ଦିନିକିଆ ନୂଆପଡ଼ା ଗସ୍ତରେ ପୋଲିସ ଡ଼ିଜି ଅଭୟ
ନୂଆପଡ଼ା: ଦିନିକିଆ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସିଛନ୍ତି ପୋଲିସ ଡିଜି ଅଭୟ। ନୂଆପଡ଼ା ଜିଲ୍ଲାର ମାଓ ଅଧ୍ୟୁଷିତ ସୁନାବେଡ଼ାରେ ରହିଥିବା ସିଆରପିଏଫ କ୍ୟାମ୍ପ ସହ ଛତିଶଗଡ଼ ସୀମାନ୍ତକୁ ମଧ୍ୟ ପରିଦର୍ଶନ କରିଥିଲେ। ତାଙ୍କ ସହ ପଶ୍ଚିମାଞ୍ଚଳ ଡ଼ିଆଇଜି ରାଜେଶ ପଣ୍ଡିତ ଆସିଥିଲେ। ନୂଆପଡ଼ା ଜିଲ୍ଲାରେ ମାଓ ଗତିବିଧି କମିଥିବାବେଳେ ଗତ ଦେଢ଼ ବର୍ଷରେ କୌଣସି ଘଟଣା କିମ୍ବା ହିଂସା ଘଟିନାହିଁ। ଏଥିପାଇଁ ସିଆରପିଏଫ୍ ଯବାନମାନଙ୍କ ସହ ଓଡ଼ିଶା ପୋଲିସ, ଆଇଆରବି ଓ ଡ଼ିଭିଏଫ ପୋଲିସ ବାହିନୀମାନଙ୍କୁ ଧନ୍ୟବାଦ […]
Continue Reading
