କାଲି ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ବିଏସକେଓ୍ବାଇ ସ୍ମାର୍ଟ କାର୍ଡ

ପୁରୀ : ଆସନ୍ତାକାଲି ପୁରୀ ଜିଲ୍ଲା ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ କାର୍ଡଧାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂତନ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । ୨୧ଟି ପଞ୍ଚାୟତର ୧୯ ହଜାର ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରାଯିବ । ଏଥିପାଇଁ ପ୍ରତ୍ୟେକ ପଞ୍ଚାୟତର ୨ଟି ସ୍କୁଲରେ କାର୍ଡ ବଣ୍ଟନ କରାଯିବାର ବ୍ୟବସ୍ଥା କରାଯାଇଛି […]

Continue Reading

ଆରମ୍ଭ ହେଲା ‘ଆମ ଘର ଆମ ହାଣ୍ଡିଶାଳ ସିଜିନ୍ -୨’

ଭୁବନେଶ୍ବର : ଆରମ୍ଭ ହେଲା ‘ଆମ ଘର ଆମ ହାଣ୍ଡିଶାଳ ସିଜିନ୍ -୨’ । ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ-ଓଟିଡିସି ପକ୍ଷରୁ ପାରମ୍ପରିକ ଶୁଦ୍ଧ ଓଡ଼ିଆ ଖାଦ୍ୟର ପ୍ରତିଯୋଗିତା ‘ଆମ ଘର ଆମ ହାଣ୍ଡିଶାଳ’ର ଦ୍ବିତୀୟ ସଂସ୍କରଣକୁ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଶୁଭାରମ୍ଭ କରିଛନ୍ତି । ଓଡ଼ିଶାର ପାରମ୍ପରିକ ଖାଦ୍ୟକୁ ବିଶ୍ବ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ଗତବର୍ଷ କରୋନା କାଳରେ ‘ଆମ ଘର ଆମ ହାଣ୍ଡିଶାଳ’ ପ୍ରତିଯୋଗିତାର ପରିକଳ୍ପନା କରାଯାଇଥିଲା । ଓଡ଼ିଆ ଖାଦ୍ୟର ପ୍ରଚାର ଓ […]

Continue Reading

ଡିଆରଡିଓ ତଥ୍ୟ ଲିକ୍‌ ମାମଲା, ପଦାକୁ ଆସିଲା ରହସ୍ୟମୟୀ ମହିଳାଙ୍କ ପାକିସ୍ତାନ ଲିଙ୍କ୍

ଭୁବନେଶ୍ବର : ଖୋଲୁଛି ଡିଆରଡିଓ ତଥ୍ୟ ଲିକ୍‌ ମାମଲାର ଗୋଟିଏ ପରେ ଗୋଟିଏ ରହସ୍ୟ । ପଦାରେ ପଡିଛି ରହସ୍ୟମୟୀ ମହିଳାଙ୍କ ପାକିସ୍ତାନ ଲିଙ୍କ । ଏହି ରହସ୍ୟମୟୀ ମହିଳା ଜଣଙ୍କର ଆଇଏସଆଇ ସହ ଲିଙ୍କ ଥିବା ସନ୍ଦେହ କରିଛି କ୍ରାଇମବ୍ରାଞ୍ଚ । ତେବେ ଏହି ଫେସବୁକ୍ ପାକିସ୍ତାନରୁ ଅପରେଟ୍‌ କରାଯାଉଥିବା ସନ୍ଦେହ କରାଯାଉଛି । ଚିହ୍ନଟ ହୋଇଥିବା ୭ଟି ଫେସବୁକ ଆକାଉଣ୍ଟ ମଧ୍ୟରୁ ୪ଟି ସଂପର୍କରେ ତଥ୍ୟ ମିଳିଛି । ୩ଟି ଇସଲାମବାଦ ଓ ଗୋଟିଏ […]

Continue Reading

ମାତିଛନ୍ତି ଲୁଟେରା , ମହିଳାଙ୍କ ଠାରୁ ଝାମ୍ପିନେଲେ ୫ ଲକ୍ଷ

କୋରାପୁଟ :  କୋଟପାଡ ସହରରେ ମାତିଛନ୍ତି ଲୁଟେରା । ଦିନି ଦ୍ୱିପ୍ରହରରେ ମହିଳାଙ୍କ ଠାରୁ ୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।ମହିଳା ଜଣକ ବହୁ ଚେଷ୍ଟା କରିବା ସତ୍ୱେ ମଧ୍ୟ ଲୁଟେରାଙ୍କ ହାତରୁ ଖସି ପାରିନଥିଲେ ।  ରାସ୍ତାରେ ପଡ଼ିଯାଇଥିବା ସମୟରେ ଲୁଟେରା ମାନେ ମହିଳାଙ୍କ ଟଙ୍କା ବ୍ୟାଗ ନେଇ ଚମ୍ପଟ ମାରିଛନ୍ତି । ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତାଙ୍କୁ କୋଟପାଡ ମେଡିକାଲରେ ଭର୍ତି କରାଯାଇଛି।ମହିଳା ଜଣକ କୋଟପାଡ କାରଣ […]

Continue Reading

ମୁମ୍ବାଇ ଡ୍ରଗ୍ସ ମାମଲାରେ ଓଡ଼ିଆଙ୍କ ଲିଙ୍କ୍

ଭୁବନେଶ୍ୱର: ଫିଟୁଛି ମୁମ୍ବାଇ ଡ୍ରଗ୍ସ ମାମଲାର ଗୁମର । ଡ୍ରଗ୍ସ କାରବାରରେ ଜଣେ ଓଡ଼ିଆଙ୍କ ଲିଙ୍କ୍ ଥିବା ନେଇ ଚର୍ଚ୍ଚା ହେଉଛି । ଆଜି ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଏନ୍‌ସିବି ହାତରେ ସାଂଘାତିକ ତଥ୍ୟ । ତାଙ୍କ ନାଁ ହେଉଛି ଅବୁଦୁଲ କାଦିର୍ । ଜୁହୁରେ ରହୁଥିଲେ ଅବୁଦୁଲ୍ । କ୍ରୁଜରେ ଡ୍ରଗ୍ସ ଯୋଗାଇବା ଅଭିଯୋଗରେ ଅବଦୁଲଙ୍କୁ ଗିରଫ କରିଛି ଏନସିବି । ସେପଟେ ଗିରଫ ଅଭିଯୁକ୍ତଙ୍କଠାରୁ ତଥ୍ୟ ଉଗାଳୁଛି ଏନସିବି । […]

Continue Reading

ଆସନ୍ତାକାଲି ମହାଳୟା ଅମାବାସ୍ୟାରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ: ମହାଳୟା ଅମାବାସ୍ୟାରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ଆସନ୍ତାକାଲି ଭକ୍ତଙ୍କ ଅତ୍ୟଧିକ ଗହଳି ହେବା ସମ୍ଭାବନାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତି ନେଇଛନ୍ତି। କେବଳ ଆସନ୍ତାକାଲି ନୁହେଁ, ଚଳିତମାସ ୮ଦିନ ଶ୍ରୀମନ୍ଦିର ବନ୍ଦ ରହିବ। ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତି ଅନୁଯାୟୀ, ପ୍ରତି ରବିବାର ସମେତ ବିଶେଷ ପର୍ବପର୍ବାଣି ଦିନମାନଙ୍କରେ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ। ଚଳିତମାସରେ ୫ଟି ରବିବାର ସମେତ ଆସନ୍ତକାଲି ମହାଳୟା ଅମାବାସ୍ୟା, ଆସନ୍ତା ୧୫ତାରିଖ ଦଶହରା ଓ […]

Continue Reading

ବରଗଡ଼ ବହୁ ଚର୍ଚ୍ଚିତ ହାଜତ ମୃତ୍ୟୁ ଘଟଣାକୁ ନେଇ BSP ର ବିକ୍ଷୋଭ

ବରଗଡ଼ : ବହୁ ଚର୍ଚ୍ଚିତ ବରଗଡ଼ ହାଜତ ମୃତ୍ୟୁ ଘଟଣାକୁ ନେଇ ବି ଏସ ପି ପକ୍ଷରୁ ବିକ୍ଷୋଭ । ବରଗଡ଼ ଜିଲ୍ଲା ତୋରା ଗାଁ ର ଗୋବିନ୍ଦ କୁମ୍ଭାରଙ୍କ ଟାଉନ ଥାନା ହାଜତରେ ମୃତ୍ୟୁ ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଆଜି ବହୁଜନ ସମାଜ ବରଗଡ଼ ଶାଖା ପକ୍ଷରୁ ଏସ୍ ପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ତଦନ୍ତ ଆରମ୍ଭ ହୋଇନାହିଁ , କି […]

Continue Reading

ବନ୍ଧୁକ ଡିଲରେ ଆଲବମ୍ ନିର୍ଦ୍ଦେଶକ

କଟକ: ବନ୍ଧୁକ ଡିଲରେ ଆଲବମ୍ ନିର୍ଦ୍ଦେଶକ । ବନ୍ଧୁକ ଡିଲ୍‌ ବେଳେ ଚଢ଼ାଉ କଲା ପୋଲିସ୍‌, ୩ ବନ୍ଧୁକ ସହ ୧୬ ରାଉଣ୍ଡ ଗୁଳି ଜବତ, ୪ ଅଭିଯୁକ୍ତ ଗିରଫ  । ବନ୍ଧୁକ ଡିଲ୍‌ ଚଲିଥିବା ବେଳେ ବାଦମବାଡ଼ି ପୋଲିସ୍‌ ଚଢ଼ାଉ କରିଛି । ଏହି ଡିଲ୍‌ କରୁଥିବା ୪ ଜଣଙ୍କୁ ପୋଲିସ୍‌ ଘଟଣା ସ୍ଥଳରୁ ଗିରଫ କରିଛି । ସେମାନଙ୍କ ଠାରୁ ୩ଟି ବନ୍ଧୁକ ଜବତ କରାଯାଇଥିବା ବେଳେ ୧୬ଟି ଜୀବନ୍ତ ଗୁଳି ଜବତ କରାଯାଇଛି […]

Continue Reading

ନ୍ୟାୟ ଦାବିରେ ଆଦିବାସୀ ସେଙ୍ଗେଲ ଅଭିଯାନର କାର୍ଯ୍ୟକର୍ତ୍ତା

ମୟୁରଭଞ୍ଜ: ସାମାଜିକ ବାସନ୍ଦ କରାଯାଇଥିବା ପରିବାରକୁ ନ୍ୟାୟ ଦାବିରେ ଆଦିବାସୀ ସେଙ୍ଗେଲ ଅଭିଯାନ। ସୂଚନା ଅନୁସାରେ, ମୟୁରଭଞ୍ଜ ଜିଲାର ରୁଗୁଡ଼ିଡିହି ଗ୍ରାମର ଗ୍ରାମବାସୀ ସେହି ଗ୍ରାମର ମୁଚିରାମ ଟୁଡ଼ୁଙ୍କ ପରିବାରକୁ ସାମାଜିକ ବାସନ୍ଦ କରିଛନ୍ତି। ମୁଚିରାମଙ୍କ ପରିବାର ଲୋକେ ପିଇବା ପାଣି ବନ୍ଦ କରିବା, ଗାଁ ଦାଣ୍ଡରେ ଯାତାୟାତରୁ ବାରଣ କରିବା, ଅଶ୍ଲୀଳ ଭାଷା ପ୍ରୟୋଗ କରିବା, ଗୋଇଠା ମାରିବା ଇତ୍ୟାଦି ଘଟଣାକୁ ନେଇ ଥାନାରେ ବାରମ୍ବାର ଅଭିଯୋଗ କରିଥିଲେ। ମାତ୍ର ଏବେ ସୁଦ୍ଧା କୌଣସି ପଦକ୍ଷେପ […]

Continue Reading

ପିପିଲି ଉପନିର୍ବାଚନ ଫଳାଫଳ: କାଲି ସକାଳ ୮ଟାରୁ ଭୋଟ ଗଣତି

ଭୁବନେଶ୍ବର : ଆସନ୍ତାକାଲି ଆସିବ ପିପିଲି ଉପନିର୍ବାଚନ ରେଜଲ୍ଟ । ଭୋଟ ଗଣତି ଲାଗି ପ୍ରକ୍ରିୟାକୁ ଜୋରଦାର କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଆସନ୍ତାକାଲି ସକାଳ ୮ଟାରୁ ଭୋଟ୍ ଗଣତି ହେବ । ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ହେବ ଭୋଟ ଗଣତି ହୋକୁ ଥିବା ବେଳେ, ୬୨ ଜଣ ସରକାରୀ ଅଧିକାରୀଙ୍କୁ ଗଣତିରେ ନିୟୋଜିତ କରାଯାଇଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ସକାଳ […]

Continue Reading