ହାତୀ ଆକ୍ରମଣରେ ଚାଲିଗଲା ନାବାଳକର ଜୀବନ
ମୟୂରଭଞ୍ଜ : ହାତୀ ଆକ୍ରମଣରେ ଚାଲିଗଲା ନାବାଳକର ଜୀବନ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ମଧୁରିଆ ଗାଁ ରେ ଗତକାଲି ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଛି। ସୂଚନା ଅନୁସାରେ ଦୁଇଟି ଦନ୍ତା ହାତୀଙ୍କୁ ଘର ସାମ୍ନାରେ ଦେଖି ନାବାଳକର ବାପା ଓ ମା ନିଜ ଜୀବନ ବଞ୍ଚାଇବା ପାଇଁ ଛାଡି ପଳାଇଥିଲେ। ହାତୀ ଘର ଭିତରକୁ ପଶିବା ପାଇଁ ଚେଷ୍ଟା କରି ଘରର କାନ୍ଥ ଭାଙ୍ଗି ଦେଇଥିଲା। ଫଳରେ ଦମ୍ପତିଙ୍କ […]
Continue Reading
