କଟକରେ ପେଟ୍ରୋଲ ଲିଟର ୮୦ ଟଙ୍କା, କିଏ ବିକୁଛି ଜାଣନ୍ତୁ

କଟକ : ସାରା ଦେଶରେ ଏବେ ଚିନ୍ତା ବଢ଼ାଇଛି ପେଟ୍ରୋଲ ଓ ଡିଜେଲ ଦର । ପ୍ରତିଦିନ ହୁ ହୁ ହୋଇ ବଢ଼ିଚାଲିଛି ଦର । ଲିଟର ପିଛା ଦର ୧୦୦ ଟଙ୍କା ଟପିଲାଣି । ଖାଉଟି ପକେଟରୁ ଟଙ୍କା ବି ଖାଲି ହୋଇଗଲାଣି । ଦରବୃଦ୍ଧିକୁ ନେଇ ବିରୋଧ ବି କରାଯାଉଛି । ହେଲେ କିଛି ବି ପ୍ରଭାବ ପଡୁନି । ଦରବୃଦ୍ଧିର ମହଙ୍ଗା ମାଡରେ ଲୋକ ଗାଡି ଚଲେଇବେ ନା ନାହିଁ ସେନେଇ ପଡିଲେଣି […]

Continue Reading

୪ ଦଫା ଦାବିରେ ଅଟଳ ଘରୋଇ ବସ ମାଲିକ ସଂଘ

ଭୁବନେଶ୍ବର : ରାଜ୍ୟରେ କୋହଳ ହେଲା କୋଭିଡ କଟକଣା । ସାରା ରାଜ୍ୟରେ ବସ ଚଳାଚଳ କରିବାକୁ ଅନୁମତି ଦେଲେ ରାଜ୍ୟ ସରକାର । ହେଲେ ଏବେ ସରକାରଙ୍କ ପାଇଁ ନୂଆ ସମସ୍ୟା ଛିଡା କରିଛନ୍ତି ବସ ମାଲିକ ସଂଘ । ତୈଳ ଦର ବୃଦ୍ଧି ସାଙ୍ଗକୁ ଦେଢ଼ ବର୍ଷ ହେଲାଣି ବସ ଅଚଳ ହୋଇ ପଡିଥିବା କହିଛନ୍ତି ଘରୋଇ ବସ ମାଲିକ ସଂଘ । ତେଣୁ ଏଭଳି ସ୍ଥିତିରେ ଋଣ କିସ୍ତି ସୁଝିବା ସମ୍ଭବପର ନୁହେଁ […]

Continue Reading

ଡରାଇଲାଣି ଡେଙ୍ଗୁ, ଜାନୁଆରୀରୁ ଏଯାଏଁ ଖୋର୍ଦ୍ଧାରେ ଚିହ୍ନଟ ହେଲେଣି ୧୧୩ ରୋଗୀ

ଭୁବନେଶ୍ବର : କରୋନା ସାଙ୍ଗକୁ ଏବେ ଡରାଇଲାଣି ଡେଙ୍ଗୁ । ରାଜ୍ୟରେ ମାତିଲେଣି ଡେଙ୍ଗୁ ମଶା । ଜାନୁଆରୀ ଠାରୁ ଏବେ ଯାଏଁ କେବଳ ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ହେଲେଣି ୧୧୩ ଜଣ ଡେଙ୍ଗୁ ରୋଗୀ । କେବଳ ଚଳିତ ମାସରେ ଚିହ୍ନଟ ହେଲେଣି ୧୦୩ ଜଣ ଡେଙ୍ଗୁ ରୋଗୀ । ଡେଙ୍ଗୁ ମଶାଙ୍କ ସଂଖ୍ୟା ବଢୁଥିବାରୁ ଘର ଚାରି ପାଖ ସଫା ରଖିବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନରଞ୍ଜନ ମିଶ୍ର । ତାଙ୍କ କହିବା […]

Continue Reading

ରାଜ୍ୟରେ ଟିକାକରଣ ବାବଦରେ ପିଏମ୍-ସିଏମ୍ ବୈଠକରେ ନୂଆ ପ୍ରସ୍ତାବ ରଖିଲେ ନବୀନ, ଜାଣନ୍ତୁ କ’ଣ କହିଲେ

ଭୁବନେଶ୍ୱର: ଆଜିର ପିଏମ-ସିଏମ ବୈଠକରେ ଯୋଗଦେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ରାଜ୍ୟର ଉପକୂଳ ଅଞ୍ଚଳରେ ଏବେ ବି କରୋନା ସଂକ୍ରମଣ ବଢ଼ୁଥିବାରୁ ଟିକା କୋଟା ବୃଦ୍ଧି କରିବାକୁ ନବୀନ କହିଛନ୍ତି । ୩ୟ ଲହରରେ ପିଲାମାନେ ସଂକ୍ରମଣ ହେବାର ଆଶଙ୍କା ରହିଥିବାରୁ ୧୨ରୁ ୧୮ ବର୍ଷର ପିଲାମାନଙ୍କ ଟିକାକରଣ ବ୍ୟବସ୍ଥା କରାଯିବାକୁ ସେ ପ୍ରସ୍ତାବ ଦେଇଛନ୍ତି । ଏହାଛଡ଼ା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ଘରୋଇ ହସ୍ପିଟାଲଗୁଡ଼ିକୁ ପ୍ରଦାନ କରାଯାଉଥିବା […]

Continue Reading

ବ୍ରାଉନ ସୁଗାର ଜବତ, ୩ ଚାଲାଣକାରୀ ଗିରଫ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ପୁଲିସକୁ ମିଳିଛି ବଡ଼ ସଫଳତା । ଅମର୍ଦାରୋଡ ରାସଗୋବିନ୍ଦପୁର ମୁଖ୍ୟ ରାସ୍ତାର ବାଜପେୟୀ ଛକରୁ ୩ ଜଣ ବ୍ରାଉନସୁଗାର ଚାଲାଣକାରୀଙ୍କୁ ଗିରଫ କରିଛି ପୁଲିସ ।  ସେମାନଙ୍କ ନିକଟରୁ ୫୦ ହଜାରରୁ ଅଧିକ ଟଙ୍କାର ବ୍ରାଉନ ସୁଗାର, ୨ଟି ବାଇକ୍ ଓ ୩ଟି ମୋବାଇଲ ଜବତ କରିଛି ପୁଲିସ । ଅଭିଯୁକ୍ତମାନେ ହେଲେ ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅଞ୍ଚଳର ଏସ୍କେ କରିମୁଦିନଓ କୁଳିଅଣା ଥାନା ଅଞ୍ଚଳର ସୁବାସ ଚନ୍ଦ୍ର […]

Continue Reading

ଦକ୍ଷିଣି ମୋଡ ପୂର୍ବରୁ ତିନି ରଥର ଯାଞ୍ଚ

ପୁରୀ : ଆସନ୍ତା ୧୭ ତାରିଖରେ ତିନି ରଥର ଦକ୍ଷିଣି ମୋଡ। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବୈଷୟିକ ଟିମ୍ ଦ୍ୱାରା ତିନି ରଥର ହେଲା ଯାଞ୍ଚ । ଶ୍ରୀଗୁଣ୍ଡିଚା ଯାତ୍ରା ପରେ ଆଜି ହେଉଛି ଯାଞ୍ଚ । ତିନି ରଥରେ ରହିଛି ସାମାନ୍ୟ ଫାଟ । ବଳଭଦ୍ରଙ୍କ ତାଳଧ୍ଵଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଗୋଟିଏ ଲେଖାଏଁ ଚକରେ ରହିଛି ସାମାନ୍ୟ ଫାଟ । ସେହିଭଳି ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ପ୍ରଭାରେ ରହିଛି […]

Continue Reading

କର୍ଫ୍ୟୁ ଉଲ୍ଲଂଘନ ନେଇ କାର୍ଯ୍ୟାନୁଷ୍ଠାନ

ପୁରୀ : ରଥଯାତ୍ରାରେ ଜାରି ହୋଇ ଥିବା କର୍ଫ୍ୟୁ ଉଲଘଂନ ।  କର୍ଫ୍ୟୁ ଉଲଘଂନ କରି ବଡ଼ ଦାଣ୍ଡରେ ଥିବା ବିଭିନ୍ନ ଘର ଛାତ ଉପରେ ରଥଯାତ୍ରା ଦେଖିବା ଓ ରଥ ନିକଟକୁ ଯିବା କାରଣକୁ ନେଇ ପୁରୀ ପୋଲିସ ପକ୍ଷରୁ କାର୍ଯ୍ୟନୁଷ୍ଠାନ । ପ୍ରଥମ ପର୍ଯ୍ୟାୟରେ ୧୦ ଜଣଙ୍କ ବିରୋଧରେ ପ୍ରମାଣ ମିଳିବା ପରେ ଆଇନ ଗତ କାର୍ଯ୍ୟନୁଷ୍ଠାନ ପାଇଁ ପୁରୀ ପୋଲିସର ପଦକ୍ଷେପ  । ୧୦ ଜଣ ହେଲେ ହରିୟାଣାର ଗୋବିନ୍ଦ କୃଷ୍ଣ ଦାସ […]

Continue Reading

କଟକ; ଟିକାକରଣ ପାଇଁ ଆଜି ସନ୍ଧ୍ୟାରୁ ସ୍ଲଟ୍‌ ବୁକିଂ ଆରମ୍ଭ

କଟକ: କଟକ ସହରରେ କୋଭିଶିଲ୍ଡ ଟିକାକରଣ ପାଇଁ ଅନଲାଇନ୍ ସ୍ଲଟ୍ ବୁକିଂ ଗୁରୁବାର ସନ୍ଧ୍ୟା ୬ ଟାରୁ ଆରମ୍ଭ ହେବ। ଏ ନେଇ କଟକ ମ୍ୟୁନିସିପାଲିଟି କର୍ପୋରେସନ୍ (ସିଏମସି) ଟ୍ୱିଟ୍ କରି କହିଛି। ସିଏମ୍‌ସି କହିଛି ଯେ ଜୁଲାଇ ୧୬ ପାଇଁ ୪୫ ବର୍ଷ ବୟସ୍କଙ୍କ ଲାଗି ଦ୍ୱିତୀୟ ଡୋଜ ପାଇଁ ସ୍ଲଟ୍ ଉପଲବ୍ଧ ହେବ। ଏଥିରେ ହିତାଧିକାରୀମାନେ କୋଭିଶିଲ୍ଡର ପ୍ରଥମ ଡୋଜ ପାଇବାର ୮୪ ଦିନ ପୂରଣ କରିଥିବା ଆବଶ୍ୟକ।

Continue Reading

ସ୍ୱାବଲମ୍ବୀ କରୁଛି ଗାଁରେ ବ୍ୟାଙ୍କ୍

ମାଲକାନଗିରି : କରୋନା ମହାମାରୀ ଦୋହଲାଇ ଦେଇଛି ସମଗ୍ର ଦେଶର ଅର୍ଥନିତିକୁ । ଗତ ଦୁଇ ବର୍ଷ ଧରି ଲୋକେ ବ୍ୟାଙ୍କ ଓ ସାହୁକାର ମାନଙ୍କ ଋଣ ସୁଝି ପାରୁନଥିବା ବେଳେ ଠପ୍ ହୋଇ ପଡିଛି ବ୍ୟବସାୟ ବାଣିଜ୍ୟ ଓ ଚାଷ ବାସ । ହେଲେ ଠିକ ଏତିକ ବେଳେ ନିଜେ ସ୍ୱାବଲମ୍ବୀ ହେବା ସହ ଋଣ ମୁକ୍ତ ଗାଁର ପରିଚୟ ଦେଇ ରାଜ୍ୟରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରି ପାରିଛନ୍ତି ମାଲକାନଗିରି ଜିଲ୍ଲା ମାଥିଲି […]

Continue Reading

ଓଡ଼ିଶାରେ ବସ୍ ଚଳାଚଳକୁ ମିଳିଲା ଅନୁମତି, ଜାଣନ୍ତୁ କ’ଣ ରହିଛି ଗାଇଡଲାଇନ୍

ଭୁବନେଶ୍ୱର: ରାଜ୍ୟ ପାଇଁ ଆଜି ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ୍ ଲାଗୁ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । କରୋନା ଏବେ ନିୟନ୍ତ୍ରଣକୁ ଆସିନଥିବାରୁ କାଟେଗୋରୀ ‘ଏ’ ଓ ‘ବି’ରେ ୧୦ ଜିଲ୍ଲା ପୂର୍ବପରି ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । କିନ୍ତୁ ନୂଆ ଗାଇଡଲାଇନ୍ ଅନୁସାରେ ଉଭୟ କାଟେଗୋରୀରେ ବସ୍ ଚଳାଚକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । […]

Continue Reading