ବୈତରଣୀରେ କମୁଛି ବନ୍ୟା ପାଣି, ଶହ ଶହ ହେକ୍ଟର ଚାଷ ଜମିରେ ଲହଡି ମାରୁଛି ପାଣି

ଭଦ୍ରକ : ଭଦ୍ରକରେ ଟଳିଲା ବନ୍ୟା ଆଶଙ୍କା । ବୈତରଣୀ ନଦୀର ତଳମୁଣ୍ଡରେ ହ୍ରାସ ପାଉଛି ଜଳସ୍ତର । ଫଳରେ ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁରରେ ବନ୍ୟାପାଣି କମିବାରେ ଲାଗିଛି । ଆଜି ପୂର୍ଣ୍ଣିମା ଥିବାରୁ ଜୁଆର ସମୟରେ ବନ୍ୟାପାଣି ନିଷ୍କାସନରେ ବାଧା ଉପୁଜିଛି । ଗୋଟିଏ ପଟେ ବନ୍ୟା କମିଥିବା ବେଳେ, ଚାଷ ଜମିରେ ଏବେ ବି ଲହଡି ମାରୁଛି ବନ୍ୟାପାଣି । ଲଗାତର ୫ ଦିନ ହେଲା ଶହ ଶହ ଏକର ଚାଷ ଜମିରେ […]

Continue Reading

୨୨୫୬ କିଲୋ ଗଞ୍ଜେଇ ଜବତ ,୩ ଗିରଫ

ମାଲକାନଗିରି : ଅଭିନବ ଉପାୟରେ ହେଉଥିଲା ଗଞ୍ଜେଇ ଚୋରାଚାଲଣ । ମାଲକାନଗିରି ଜିଲ୍ଲା ଚିତ୍ରୋକୋଣ୍ଡା ଅଞ୍ଚଳରୁ ରାୟପୁରକୁ କୋଇଲା ବୋଝେଇ ଟ୍ରକରେ ହେଉଥିଲା ଗଞ୍ଜେଇ ଚୋରାଚାଲଣ । ୨୨୫୬ କେଜି ଗଞ୍ଜେଇ ଜବତ ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି ଚିତ୍ରକୋଣ୍ଡା ଏସ.ଡି .ପି .ଓ ସୂଚନା ଦେଇଛନ୍ତି।

Continue Reading

ମୟୂରଭଞ୍ଜ ଗସ୍ତରେ ମନ୍ତ୍ରୀ ସୁଦାମ ମାରାଣ୍ଡି

ମୟୂରଭଞ୍ଜ : ମୟୂରଭଞ୍ଜ ଗସ୍ତରେ ଗଲେ ମନ୍ତ୍ରୀ ସୁଦାମ ମାରାଣ୍ଡି । ବନ୍ୟା ପରିସ୍ଥିତି ସମୀକ୍ଷା କରିବା ସହ ଲୋକଙ୍କ ଦୁଃଖ ବୁଝିଲେ । ରାଜ୍ୟ ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି ଦିନିକିଆ ମୟୂରଭଞ୍ଜ ଗସ୍ତରେ ଯାଇଛନ୍ତି ।ସେ ହେଲିକେପ୍ଟର ଯୋଗେ ମୟୂରଭଞ୍ଜରେ ପହଁଚି ଖୁଣ୍ଟିଆ ବ୍ଲକ ଅନ୍ତର୍ଗତ ବାହାନଡା ଏସଏସଡି ହାଇସ୍କୁଲ ପଡିଆରେ ଓହ୍ଲାଇବା ପରେ ଡେଙ୍ଗାମ ଜିପିର ବିଭିନ୍ନ ବନ୍ୟା କ୍ଷତିଗ୍ରସ୍ତ ଅଂଚଳ ବୁଲି ଦେଖିଛନ୍ତିା ଅନ୍ୟପଟେ ଖୁଣ୍ଟା […]

Continue Reading

ବନ୍ୟା ଆଶଙ୍କା ନାହିଁ, ମହାନଦୀ ସମେତ ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣରେଖାରେ ଖସୁଛି ଜଳସ୍ତର

ଭୁବନେଶ୍ବର : ମହାନଦୀ ସମେତ ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣରେଖା ନଦୀରେ କମିଛି ଜଳସ୍ତର । ଜଳସ୍ତର ହ୍ରାସ ପାଉଥିବା ବେଳେ, ଆଉ ବନ୍ୟା ଆଶଙ୍କା ମଧ୍ୟ ନାହିଁ । ପୂର୍ଣ୍ଣିମା ଥିବାରୁ ସମୁଦ୍ର ଜୁଆରିଆ ରହୁଛି । ତେଣୁ ସମୁଦ୍ରକୁ ପାଣି ଯାଇ ନପାରି ତଳି ଅଞ୍ଚଳରେ ପାଣି ଛାଡିବାରେ ବିଳମ୍ବ ହେଉଛି । ବିଭିନ୍ନ ନଦୀରେ ପାଣି ଆସିବାରୁ ବିଭିନ୍ନ ନଦୀବନ୍ଧରେ ୮ଟି ଛୋଟ ଘାଇ ହୋଇଥିଲା । ତେବେ ସେଗୁଡିକୁ ବାଲିବସ୍ତା ପକାଇ […]

Continue Reading

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ, ୨୩ ତାରିଖ ପର୍ଯ୍ୟନ୍ତ ବର୍ଷିବ

ଭୁବନେଶ୍ବର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ । ଏବେ ପଶ୍ଚିମ ଉତ୍ତର ବଙ୍ଗୋପ ସାଗରରେ ରହିଛି ଲଘୁଚାପ ବଳୟ । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା । ଏହାସହ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ମହାନଦୀର ଉପରମୁଣ୍ଡରେ ବର୍ଷା ଲାଗି ରହିବ । ସେହିପରି ୨୩ ତାରିଖରେ ମିଆଁମାରର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଧୀରେ ଧୀରେ […]

Continue Reading

ରାଜ୍ୟରେ ପୁଣି ବଢ଼ିବ ସଂକ୍ରମଣ, ସତର୍କ କଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର : ରାଜ୍ୟରେ ପୁଣି ବଢ଼ିପାରେ ମହାମାରୀ କରୋନା ସଂକ୍ରମଣ । ଏଭଳି ପୂର୍ବନୁମାନ କରିଛି ସ୍ବାସ୍ଥ୍ୟ ବିଭାଗ । ରାଜ୍ୟରେ ୮୦ ପ୍ରତିଶତ ଲୋକ ଲକ୍ଷଣ ବିହୀନ ସଂକ୍ରମିତ ଚିହ୍ନଟ ହେବା ପରେ ସଂକ୍ରମଣ ବଢ଼ିପାରେ ବୋଲି ଆକନ କରିଛି ସ୍ବାସ୍ଥ୍ୟ ବିଭାଗ । ଅକ୍ଟୋବର ଓ ନଭେମ୍ବର ମାସରେ ସଂକ୍ରମଣ ବୃଦ୍ଧି ପାଇପାରେ । ତେଣୁ ଏହା ପୂର୍ବରୁ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ସହ, ଆଇସିୟୁ ଏବଂ ଔଷଧ ମହଜୁଦ ରଖିବାକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ […]

Continue Reading

ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପଞ୍ଚଭୂତରେ ଲୀନ ହେଲେ ମନୋରମା ମହାପାତ୍ର

ପୁରୀ : ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ସମାଜସେବୀ ତଥା ଯଶସ୍ବୀ ସାରସ୍ବତ ସାଧିକା ମନୋରମା ମହାପାତ୍ର । ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପୁରୀ ସ୍ବର୍ଗଦ୍ବାରରେ ମନୋରମା ମହାମାତ୍ରଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜ୍ୟେଷ୍ଠ୍ୟ ପୁତ୍ର ପ୍ରଦୀପ କୁମାର ମହାପାତ୍ର ମୁଖାଗ୍ନି ଦେଇଥିଲେ । ଏହି ଅବସରରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନଓ୍ବର ବିଶାଲ ସିଂ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପ ଜିଲ୍ଲାପାଳ ଭବତାରଣ ସାହୁ, ସଂସ୍କୃତି ଅଧିକାରୀ ଚୌଧୁରୀ […]

Continue Reading

ପରଲୋକରେ ବିଶିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ର

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ରଙ୍କ ଦେହାନ୍ତ ହୋଇଯାଇଛି । କଟକ ଏସ୍ସିବି ମେଡିକାଲରେ ୮୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଦୈନିକ ଖବର କାଗଜ ସମାଜର ପୂର୍ବତନ ସମ୍ପାଦିକା ଥିଲେ ମନୋରମା ମହାପାତ୍ର । ତାଙ୍କ ବିୟୋଗ ଓଡିଆ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ସେ ସ୍ୱାଧିନତା ସଂଗ୍ରାମୀ ତଥା ସମାଜର ପୂର୍ବତନ ସଂପାଦକ ଡକ୍ଟର ରାଧାନାଥ ରଥଙ୍କ ଝିଅ ।୧୯୮୪ ମସିହାରେ ସେ ସାହିତ୍ୟ ଏକାଡେମୀ ଆଓ୍ୱାର୍ଡ […]

Continue Reading

ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

ମାଲକାନଗିରି : ମାଲକାନଗିରି ଗସ୍ତରେ ରାଜ୍ୟ ବିଜେପିର ସମ୍ପାଦକୀୟ ଟିମ୍ । ସାଧାରଣ ସମ୍ପାଦକ ତଥା କୁଚିଣ୍ଡାର ପୂର୍ବତନ ବିଧାୟକ ରବିନାରାୟଣ ନାୟକ ଓ ସମ୍ପାଦକ ଟଙ୍କଧର ତ୍ରିପାଠୀ ମାଲକାନଗିରି ଗସ୍ତରେ ଆସି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।ଅଗଷ୍ଟ ମାସ ୨୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କାର୍ଡକୁ କେବଳ ନିର୍ବଚନୀ ପ୍ରଚାର କାର୍ଡ ବୋଲି କହିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ଟିମ୍ […]

Continue Reading

ଟ୍ରକ୍‌ ଚକା ତଳେ ଚାଲିଗଲା ଜୀବନ

ରାୟଗଡ଼ା : ଟ୍ରକ୍ ଚାପାରେ ଅକାଳରେ ଚାଲିଗଲା ଜଣଙ୍କ ଜୀବନ । ମୁନିଗୁଡା ପାଇକ ସାହିର ସୁବାସ ଚନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଟ୍ରକ୍ ଚାପାରେ ମୃତ୍ୟୁ ହୋଇଯାଇଛି । ସେ ତିନିକଣିଆ ଛକରେ ଯାଉଥିବା ସମୟରେ ପଛପଟୁ  ରାୟଗଡ଼ା ଅଭିମୁଖେ ଯାଉଥିବା ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଟ୍ରକ୍ ତଳେ ଚାପି ହୋଇ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଖବର ପାଇ ଘଟଣା ସ୍ଥଳରେ ମୁନିଗୁଡା ପୋଲିସ […]

Continue Reading