ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ସୋନପୁରରେ ଶୋକସଭା

ସୋନପୁର : ଆଉ ନାହାନ୍ତି ଯୁବ ସାମ୍ବାଦିକ ତଥା ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସ । ତାଙ୍କର ଅମର ଆତ୍ମାର ସଦ୍ ଗତି ପାଇଁ ସୋନପୁର ସହରର ପ୍ରଭାସ ଲଜ ସଭାଗୃହରେ ସୋନପୁର ସାମ୍ବାଦିକ ମାନଙ୍କ ଦ୍ଵାରା ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି l ଉପସ୍ଥିତ ସାମ୍ବାଦିକ ଓ ବ୍ୟକ୍ତି ବିଶେଷ ଯୋଗଦେଇ ଓଡ଼ିଶା ସାମ୍ବାଦିକ ମହଲ ରେ ଅରିନ୍ଦମ ଆଗାମୀ ଦିନରେ ଏକ ମାଇଲ୍ ଖୁଣ୍ଟ ହୋଇ ରହିବେ ବୋଲି ମତ ବ୍ୟକ୍ତ […]

Continue Reading

କେଭିଆଇସି ପକ୍ଷରୁ ଓଡ଼ିଶାର ପ୍ରଥମ ସିଲ୍କ ସୂତା ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା

ଭୁବନେଶ୍ବର : ଟସର ପ୍ରଜାତୀର ସିଲ୍କ ପାଇଁ ବେଶ ପ୍ରସିଦ୍ଧି ଲାଭ କରିଛି ଓଡ଼ିଶା । ଏହା ହଜାର ହଜାର ଆଦିବାସୀ ମହିଳାଙ୍କୁ କର୍ମନିଯୁକ୍ତି ଦେଇଥାଏ । ମାତ୍ର ଓଡ଼ିଶାର ସିଲ୍କ ବୁଣାକାର କଞ୍ଚାମାଲ ପାଇଁ ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ କର୍ଣ୍ଣାଟକ ଉପରେ ନିର୍ଭରଶୀଳ ହେଉଛନ୍ତି । ଏହାସହ ଅଧିକ ମୂଲ୍ୟ ଦେଇ ସିଲ୍କ ସୂତା କିଣିବାକୁ ବାଧ୍ୟ ହେଉଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ କଟକ ଜିଲ୍ଲା ଚୌଦ୍ବାରରେ ରାଜ୍ୟର ପ୍ରଥମ ଟସର ସିଲ୍କ […]

Continue Reading

ବାଇକ୍ ଧକ୍କାରେ ଗଳିପଡିଲା ବନ୍ଧୁକ ଓ ଗୁଳି, ଚମ୍ପଟ୍ ମାରିଲେ ୨ ଅଭିଯୁକ୍ତ

ଭଦ୍ରକ: ନିଶା କାରବାର ପରେ ଏବେ ବେଆଇନ ବନ୍ଧୁକ ଜବତ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଭଦ୍ରକ ଜିଲ୍ଲା । ଆଜି ଏକ ବାଇକ ଧକ୍କା ଭଳି ସାଧାରଣ ମାମଲା ଭଦ୍ରକ ଗ୍ରାମାଂଚଳ ପୋଲିସକୁ ଚିନ୍ତାରେ ପକାଇଛି । ତେବେ ବାଇକ୍ ଧକ୍କା ପରେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଥିଲା ତାହା ଅନେକଙ୍କୁ ଚକିତ କରିଛି । ସବିଶେଷ ତଥ୍ୟ ଅନୁଯାୟୀ ଦୁଇଜଣ ଯୁବକ ଦ୍ରୁତଗତିରେ ବରପଦାରୁ ଭଦ୍ରକ ଟାଉନ୍ ଅଭିମୁଖେ ଆସୁଥିଲେ । ସେହି ସମୟରେ […]

Continue Reading

ପିପିଲି ଉପନିର୍ବାଚନ : ପୋଷ୍ଟାଲ ବାଲାଟ ଗାଡିର ଶୁଭାରମ୍ଭ

ପିପିଲି : ପିପିଲି ଉପନିର୍ବାଚନ ପାଇଁ ପୋଷ୍ଟାଲ ବାଲାଟ ଗାଡି ଶୁଭାରମ୍ଭ ହୋଇଛି । ନିର୍ବାଚନ କମିଶନଙ୍କ ଅନୁଯାୟୀ ପିପିଲି ଉପନିର୍ବାଚନ ପାଇଁ ୮୦ ବୟସରୁ ଉର୍ଦ୍ଧ୍ବ  ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭୋଟର ମାନଙ୍କ ପାଇଁ ପୋଷ୍ଟାଲ ବାଲାଟର ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ପତାକା ଦେଖାଇ ପୋଷ୍ଟାଲ ବାଲାଟ ଗାଡିର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ  ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ତହସିଲଦାର ଶ୍ରୀ ରବୀନ୍ଦ୍ର କୁମାର […]

Continue Reading

କଟକରେ ପଡି ରହିଥିଲା ମୃତଦେହ, ସହାୟତାର ହାତ ବଢାଇଲେ ମାଲକାନଗିରି ଯୁବ ନେତା

ମାଲକାନଗିରି: ପ୍ରକୃତିର ସର୍ବଶ୍ର୍ରେଷ୍ଠ ଜୀବ ମଣିଷ ଆଜି ଖୋଦ ନିଜ ଜାତିକୁ ତୁଚ୍ଛ ମନେ କରୁଛି । କଟକରେ ଚିକିତ୍ସାଧୀନ ଅବସ୍ଥାରେ ମାଲକାନଗିରିର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପଡି ରହିଥିଲା ତାଙ୍କ ମୃତଦେହ । ଏହି ଘଟଣାକୁ ନେଇ ସଂପୃକ୍ତ ହସ୍ପିଟାଲ ଅଣଦେଖା କରିବା ପରେ ମାଲକାନଗିରିର ଜଣେ ଯୁବ ନେତା ବୁଝାଇଥିଲେ ମାନବିକତାର ଅସଲ ସଂଜ୍ଞା । ମାଲକାନଗିରି ଜିଲ୍ଲାର ଏମ୍‌ଭି-୭୨ ଗାଁର ହରନ ସରକାର ଦୀର୍ଘ ବର୍ଷ ଧରି କ୍ୟାନ୍ସରରେ ପୀଡିତ ହୋଇ […]

Continue Reading

ପୁରୀ ବଗଲା ଧର୍ମଶାଳା ବିବାଦ ମାମଲାରେ ହାଇକୋର୍ଟରେ ଶୁଣାଣି

କଟକ : ପୁରୀ ବଗଲା ଧର୍ମଶାଳା ବିବାଦ ମାମଲାରେ ହାଇକୋର୍ଟରେ ହୋଇଛି ଶୁଣାଣି । ଅମୃତ ମଣୋହି ଜମିର ବିକ୍ରି ଓ ନିର୍ମାଣ କାର୍ଯ୍ୟ ଅଦାଲତଙ୍କ ଚୂଡାନ୍ତ ରାୟ ଉପରେ ନିର୍ଭର କରିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଜେପି ନେତା ସମ୍ବିତ ପାତ୍ରଙ୍କ ପକ୍ଷରୁ ରୁଜ୍ଜୁ ହୋଇଥିବା ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ଆସନ୍ତା ଡିସେମ୍ବର ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ବିଜେପି […]

Continue Reading

ଶାରଦୀୟ ପୂଜା ପାଇଁ ଗାଇଡଲାଇନ ଜାରି କଲା ବିଏମସି

ଭୁବନେଶ୍ବର : ଆଗକୁ ଆସୁଛି ଶାରଦୀୟ ଦୁର୍ଗାପୂଜା । ଏଥିପାଇଁ ଗାଇଡ ଲାଇନ ଜାରି କରିଛି ଭୁବନେଶ୍ବର ମହାନଗର ନିଗମ । କଟକଣା ଭିତରେ ଦଶହରା କରିବାକୁ ଗାଇଡଲାଇନ ଜାରି କରିଛି ବିଏମସି । ଅକ୍ଟୋବର ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁ ହେବ । ସେହିପରି ମୃଣ୍ମୟୀ ମୂର୍ତ୍ତିର ସର୍ବାଧିକ ଉଚ୍ଚତା ୪ ଫୁଟ ରହିବ । ମଣ୍ଡପର ତିନିଟି ପାର୍ଶ୍ବ ଆବଦ୍ଧ ରହିବ । ପେଣ୍ଡାଲ ବା ଅନ୍ୟ ମଣ୍ଡପରେ ସର୍ବାଧିକ […]

Continue Reading

ଗୋଟିଏ ଗଛରେ ୪୦ ପ୍ରକାରର ଫଳ

ଭୁବନେଶ୍ୱର: ଘଟଣା ବିଶ୍ୱସ ନହେଲେ ବି ସମ୍ପୁର୍ଣ୍ଣ ସତ । ବହୁତ କିଛି ଘଟଣା ଆମ ସାମନାରେ ଘଟୁଛି । କିଛି ବିସ୍ମୟ ଜନକ ରହସ୍ୟମୟ ହୋଇଥିବା ବେଳେ ତାର ସତ୍ୟତା କିନ୍ତୁ ଆମକୁ ଜଣା ନାହିଁ । ସେମିତି ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବା ।  ଗୋଟିଏ ଫଳ ଗଛ ଯେଉଁଥିରେ ଫଳୁଛି ୪୦ ପ୍ରକାରର ଫଳ । କୃଷି କ୍ଷେତ୍ରରେ ନୂଆ କୌଶଳ କାରଣରୁ ଏହା ‘ଟ୍ରି ଅଫ୍ ୪୦’ ଭାବେ ସମ୍ଭବ ହୋଇଛି। […]

Continue Reading

ଜନ ଶୁଣାଣି କେନ୍ଦ୍ରରେ ଉତ୍ତେଜନା , କମ୍ପାନୀର ବରିଷ୍ଠ ଅଧିକାରୀଙ୍କୁ ମାଡ ମାରିଲେ ଗାଁ ଲୋକ

କୋରାପୁଟ : ଜନଶୁଣାଣି କେନ୍ଦ୍ରରେ ଉତ୍ତେଜନା । କମ୍ପାନୀ ଅଧିକାରୀଙ୍କୁ ମାଡ ମାରିଲେ ଗାଁ ଲୋକ। ଗୁରୁତର ଅବସ୍ଥାରେ ହିଣ୍ଡଲକୋ କମ୍ପାନୀର ବରିଷ୍ଠ ଅଧିକାରୀ ସେମିଳିଗୁଡା ମେଡିକାଲରେ ଭର୍ତି ହୋଇଛନ୍ତି । କୋରାପୁଟ ହିଣ୍ଡଲକୋ ପକ୍ଷରୁ ଆଜି କଙ୍କଡା ଆମ୍ବ ଗାଁ ରେ ଜନଶୁଣାଣି ହେବାକୁ ଥିବା ବେଳେ ଏହି ଗଣ୍ଡଗୋଳ ହୋଇଛି । ଗାଁ ଲୋକମାନେ ସଭାକ୍ଷେତ୍ରରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । କିଛି ସମୟ ପାଇଁ ସଭାକ୍ଷେତ୍ର ରଣକ୍ଷେତ୍ର ପାଲଟିଯାଇଥିଲା । ମାଳି ପର୍ବତରୁ […]

Continue Reading

ବାଲେଶ୍ୱର ରେଳ ବିକାଶ : ଦକ୍ଷୀଣପୂର୍ବ ରେଳବାଇ ଜେନରାଲ ମ୍ୟାନେଜରଙ୍କ ସହ ଆଲୋଚନା କଲେ ପ୍ରତାପ ଷଡଙ୍ଗୀ

ବାଲେଶ୍ୱରେ : ବାଲେଶ୍ୱରେ ହେବ ରେଳପଥର ବିକାଶ ।ଏନେଇ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଦକ୍ଷୀଣପୂର୍ବ ରେଳବାଇ ଜେନରାଲ ମ୍ୟାନେଜର ଶ୍ରୀମତି ଯୋସୀଙ୍କ ଙ୍କ ସହିତ ଆଲୋଚନା କରିଛନ୍ତି । ଅନ୍ୟପଟେ ବାଲେଶ୍ୱରରେ ରେଳ ଭିତ୍ତି ଭୂମି ଗୁଡିକର ବିକାଶ ସହ ରେଳ ସେବାକୁ ନେଇ ଦେଖାଦେଉଥିବା ବିଭିନ୍ନ ସମସ୍ୟା ଓ ତାହାର ନିରାକରଣ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଶ୍ରୀମତି ଯୋସୀ ବାଲେଶ୍ୱର ଗସ୍ତରେ ଆସିଛନ୍ତି ଏହି ଅବସରରେ ରେଳ ଷ୍ଟେସନ ପରିସରରେ ଆଲୋଚନା ହୋଇଥିଲା। […]

Continue Reading