କେବେ ଦୁଃଖ ଶୁଣିବେ ସରକାର ??
ଯାଜପୁର : ଗ୍ରାମାଂଚଳର ଉନ୍ନତିକରଣ ପାଇଁ ସରକାରଙ୍କ ପକ୍ଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ପ୍ରସ୍ତୁତ ହୋଇଛି ଯୋଜନା ପରେ ଯୋଜନା । କିନ୍ତୁ ଏହି ଯୋଜନା ସେମିତି ରହିଯାଇଛି ଯାଜପୁର ବିଂଝାରପୁର ବ୍ଲକ ଥଟାରି ସାହିରେ । ଦୀର୍ଘ ବର୍ଷ ପରେ ବି ପହଂଚିପାରିନାହିଁ ବିକାଶର ପଦଚିହ୍ନ । ଏପରିକି ମୌଳିକ ସୁବିଧାରୁ ବଂଚିତ ଏଠିକାର ଅଧିବାସୀ । ସରକାରୀ ଯୋଜନା ରହିଯାଇଛି ଯୋଜନ ଯୋଜନ ଦୂରରେ । ଆଜି ବି ମୌଳିକ […]
Continue Reading
