ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ଦକ୍ଷତା ବିକାଶ ପ୍ରକଳ୍ପ ପାଇଁ ବୁଝାମଣା ସ୍ବାକ୍ଷର

ଭୁବନେଶ୍ବର : ମହାନଦୀ କୋଲ୍ ଫିଲ୍ଡ ଓ ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋକେମିକାଲ୍‌ସ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ମଧ୍ୟରେ ସ୍ବାକ୍ଷରିତ ହୋଇଛଇ ଏମଓୟୁ । ସିଏସ୍‌ଆର୍ ପଦକ୍ଷେପ ଅନୁଯାୟୀ ଖଣି ଅଞ୍ଚଳର ପାରିପାର୍ଶ୍ବିକ ଗ୍ରାମର ଯୁବକଙ୍କୁ ଦକ୍ଷତା ବିକାଶ ତାଲିମ ପ୍ରଦାନ ପାଇଁ ଏମସିଏଲ ଓ ସିପେଟ୍ ମଧ୍ୟରେ ୧ କୋଟି ୩୮ ଲକ୍ଷ ଟଙ୍କା ବିନିଯୋଗରେ ଦୁଇଟି ବୁଝାମଣା ସ୍ବାକ୍ଷର ହୋଇଛି । ଏହି ଦୁଇଟି ସିଏସ୍‌ଆର୍ ପଦକ୍ଷେପ ଯଥା ‘ଉଡାନ’ ଏବଂ ‘ସହଯୋଗ’ ଯଥାକ୍ରମେ […]

Continue Reading

ସରକାରୀ ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ଏଯାଏଁ ମିଳିଲାନି ୟୁନିଫର୍ମ

କଟକ : ସରକାରୀ ଆଇଟିଆଇରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଡ୍ରେସ୍ କୋଡ୍ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ସରକାର । ଅକ୍ଟୋବର ୨୫ ତାରିଖ ସୁଦ୍ଧା କଟକ ଖପୁରିଆ ସ୍ଥିତ ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଗଚ୍ଛିତ ରଖିବା ପାଇଁ ବିଭାଗ ପକ୍ଷରୁ ଆଇଟିଆଇ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୟୁନିଫର୍ମ ଯୋଗାଣ ପାଇଁ ଟେଣ୍ଡର ଦାଖଲର ଶେଷ ତାରିଖ ଥିଲା ୩୦ । ଏବଂ ୨୬ ରୁ ୨୮ ତାରିଖ ମଧ୍ୟରେ ଏହା ବଣ୍ଟନ କରାଯିବ ବୋଲି […]

Continue Reading

କାଞ୍ଜିପାଣି ଘଟିରେ ଓଲଟିଲା ଅଟୋ, ୫ ବର୍ଷର ଶିଶୁ ସମେତ ୪ ଗୁରୁତର

କେନ୍ଦୁଝର : ତେଲକୋଇ କାଞ୍ଜିପାଣି ଘାଟିରେ ଦୁର୍ଘଟଣା । ଅଟୋ ଓଲଟି ଜଣେ ୫ବର୍ଷର ଶିଶୁ ସହିତ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି । ଆହତ ଶିଶୁ ଜଣକ ପିଟାନାଳୀ ଗାଁର ମିନା ଜୁଆଙ୍ଗଙ୍କ ୫ବର୍ଷର ପୁଅ ଜୀତେନ୍ଦ୍ର ଜୁଆଙ୍ଗ । ସେହିପରି ଅନ୍ୟମାନେ ହେଲେ ଅଟୋ ଡ୍ରାଇଭର ବଳରାମ ଜୁଆଙ୍ଗ, ରଶବତୀ ଦେହୁରୀ ଓ ଜଗତା […]

Continue Reading

୧୧ ଫୁଟର ଅଜଗର ଉଦ୍ଧାର

ମୟୂରଭଞ୍ଜ : ଉଦ୍ଧାର ହେଲା ବିରାଟକାୟ ଅଜଗର।୧୧ ଫୁଟ ଲମ୍ବର ଅଜଗର ସାପକୁ  ବାଙ୍ଗିରିପୋଷୀ ବନ ବିଭାଗ ଉଦ୍ଧାର କରିଛି । ସାପଟିର ଓଜନ ପ୍ରାୟ ୧୪ କେଜି ୫ଶହ ଗ୍ରାମ ହେବ ବୋଲି ବନ ବିଭାଗ କହିଛି । ବାଙ୍ଗିରିପୋଷି ବନାଞ୍ଚଳ ଅନ୍ତର୍ଗତ ବଣକାଟି ପଞ୍ଚାୟତର କଣ୍ଟପାଳ ଗାଁର ଏକ ଧାନ ବିଲରୁ ସାପଟିକୁ ଉଦ୍ଧାର କରାଯାଇଛି।ଲୋକମାନେ ଧାନ କାଟୁଥିବା ସମୟରେ ଅଜଗର ସାପଟିକୁ ଦେଖିବାକୁ ପାଇଥିଲେ। ପରେ ବନ ବିଭାଗକୁ ଖବର ଦେଇଥିଲେ। ବନ […]

Continue Reading

ଯାଜପୁରରେ କରୋନା କଟକଣାରେ ହେବ କାଳୀପୂଜା : ଜିଲ୍ଲାପାଳ

ଯାଜପୁର : ଆସୁଛି କାଳୀପୂଜା । ଯାଜପୁରରେ କାଳୀପୂଜା ନିଡାରମ୍ବର ଭାବେ ପାଳନ କରିବା ନେଇ ଗୌତମ ବୁଦ୍ଧ ସଂସ୍କୃତି ଭବନଠାରେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ମଧ୍ୟରେ ଚଳିତ ବର୍ଷ କାଳୀପୂଜାକୁ ପାଳନ କରିବାକୁ ସମସ୍ତ ପୂଜା କମିଟିକୁ ଜିଲ୍ଲାପାଳ ନିବେଦନ କରିଛନ୍ତି । ପୂଜା ପାଳନଠାରୁ ଜନସ୍ୱାସ୍ଥ୍ୟ ରକ୍ଷା ଆଗ ,ପୂଜା ବିଦ୍ଧି ହେଉ ,ଲୋକମାନେ ସୁରକ୍ଷିତ ରୁହନ୍ତୁ ବୋଲି ଜିଲ୍ଲାପାଳ ଶ୍ରୀ […]

Continue Reading

ବଡ଼ ଭାଇକୁ ହତ୍ୟା କଲା ସାନ ଭାଇ, ଗଳିତ ମୃତଦେହ ଉଦ୍ଧାର କଲା ପୋଲିସ

ଟିଟିଲାଗଡ଼: ଭାଇ ହାତରେ ଗଲା ଭାଇର ଜୀବନ। ମୃତ ବାପାଙ୍କ ସରକାରୀ ଅନୁକମ୍ପା ମୂଳକ ରାଶିକୁ ନେଇ ବଡ଼ ଭାଇକୁ ହତ୍ୟା କଲା ସାନ ଭାଇ। ଝାରଦେବନ୍ଦର ଘଞ୍ଚ ଜଙ୍ଗଲ ଭିତରୁ ଏକ ଗଳିତ ମୃତଦେହ ଟିଟିଲାଗଡ଼ ପୁଲିସ ଉଦ୍ଧାର କରିବା ପରେ ସାମ୍ନାକୁ ଆସିଛି ପୁରା ଘଟଣା। ମୃତକ ଜଣକ ହେଲେ ସଞ୍ଜୟ ବେହେରା। ସୂଚନାମୂତାବକ, ଟିଟିଲାଗଡ଼ ସହର ହାଟପଦା ପଡ଼ାସ୍ଥିତ ଗୋରୁବଜାର ପଡ଼ାରେ ଘଟିଛି ଏହି ଘଟଣା। ସାନ ଭାଇ ପ୍ରମୋଦ ବେହେରା ନିଜ […]

Continue Reading

ପୁରୀ ବାସୀନ୍ଦାଙ୍କ ପାଇଁ ଶ୍ରୀମନ୍ଦିରର ୪ଦ୍ୱାର ଖୋଲିବାକୁ ଆଇନଜୀବୀ ଓ ଜଗନ୍ନାଥ ସେନାର ଦାବି

ପୁରୀ : ଖୋଲାଯାଉ ଶ୍ରୀମନ୍ଦିର ଚାରିଦ୍ୱାର। ପୁରୀର ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାରରେ ପ୍ରବେଶ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଆଇନଜୀବୀ ଓ ଶ୍ରୀଜଗନ୍ନାଥ ସେନା। ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ରହୁଥିବା ସ୍ଥାନୀୟ ବାସିନ୍ଦାମାନେ ଓ ଶ୍ରୀମନ୍ଦିର ଉପରେ ନିର୍ଭର କରୁଥିବା ଲୋକେ ସିଂହଦ୍ୱାରରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷ କରୁଛନ୍ତି।‌ ପ୍ରତ୍ୟେକ ଦିନ ଶ୍ରୀମନ୍ଦିର ଯାଉଥିବା ବୃଦ୍ଧ ବୃଦ୍ଧାମାନେ ସବୁଠୁ ଅଧିକ ସମସ୍ୟାରେ ପଡୁଥିବା ଅଭିଯୋଗ ହୋଇଛି। ମହାପ୍ରସାଦ ପାଇବା ପାଇଁ ମଧ୍ୟ ସ୍ଥାନୀୟ ବାସିନ୍ଦାମନେ […]

Continue Reading

ପାରମିତା ଶତପଥୀ ପାଇଲେ ଶାରଳା ପୁରସ୍କାର

ଭୁବନେଶ୍ବର : ଅନୁଷ୍ଠିତ ହୋଇଛି ୪୨ତମ ଶାରଳା ପୁରସ୍କାର ଉତ୍ସବ । ସୁଖ୍ୟାତ କଥାକାର ପାରମିତା ଶତପଥୀଙ୍କୁ ତାଙ୍କ ଉପନ୍ୟାସ ‘ଅଭିପ୍ରେତ କାଳ’ ପାଇଁ ପ୍ରଦାନ କରାଯାଇଛି ଚଳିତ ବର୍ଷର ମର୍ଯ୍ୟାଦାଜନକ ଶାରଳା ପୁରସ୍କାର । ପୁରସ୍କାର ସ୍ବରୂପ ଭାବେ ସମ୍ମାନପତ୍ର ଓ ଫଳକ ସହ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି । ଏଥିସହ ବରିଷ୍ଠ ଚିତ୍ରଶିଳ୍ପୀ ଜଗଦୀଶ ଚନ୍ଦ୍ର କାନୁନଗୋ ଓ ବିଶିଷ୍ଟ ଘୁମୁରାଶିଳ୍ପୀ ଜୟନ୍ତ କୁମାର ବେହେରାଙ୍କୁ ଇଲା-ବଂଶୀଧର ପଣ୍ଡା କଳା […]

Continue Reading

କଳିଙ୍ଗ ଷ୍ଟାଡିୟମରେ ବିନା ଦର୍ଶକରେ ଖେଳାଯିବ ଜୁନିଅର ପୁରୁଷ ହକି ବିଶ୍ୱକପ୍

ଭୁବନେଶ୍ୱର : ଆଉ ଦର୍ଶକଙ୍କ ତାଳିରେ କମ୍ପିବନି କଳିଙ୍ଗ ଷ୍ଟାଡିୟମ୍ । ବିନା ଦର୍ଶକରେ ଖେଳାଯିବ ଜୁନିଅର ପୁରୁଷ ହକି ବିଶ୍ୱ କପ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ହକି ମହାକୁମ୍ଭ ବିନା ଦର୍ଶକରେ ମ୍ୟାଚ ଖେଳାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ନଭେମ୍ବର ୨୪ ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ମହାକୁମ୍ଭ। ଡିସେମ୍ବର ୫ ଯାଏଁ ଖେଳ ଚାଲିବ।୪ଟି ଗ୍ରୁପରେ ୧୬ଟି ଟିମକୁ ନେଇ ମୋଟ ୪୮ଟି ମ୍ୟାଚ୍ ଖେଳାଯିବ […]

Continue Reading

ମହଙ୍ଗା ପଡ଼ିଲା ବେଆଇନ ମୋରମ ଚାଲାଣ, ବାଲାଜୀ କମ୍ପାନୀର ମେସିନ ଓ ହାଇଓ୍ବାକୁ ବନ ବିଭାଗର ଜିମା ଦେଲେ ଲୋକ

ଢେଙ୍କାନାଳ : ମହଙ୍ଗା ପଡ଼ିଲା ବେଆଇନ ମୋରମ ଚାଲାଣ । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ କାନପୁରା ଗାଁ ସଂରକ୍ଷିତ ଜଙ୍ଗଲରୁ ଜବତ ହୋଇଛି ମେସିନ ଓ ହାଇଓ୍ବା । ବେଆଇନ ଭାବେ ମୋରମ ଚାଲାଣ କରୁଥିବା ବେଳେ, ଏସବୁ ମେସିନ ଓ ହାଇଓ୍ବାକୁ ଅଟକ ରଖି ବନ ବିଭାଗର ଜିମା ଦେଇଛନ୍ତି ଲୋକେ । ସୂଚନା ଅନୁସାରେ, ୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଅଛି ଠିକାସଂସ୍ଥା ବାଲାଜୀ କମ୍ପାନୀ । […]

Continue Reading