ମୋବାଇଲ ଛଡ଼ାଇନେବାରୁ ଆତ୍ମହତ୍ୟା କଲେ ୧୩ବର୍ଷର ନାବାଳକ
କୋରାପୁଟ: ମୋବାଇଲ ଛଡ଼ାଇ ନେବାରୁ ନାବାଳକର ଆତ୍ମହତ୍ୟା। କୋରାପୁଟ ସହରର ଗୌତମନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ନାବାଳକ ଜଣକ ହେଉଛନ୍ତି ଶ୍ରୀନିବାସ ରାଓଙ୍କ ପୁଅ ବି.ମନୋହର। ବୟସ ୧୩। ମନୋହର ଅଷ୍ଟମ ଶ୍ରେଣୀରେ କୋରାପୁଟସ୍ଥିତ ସେଣ୍ଟ ଜାଭିୟରରେ ପାଠ ପଢ଼ୁଥିଲେ। କରୋନା ଯୋଗୁଁ ବିଦ୍ୟାଳୟରେ ପାଠପଢ଼ା ବନ୍ଦ ରହିଥିବାରୁ ସେ ମୋବାଇଲରେ ଅନଲାଇନ୍ କ୍ଲାସ କରିଥାନ୍ତି। ଅଧିକାଂଶ ସମୟରେ ସେ ମୋବାଇଲରେ ଗେମ୍ ଖେଳୁଥିଲେ। ଏନେଇ ପରିବାର ଲୋକେ ତାଙ୍କୁ ବୁଝାଇଥିଲେ ମଧ୍ୟ ସେ ଶୁଣୁନଥିଲେ। […]
Continue Reading
