ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ, ହାଇକୋର୍ଟରେ ଦାୟର ହେଲା ପିଟିସନ

କଟକ : ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ଖିଅ ପାଉନି ପୋଲିସ । ଘଟଣାକୁ ୧୫ ଦିନ ବିତିଥିବା ବେଳେ, ଅସଲ କାରଣ ଜାଣିପାରୁନି ପୋଲିସ । ଘଟଣାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ଗିରଫ କରିବାକୁ ପରିବାର ଲୋକେ ଦେବି କରୁଛନ୍ତି । ଅନ୍ୟପଟେ ଏହି ଘଟଣାରେ ଡିଏଫଓ ଓ ରୋଷେୟାଙ୍କୁ କ୍ଲିନ୍ ଚିଟ୍ ଦେଇ ସାରିଲାଣି ପୋଲିସ । ଯାହାକୁ ନେଇ ପରିବାର ଲୋକେ ନିରାଶ ହୋଇଛନ୍ତି । ହେଲେ ଏହାରି ଭିତରେ ଆଜି ସୌମ୍ୟରଞ୍ଜନଙ୍କ […]

Continue Reading

ଆଠଗଡ଼ ତିଗିରିଆ ଶୁଣ୍ଠିପାଳ ଗାଁରେ ବାରହା ଆତଙ୍କ

ଆଠଗଡ଼ : ଆଠଗଡ଼ ତିଗିରିଆ ଶୁଣ୍ଠିପାଳ ଗାଁରେ ବାରହା ଆତଙ୍କ । ବାରହା ଆକ୍ରମଣରେ ୪ ଚାଷୀ ଆହତ ହୋଇଛନ୍ତି । ଆହତ ମାନେ ହେଲେ ୩୫ ବର୍ଷୀୟ ପ୍ରସନ୍ନ କୁମାର ପଣ୍ଡା, ୪୮ ବର୍ଷୀୟ ବାଙ୍କନିଧି ସାହୁ, ପ୍ରସନ୍ନ କୁମାର ନାୟକ, ଦୁଃଶାସନ ରାଉତ । ଆହତ ହୋଇଥିବା ୪ ଜଣ ବ୍ୟକ୍ତି ବିଲକୁ ଚାଷ କାମ କରିବାକୁ ଯାଇଥିବା ବେଳେ ବାରହା ଆକ୍ରମଣ କରିଥିଲା । ବାରହା ଆକ୍ରମଣରେ ପ୍ରସନ୍ନ କୁମାର ପଣ୍ଡାଙ୍କ ଅବସ୍ଥା […]

Continue Reading

୨୦ଲକ୍ଷ ୫୦ହଜାର ଟଙ୍କାର ଗଞ୍ଜେଇ ଜବତ

ଗୁଣୁପୁର: ପୁଣି ଜବତ ହୋଇଛି ଗଞ୍ଜେଇ । କେନ୍ଦୁଗୁଡା ଫାଣ୍ଡି ନିକଟରେ ଗାଡ଼ି ଯାଂଚ କରିବା ସମୟରେ ଏକ ପିକ୍‌ଅପ୍ ଭ୍ୟାନରୁ ଜବତ ହୋଇଛି ଏହି ଗଞ୍ଜେଇ । ଓଡ଼ିଶାରୁ ଝାଡଖଣ୍ଡକୁ ଗଞ୍ଜେଇ ଚାଲାଣ କରାଯାଉଥିଲା । ପୁଲିସ ଚଢାଉ କରି ୨୦୫ କେଜି ୬୫୦ଗ୍ରାମ ଗଞ୍ଜେଇ ଜବତ କରିଛି । ଯାହାର ମୂଲ୍ୟ ୨୦ଲକ୍ଷ ୫୦ହଜାର ଟଙ୍କା ବୋଲି ଜଣାପଡିଛି । ଏହା ସହିତ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି […]

Continue Reading

ମୋରମ ନେଇଗଲା ଜୀବନ, ଜଣେ ନାବାଳିକା ମୃତ ୨ ଗୁରୁତର

ରାୟଗଡା: ବିଷମକଟକ ଥାନା ଅନ୍ତର୍ଗତ ସାନ କାଚାପାଇ ଗାଁରୁ ଆସିଲା ଦୁଃଖଦ ଖବର । ମୋରମ ଖୋଳା ଚାଲିଥିଲାବେଳେ ମାଟି ଧସି ଜଣେ ନାବାଳିକାର ମୃତ୍ୟୁ ଘଟିଛି । ଅନ୍ୟପଟେ ଆଉ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଆଜି ଅପରାହ୍ନରେ ସାନ କାଚାପାଇ ଗାଁର କିଛି ମହିଳା ଓ ଛୋଟ ପିଲାମାନେ ନିକଟସ୍ଥ ପାହାଡରୁ ମୋରମ ସଂଗ୍ରହ କରିବାକୁ ଯାଇଥିଲେ । ତେବେ ମୋରମ ଖୋଳା ଚାଲିଥିଲାବଳେ […]

Continue Reading

ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପିତ

ପୁରୀ: ପୁରୀ ବାସୀଙ୍କୁ ଟ୍ୟାପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପିତ ହୋଇଛି । ଏଣିକି ପ୍ରତ୍ୟେକ ପରିବାରକୁ ୨୪ ଘଣ୍ଟା ଟ୍ୟାପ୍‌ ଯୋଗେ ଉଚ୍ଚ ମାନର ବିଶୁଦ୍ଧ ପାନୀୟ ଜଳ ମିଳିବାରେ ଦେଶର ପ୍ରଥମ ସହରର ସ୍ଥାନ ନେଇଛି ପୁରୀ । ଆଜି ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଶୃଙ୍ଖଳିତ ରଥଯାତ୍ରା ପାଇଁ  ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପୁରୀବାସୀଙ୍କୁ ଘରେ ଏବେ ଫିଲଟର […]

Continue Reading

ସୁନ୍ଦରଗଡ଼ ଜିଲ୍ଲାରେ ମହିଳା ଏସଏଚିଜିଙ୍କୁ ନୂଆ ଦାୟିତ୍ବ, ଖରିଫ୍ ଧାନ ସଂଗ୍ରହ କରିବେ ୮ ଏସଏଚଜି

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ କେବଳ ପାରମ୍ପରିକ ସାମଗ୍ରୀ ପ୍ରସ୍ତୁତିରେ ସୀମିତ ହୋଇ ରହି ନାହାନ୍ତି । ସେମାନଙ୍କୁ ବିଭିନ୍ନ ଦାୟିତ୍ବ ଦିଆଯାଇ ସଶକ୍ତ କରାଯାଉଛି । ଏ କ୍ଷେତ୍ରରେ ଏସଏଚଜି ମହିଳାଙ୍କୁ ଆଉ ପାଦେ ଆଗକୁ ନେବା ପାଇଁ ଜିଲ୍ଲା ପ୍ରଶାସନ ସେମାନଙ୍କ ହାତରେ ପ୍ରଥମଥର ଧାନ ସଂଗ୍ରହର ଦାୟିତ୍ବ ଦେଇଛି । ୨୦୨୧-୨୨ ବର୍ଷ ପାଇଁ ଜିଲ୍ଲାର ୭ଟି ବ୍ଲକ ଅଧୀନ ୮ଟି ଗ୍ରାମ ପଞ୍ଚାୟତରେ ସେମାନେ […]

Continue Reading

କାଲି ଖୋଲିବ ସ୍କୁଲ, ପାଠପଢ଼ିବେ ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲା

ଭୁବନେଶ୍ବର : ଆସନ୍ତାକାଲି ଖୋଲିବ ସ୍କୁଲ । ପାଠ ପଢ଼ିବେ ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲା । ଏନେଇ ସବୁ ପ୍ରସ୍ତୁତି ସରିଛି । କିପରି ଗାଇଡଲାଇନ୍ ଅନୁସାରେ ସ୍କୁଲ ଖୋଲିବ, ସେନେଇ ଜିଲ୍ଲାପାଳଙ୍କ ସହ ଡିଇଓ ଓ ବିଇଓଙ୍କ ବୈଠକ ଅନୁଷ୍ଠିତ ହୋଇଛି । ସ୍କୁଲରେ ସାନିଟାଇଜର, ଥର୍ମାଲ ସ୍କାନିଂ ଓ ପାଣି ବ୍ୟବସ୍ଥା କରିବା ବାଧ୍ୟତାମୂଳକ । ତୁରନ୍ତ ସ୍କୁଲରେ କିପରି ହୋଇଛି ବନ୍ଦୋବସ୍ତ, ସେଥିପାଇଁ ଡିଇଓ ଓ ବିଇଓଙ୍କୁ ସ୍କୁଲ ପରିଦର୍ଶନ […]

Continue Reading

ପୃଥିବୀ ଆଡକୁ ମାଡ଼ି ଆସୁଛି ବିଶାଳକାୟ ଗ୍ରହାଣୁ, ୨୫ରେ ପିଟି ହେବ କି ?

ଭୁବନେଶ୍ୱର: ପୃଥିବୀ ସହ ଗ୍ରହଣୁର ଧକ୍କା ହେବ । ବିଭିନ୍ନ ସମୟରେ ଏମିତି ଖବର ଶୁଣିବାକୁ ମିଳିଥାଏ । ଟିଭି, ଖବରକାଗଜ ସମେତ ସୋସିଆଲ୍ ମିଡିଆରେ ଏଭଳି ଖବରକୁ ନେଇ ସାଧାରଣରେ ହଇଚଇ ସୃଷ୍ଟି ହୁଏ । ଆସନ୍ତା ୨୫ ତାରିଖରେ ପୃଥିବୀ ସହ ଗ୍ରହାଣୁର ଧକ୍କା ହେବା ନେଇ ଚର୍ଚ୍ଚା ଚାଲିଛି । ସତରେ କଣ ପୃଥିବୀ ସହ ଧକ୍କା ହେବ ? ଏହି ଗ୍ରହାଣୁର ନାଁ ୨୦୦୮ ଜିଓ-୨୦ । ଯାହାକୁ ୨୦୦୮ ମସିହାରେ ଆବିଷ୍କାର […]

Continue Reading

ଓଡ଼ିଶାର ୩ ଜିଲ୍ଲାରେ ୬୫% ଲୋକଙ୍କ ଶରୀରରେ ଆଣ୍ଟିବଡି

ଭୁବନେଶ୍ୱର: ଓଡ଼ିଶାରେ ୩ଟି ଜିଲ୍ଲାର ଲୋକଙ୍କ ଶରୀରରେ ୬୫ ପ୍ରତିଶତ ଆଣ୍ଟିବଡ଼ି ହୋଇଛି । ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେରୁ ଏହି ତଥ୍ୟ ସାମନାକୁ ଆସିଛି । ଏହି ତିନିଟି ଜିଲ୍ଲା ହେଲା ରାୟଗଡ଼ା, ଗଞ୍ଜାମ ଓ କୋରାପୁଟ । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୦.୯ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣା ପଡ଼ିଛି । ସେହିପରି ରାୟଗଡ଼ା ଜିଲ୍ଲାରେ ୬୩ ପ୍ରତିଶତ ଓ କୋରାପୁଟ ଜିଲ୍ଲାରେ ୬୧.୩ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ହୋଇଛି […]

Continue Reading

୧୪ଟି ଶିଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ୧୪ଟି ଶିଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୩୬ କୋଟି ଟଙ୍କା ପୁଞ୍ଜିନିବେଶ ହୋଇଥିବା ୩ଟି ଶିଳ୍ପର ଉଦଘାଟନ କରିଛନ୍ତି । ସେହିପରି ୧୧ଶହ କୋଟି ଟଙ୍କା ପୁଞ୍ଜିନିବେଶ ହୋଇଥିବା ୧୧ଟି ଶିଳ୍ପର ଶିଳାନ୍ୟାସ ହୋଇଛଇ । ଏଥିରେ ୩ ହଜାର ୭୭୩ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଅକ୍ଷୟ ଶକ୍ତି ଉତ୍ପାଦନ, ମେଟାଲ ଓ ଆନୁସଙ୍ଗିକ ଶିଳ୍ପରେ ପୁଞ୍ଜିନିବେଶ ହୋଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶା […]

Continue Reading