ବନ ବିଭାଗ ପଞ୍ଝାରେ ବ୍ୟବସାୟୀ,୨ଟି ହାତୀ ଦାନ୍ତ ଜବତ

କେନ୍ଦୁଝର : କେନ୍ଦୁଝର ବନ ବିଭାଗକୁ ସଫଳତା। ହାତୀ ଦାନ୍ତ ବିକ୍ରି କରୁଥିବା ବେଳେ ବନ ବିଭାଗ ହାତରେ ଧରା ପଡ଼ିଲେ ୨ ଅଭିଯୁକ୍ତ। ସେମାନଙ୍କ ଠାରୁ ୨ ଟି ହାତୀ ଦାନ୍ତ ଜବତ କରିଛି ବନ ବିଭାଗ। ଗିରଫ ହୋଇଥିବା ଦୁଇ ଜଣ ଅଭିଯୁକ୍ତ ହେଉଛନ୍ତି କେନ୍ଦୁଝର ସଦର ଥାନା ଆମ୍ବଡ଼ହରା ଗ୍ରାମର ଡାକ୍ତର ମୁଣ୍ଡା ଏବଂ ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରୀପଶି ଥାନା ବାଣକାଟି ଗ୍ରାମର ଚିତ୍ତରଞ୍ଜନ ବୈଠା । ଏହି ହାତୀ ଦାନ୍ତର ଓଜନ […]

Continue Reading

କୋଭିଡ଼କୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବି ବନ୍ଦ ରହିବ ଐତିହାସିକ ବାଲିଯାତ୍ରା

କଟକ: ପୁଣି ଖାଲି ପଡ଼ିବ ବାଲିଯାତ୍ରା ପଡ଼ିଆ। ସନ୍ଧ୍ୟା ହେଲେ ଜମିବନି ଲୋକଙ୍କ ଭିଡ଼। ଚଳିତ ବର୍ଷ କଟକର ଐତିହାସିକ ବାଲିଯାତ୍ରା ହେବନାହିଁ। କୋଭିଡ଼କୁ ଦୃଷ୍ଟିରେ ରଖି ବାଲିଯାତ୍ରା ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି ଜିଲ୍ଲା ପ୍ରଶାସନ। ବାଲିଯାତ୍ରା ବନ୍ଦ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ସୂଚନା ଦେଇଛନ୍ତି। କଟକର ଐତିହାସିକ ବାଲିଯାତ୍ରା। ଏହାକୁ ଦେଖିବା ପାଇଁ ଲୋକମାନେ ଦୂରଦୂରାନ୍ତରୁ କଟକକୁ ଆସିଥାନ୍ତି। ବହୁ ଛୋଟ ବଡ଼ ବ୍ୟବସାୟୀ ମଧ୍ୟ ନିଜ ପସରା ମେଲାଇଥାନ୍ତି। […]

Continue Reading

ରିଲିଜ୍ ଅପେକ୍ଷାରେ ଓଲିଉଡ ଫିଲ୍ମ “କଟକ ୱେଡ୍ସ ସମ୍ବଲପୁର”

ଭୁବନେଶ୍ୱର: ଓଲିଉଡ ବକ୍ସ ଅଫିସ୍ ଫାଇଟରେ ଖୁବଶୀଘ୍ର ସାମିଲ ହେବାକୁ ଯାଉଛି ରୋମାଣ୍ଟିକ ମୁଭି କଟକ ୱେଡ୍ସ ସମ୍ବଲପୁର । ଏଥିରେ ଲିଡ୍ ପେୟାର ଭାବେ ନଜର ଆସିବେ ସମ୍ବିତ ଆଚାର୍ଯ୍ୟ ଓ ନବାଗତା ସୁସ୍ମିତା ପ୍ରଧାନ । ବାପି ଡେଭିଡଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବହୁ ଜଣାଶୁଣା କଳାକାରଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଆର୍ ଆର୍ ଇଭେଣ୍ଟସ୍ ଆଣ୍ଡ ଷ୍ଟୁଡିଓ ୩୬୫ ବ୍ୟାନର ତଳେ ନିର୍ମିତ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି […]

Continue Reading

ଝାରସୁଗୁଡାରେ କେନ୍ଦ୍ର ରେଳମନ୍ତ୍ରୀ : ଦୋକାନୀଙ୍କ ସହ କଥା ହେଲେ , ରେଳ ପ୍ରକଳ୍ପର ସମୀକ୍ଷା କଲେ

ଝାରସୁଗୁଡା : ଦୁଇ ଦିିନିଆ ଝାରସୁଗୁଡା ଗସ୍ତରେ ଆସିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ। ଆଜି ସକାଳେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଝାରସୁଗୁଡା ରେଳ ଷ୍ଟେସନ ବୁଲି ଦେଖିଛନ୍ତି । ଷ୍ଟେସନ ପରିସରରେ ଉଠା ଦୋକାନୀଙ୍କ ଠାରୁ ରେଳମନ୍ତ୍ରୀ ଚା ଓ ବିସ୍କୁଟ ଖାଇବା ସହ ଦୋକାନୀ ମାନଙ୍କ ସହ ବିଭିନ୍ନ ବିଷୟରେ କଥା ହୋଇଛନ୍ତି ରେଳମନ୍ତ୍ରୀ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ରରେଳମନ୍ତ୍ରୀ ସୋମବାର ଝାରସୁଗୁଡାରେ ପହଁଚିଥିଲେ। ସ୍ଥାନୀୟ ସର୍କିଟ ହାଉସଠାରେ ଏକ ଉଚ୍ଚ […]

Continue Reading

ଭୁବନେଶ୍ବରରେ କ୍ରାଇମ୍ ଗ୍ୟାଙ୍ଗର ଭାଇରାଲ ଭିଡିଓ ଘଟଣା, ୨୯ ଜଣଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ମାତିଛନ୍ତି ଅପରାଧୀ । କେବିଏନ୍ ଗ୍ୟାଙ୍ଗର ଭାଇରାଲ ଭିଡିଓ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ଗ୍ୟାଙ୍ଗର ମୋଟ ୨୯ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ନୟାପଲ୍ଲୀ ଥାନା ପୋଲିସ । ଏହି ଗ୍ୟାଙ୍ଗର ୨ ଜଣ ଅଅଭିଯୁକ୍ତଙ୍କୁ ମିଶାଇ ୭ ଜଣ ଗିରଫ କରିସାରିଲାଣି ପୋଲିସ । କେବିଏନ ଗ୍ୟାଙ୍ଗର ମୁଖ୍ୟ ଦେବୀ ପ୍ରସାଦ ଓରଫ ବୁବୁ ଜେନା ସମେତ ୨୨ ଜଣ ଫେରର ଅଛନ୍ତି । ସେମାନଙ୍କୁ […]

Continue Reading

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତିନିଦିନିଆ ଧାରଣା

ଗୁଣୁପୁର: ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକର ପୁଟ୍ଟାସିଂର ରେଜିଂଟାଲ ଗ୍ରାମକୁ ଜିଲ୍ଲା ପ୍ରଶାସନ ତରବରିଆଭାବେ ନୂତନ ପଞ୍ଚାୟତ ଘୋଷଣା କରିଛନ୍ତି। ପୁଟ୍ଟାସିଂ ରେଭିନ୍ୟୁ ଗ୍ରାମକୁ ପଞ୍ଚାୟତ କାର୍ଯ୍ୟାଳୟ ଫେରସ୍ତ କରିବା ଦାବିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଆଜି ଉଭୟ ପୁଟାସିଂ ଏବଂ ପୋଡ଼ା ଗ୍ରାମର ଶତାଧିକ ଆଦିବାସୀ ମହିଳା ଏକ ଶୋଭାଯାତ୍ରାରେ ନୂତନ ବସଷ୍ଟାଣ୍ଡରୁ ବାହାରି ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଓ କରିଛନ୍ତି। ତିନିଦିନ ଧରି ଅନଶନ ଓ ଧାରଣା କରିବେ। ଗୁଣୁପୁର ଉପଜିଲ୍ଲାପାଳ […]

Continue Reading

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଘୂର୍ଣ୍ଣିବଳୟ । ୨୪ଘଣ୍ଟାରେ ନେଇପାରେ ଲଘୁଚାପର ରୂପ, ଉତ୍ତର ତାମିଲନାଡୁରେ ବର୍ଷା ସମ୍ଭାବନା । ରାଜ୍ୟରେ ଶୀତର ଲହର ଆରମ୍ଭ ହୋଇଥିବା ବେଳେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଘୂର୍ଣ୍ଣିବଳୟ । ଏହି ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେଇପାରେ । ଏହା ପଶ୍ଚିମ ଓ ଉତର ପଶ୍ଚିମ ଦିଗରେ ଗତି କରି ଏହା ଅବପାତର ରୂପ ନେଇପାରେ । ୧୧ […]

Continue Reading

ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡି ଉପରକୁ ଅଣ୍ଡାମାଡ

ଭବାନୀପାଟଣା: ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡି ଉପରକୁ ଅଣ୍ଡାମାଡ । ଭବାନୀପାଟଣାରେ ମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ ହୋଇଛି । ଆଜି ଭବନୀପାଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିଲା । ଏହି କାର୍ଯ୍ୟକ୍ରମ ସାରି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଫେରୁଥିବା ସମୟରେ କଳାହାଣ୍ଡି ଜିଲ୍ଲା ନର୍ଲା ଠାରେ ତାଙ୍କ ଗାଡି ଉପରକୁ ଅଣ୍ଡାମାଡ ହୋଇଥିବା ଖବର ସାମ୍ନାକୁ ଆସିଛି । ବିରୋଧୀ ଦଳର କର୍ମୀ ତାଙ୍କ ଗାଡି ଉପରକୁ ଅଣ୍ଡାମାଡ କରିବା ସହ […]

Continue Reading

ଦୃଷ୍ଟି ଆଢୁଆଳରେ ଶ୍ରୀ ସ୍ୱପ୍ନେଶ୍ୱର ଶିବ ମନ୍ଦିର

ଦେବଗଡ଼ : ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ସ୍ୱପ୍ନେଶ୍ୱର ଶିବ ମନ୍ଦିର। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ପରା ପଞ୍ଚାୟତର କଙ୍କଡାଝରଣ ଗାଁ ନିକଟରେ ରହିଛି ଶ୍ରୀ ସ୍ୱପ୍ନେଶ୍ୱର ଶିବ ମନ୍ଦିର। ଏହି ମନ୍ଦିରର ସୌନ୍ଦଯ୍ୟ ପ୍ରକୃିତ ପ୍ରେମିଙ୍କୁ ଏଠାକୁ ଆସିବାକୁ ଆନମନା କରେ। ହେଲେ ପ୍ରଚାର ପ୍ରସାର ଅଭାବରୁ ଏହି ମନ୍ଦିର ଲୋକମାନଙ୍କ ଦୃଷ୍ଟି ଆଢୁଆଳକୁ ଆଳକୁ ଆସିପାରିନାହିଁ । ବଣ ଜଙ୍ଗଲର ପ୍ରାକୃିତର ଦୃଶ୍ୟ ସାଙ୍ଗକୁ ଏହି ରହିଛି ୧୦୦ ବର୍ଷ ତଳର ଏକ ଆଶ୍ରମ ଓ […]

Continue Reading

ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ କାର୍ଯ୍ୟକ୍ରମ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍

ଭୁବନେଶ୍ୱର: ଆସନ୍ତାକାଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗନମୋହନ ରେଡ୍ଡୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଥିବା ଗଣମାଧ୍ୟମରୁ ଜାଣିବାକୁ ପାଇଲି। ବୈଠକରେ ସୀମା, ଭାଷା ଓ ଜଳ ବିବାଦ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇପାରେ। ଏହି ଦୃଷ୍ଟିରୁ ବୈଠକ ଗୁରୁତ୍ୱପୂର୍ଣ୍ଣ ରହିଛି। ଗତ ସେପ୍ଟେମ୍ବର ୨୨ରେ ସେ ଆନ୍ଧ୍ରପ୍ରଦେଶ […]

Continue Reading