅତିରିକ୍ତ ଦୌରା ନ୍ୟାୟଧୀଶ ମିନାକ୍ଷୀ ଦାଶ ଅଭିଯୁକ୍ତ ଟୁଡୁ ଓରଫ ସୌମେନ୍ଦ୍ର ନାରାୟଣ ଦାସକୁ ୧୦ ବର୍ଷ କାରାଦଣ୍ଡ ଦେବା ସହ ୩୦ ହଜାର ଟଙ୍କା ଜରିମାନା କରିଛନ୍ତି ।ସୂଚନା ଅନୁସାରେ ପୀଡିତା ଜଣକ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଅଞ୍ଚଳର । ସେ ଚାକିରି ଖୋଜିବା ପାଇଁ […]

Continue Reading

ରାଜ୍ୟରେ ୪କୋଟି ୨୫ଲକ୍ଷ କୋଭିଡ଼ ଟିକା ଦିଆଯାଇଛି: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪କୋଟି ୨୫ଲକ୍ଷ ଡ଼ୋଜ କୋଭିଡ଼ ଟିକା ଦିଆଯାଇଛି । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏହି ମଧ୍ୟରୁ ୮୫ପ୍ରତିଶତ ପ୍ରଥମ ଡ଼ୋଜ । ଏବଂ ୪୬ ପ୍ରତିଶତ ହେଉଛି ଦ୍ୱିତୀୟ ଡ଼ୋଜ୍ ଟିକା ନେଇଛନ୍ତି । ଶିଶୁଙ୍କୁ ଟିକାକରଣରେ ଦେଶର ଏକ ନମ୍ବର ରାଜ୍ୟ ହେଲା ଓଡ଼ିଶା । ରାଜ୍ୟର ୯୦.୫ ପ୍ରତିଶତ ଶିଶୁ ନେଇଛନ୍ତି ଉଭୟ ଟିକା । ରାଜ୍ୟରେ ଟିକାକରଣକୁ ମଧ୍ୟ […]

Continue Reading

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡ଼ିକୁ ଅଣ୍ଡାମାଡ଼

ବାଲିପାଟଣା : ରାସ୍ତା ମଝିରେ ହଟହଟା ହେଲେ ସାଂସଦ ଅପରାଜିତା ଷଡଙ୍ଗୀ । ବାଲିପାଟଣା ଥାନା ସିରିପୁର ଛକ ନିକଟରେ ସାଂସଦ ଅପରାଜିତା ସଷଙ୍ଗୀଙ୍କ ଗାଡକୁ କଂଗ୍ରେସ କର୍ମୀ ମାନେ ଅଣ୍ଡାମାଡ କରିଛନ୍ତି ।ଏଥିସହ ସାଂସଦଙ୍କୁ କଳାପତାକା ପ୍ରଦର୍ଶନ କରିଥିଲେ କଂଗ୍ରେସ କର୍ମୀମାନେ । ବନମାଳିପୁରରେ ଏକ କାର୍ଯ୍ୟକ୍ରମକୁ ଯୋଗଦେବାକୁ ଯିବା ସମୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡି ଆଗକୁ ଆସି ଛାତ୍ର କଂଗ୍ରେସର କର୍ମୀ ମାନେ ଅଣ୍ଡାମାଡ କରିଛନ୍ତି ।ପେଟ୍ରୋଲ ଡିଜେଲ ଏବଂ ଗ୍ୟାସ […]

Continue Reading

କୋଭିଡ଼ କଟକଣାରେ ଚାଲିବ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର: କୋଭିଡ଼ କଟକଣା ଭିତରେ ଚାଲିବ ବିଧାନସଭା । ଆସନ୍ତା ୧ତାରିଖରୁ ରାଜ୍ୟ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କଟକଣା ଦୃଷ୍ଟିରୁ ପୂର୍ବ ଅଧିବେଶନ ପରି କଟକଣା ଜାରି ରହିବ । ବିଧାନସଭା ସଦସ୍ୟମାନେ ଗୃହରେ ବସିବା ସହ ବାଚସ୍ପତି ଗ୍ୟାଲେରୀ, ପବ୍ଲିକ ଗ୍ୟାଲେରୀ, ଲୋକସେବା ଭବନରୁ ଯୋଗଦେଇପାରିବେ । ଏନେଇ ଆଜି ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଅଧିବେଶନ ପୂର୍ବରୁ ସମସ୍ତ […]

Continue Reading

ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା ସୋନପୁର

ସୋନପୁର :  ମୁଖ୍ୟମନ୍ତ୍ରୀଙ୍କ ଜନହିତକର ସ୍ମାର୍ଟ କାର୍ଡ ବଣ୍ଟନ ଯୋଜନାରେ ସାମିଲ ହେଲା ସୁବର୍ଣ୍ଣପୁର ଜିଲ୍ଲା । ଆଜି ଭର୍ଚୁଆଲ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସୋନପୁରରେ ପ୍ରାୟ ୭୯ କୋଟି ୨୨ଲକ୍ଷ ୧୩ ହଜାର ଟଙ୍କାର ୬୭ ଟି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ୧ଲକ୍ଷ ୫୩ ହଜାର ୯ ଶହ ଦୁଇ ଜଣ ହିତାଧିକାରୀ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ […]

Continue Reading

ଅନୁବାଦ କବିତା : ମୋ କବିତା

ମୂଳ ରଚନା : ଉଆନ ରମୋନ ହିମେନେଜ ମୋ କବିତା ଗୁଡ଼ିକ ଯଦିହୋଇ ପାରନ୍ତା ଏଇ ରାତ୍ରିର ଆକାଶ ଭଳିଖାଲି ମୁହୂର୍ତ୍ତର ସତ୍ୟ ,                                                                            […]

Continue Reading

ନନ୍ଦନକାନନରେ ଚିଙ୍କାରା ହରିଣର ମୃତ୍ୟୁ

ଭୁବନେଶ୍ୱର : ବହୁ ଦିନ ଧରି ଅସୁସ୍ଥ ରହିବା ପରେ ବୁଧବାର ନନ୍ଦନକାନନରେ ଏକ ଅଣ୍ଡିରା ହରିଣର ମୃତ୍ୟୁ ହୋଇଯାଇଛି । ଏହି ହରିଣଟି ଅଦଳବଦଳ ପକ୍ରିୟାରେ ରାଜସ୍ଥାନ ନହରଗଡ ଟିଡିଆଖାନାରୁ ଆସିଥିଲା । ୨ ଅଣ୍ଡିରା ଚିଙ୍କାରାଙ୍କ ମଧ୍ୟପେ ଲଢେଇରେ ଗୁରୁତର ହେବାରୁ ହରିଣଟିର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି ।ଏହି ହରିଣକୁ ୩୬ ନମ୍ବର ଖୁଆଡରେ କିଛି ଦନି ପାଇଁ ସଙ୍ଗରୋଧରେ । ହେଲେ ଏବେ ତା ର ମୃତ୍ୟୁ ହୋଇଯାଇଛି । ଗତକାଲି […]

Continue Reading

ଦୁର୍ଘଟଣାଗ୍ରସ୍ତଙ୍କୁ ଆପାତକାଳୀନ ସହାୟତା ଓ ସେବା ପ୍ରଦାନ ସମ୍ପର୍କିତ ପ୍ରଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା

ବାଲେଶ୍ୱର: ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଆପାତ୍ତକାଳୀନ ସହାୟତା ଓ ସେବା ପ୍ରଦାନ ସମ୍ପର୍କିତ ପ୍ରଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା ପ୍ରୋଜେକ୍ଟ ରକ୍ଷକ ଆରମ୍ଭ ହୋଇଛି । ବାଲେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଆନୁକୂଲ୍ୟରେ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ସମ୍ମିଳନୀ କକ୍ଷରେ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟନ ହୋଇଯାଇଛି । ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରୋଜେକ୍ଟ ରକ୍ଷକ ଭଳି ପ୍ରଶିକ୍ଷଣର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ । ରାଜ୍ୟ ପରିବହନ […]

Continue Reading

ଓକାକ ସିଇଓଙ୍କୁ ସାଇବର ଠକେଇ ମାମଲା: ଅନେକ ଗ୍ୟାଙ୍ଗଙ୍କ ସାମିଲକୁ ନେଇ ଆସିଲା ତଥ୍ୟ

ଭୁବନେଶ୍ୱର: ଓକାକ୍ ସିଇଓଙ୍କୁ ସାଇବର ଠକେଇ ମାମଲାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଏଡ଼ିଜି ସଞ୍ଜୀବ ପଣ୍ଡା । ପାସ୍କେଲ ମୁଖ୍ୟ ଅଭିଯୁକ୍ତ ନୁହେଁ, ଆହୁରି ଅନେକ ଗ୍ୟାଙ୍ଗ ଏଥିରେ ସାମିଲ ଅଛନ୍ତି । ଓକାକ ସିଇଓଙ୍କ ହ୍ୱାଟସଆପ୍ ହ୍ୟାକ୍ ମାମଲାରେ ୨ଜଣଙ୍କ ଅଭିଯୁକ୍ତଙ୍କୁ ଗିରଫ ପରେ ପଚରାଉଚୁରା କରାଯାଇଛି । ଦିଲ୍ଲୀ ପୋଲିସ ସମେତ ଓଡ଼ିଶାର କ୍ରାଇମବ୍ରାଞ୍ଚ ଟିମ୍ ଏଥିରେ ସାମିଲ ଅଛନ୍ତି । ପାସ୍କେଲକୁ ପଚରାଉଚୁରା କରିବା ପରେ ସାମ୍ନାକୁ ଆସିଛି ଆହୁରି ତଥ୍ୟ […]

Continue Reading

ଗ୍ୟାସ ଦର ବୃଦ୍ଧିକୁ ନେଇ ଜୟପୁରରେ ବିଜେଡିର ଆନ୍ଦୋଳନ

କୋରାପୁଟ : ଆଜି ତୃତୀୟ ଦିନରେ ପହଁଞ୍ଚିଛି ଗ୍ୟାସ ଦର ବୃଦ୍ଧି ନେଇ ବିଜେଡିର ଆନ୍ଦୋଳନ । ଗ୍ୟାସ ସିଲିଣ୍ଡରର ଦାମ ୯୩୦ ଟଙ୍କାରେ ପହଁଚିଛି । ଦରଦାମ ଅହେତକୁ ବୃଦ୍ଧି ପ୍ରତିବାଦରେ ଆଜି ଜୟପୁରରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜେଡି ନେତ୍ରୀ ଇନ୍ଦିରା ନନ୍ଦଙ୍କ ନେତ୍ୱତ୍ୱରେ ରାଜନଗର ଛକରୁ ଏକ ବିଶାଳ ରାଲି ବାହାରି ଜୟପୁର ପୌର ପାଳିକା ନିକଟରେ ପହଁଞ୍ଚିଥିଲା । ସେଠାରେ ବିଜେଡି କର୍ମୀମାନେ ମୋଦୀ ସରକାକଙ୍କ ବିରୋଧରେ […]

Continue Reading