RWSS ବିଭାଗରେ ଦୁର୍ନୀତି, ଲାଞ୍ଚ ଦିଆନିଆର ଭିଡିଓ ଭାଇରାଲ

ବାରିପଦା : RWSS ବିଭାଗରେ ଦୁର୍ନୀତି । ଟଙ୍କା ଦିଆନିଆର ଭିଡିଓ ଭାଇରାଲ । ଜିଲ୍ଲାର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗରେ ଦୁର୍ନୀତି ପଦାରେ ପଡ଼ିଛି । ତେବେ ଅଫିସ୍ ଭିତରେ କିଭଳି ବିଡା ବିଡା ଟଙ୍କା ନେଉଛନ୍ତି କାର୍ଯ୍ୟାଳୟର କ୍ୟସିଆର୍ ସେହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଥରେ କିମ୍ବା ଅଧେ ନୁହେଁ ବାରମ୍ବାର କ୍ୟାସିଆର ରମାକାନ୍ତ ମହାନ୍ତି ବିଭିନ୍ନ ସମୟରେ ବିଭାଗରେ କାର୍ଯ୍ୟ କରୁଥିବା ଠିକାଦାରଙ୍କ ପକ୍ଷରୁ ବିଭିନ୍ନ ଆଳ […]

Continue Reading

ରାଜପରିବାରର ନଜର ନାହିଁ; ଗଜପତି ରାଜପ୍ରାସାଦ ଟଳମଳ

ବ୍ରହ୍ମପୁର: ରାଜପରିବାରର ନଜର ନାହିଁ। ରାଜ୍ୟ ସରକାରଙ୍କର ବି ଧ୍ୟାନ ନାହିଁ। ଏ ପରିସ୍ଥିତିରେ ସ୍ଵତନ୍ତ୍ର ଓଡ଼ିଶା ଗଠନ ଆନ୍ଦୋଳନର ମୂଳଦୂଆ ପଡ଼ିଥିବା ଗଜପତି ପାରଳାଖେମୁଣ୍ଡିରେ ଥିବା ରାଜପ୍ରାସାଦ ତାର ଚମକ ହରାଇବାରେ ଲାଗିଲାଣି। ସଂରକ୍ଷଣ ଅଭାବରୁ ଭାଙ୍ଗିବାର ଆଶଙ୍କା ସୃଷ୍ଟି ହୋଇଛି। ନିର୍ମାଣ ଓ ଅବସ୍ଥିତି ଦୃଷ୍ଟିରୁ ଏ ରାଜପ୍ରାସାଦ ବେଶ ଚମତ୍କାର।  ଗଙ୍ଗବଂଶଜ ତଥା ଗଜପତିର ଶାସକ ଏଠାରେ ସ୍ଥାୟୀ ଆବାସ ନିର୍ମଣ ପାଇଁ ୧୮୩୫ରେ ସ୍ଥିର କରିଥିଲେ। ସେତେବେଳର ରାଜା ଗଜପତି ନାରାୟଣ […]

Continue Reading

କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ପ୍ରସ୍ତୁତ ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର : କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ପ୍ରସ୍ତୁତ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲାପାଳ, ମେଡିକାଲ କଲେଜ, ମ୍ୟୁନିସିପାଲ କମିଶନରଙ୍କୁ ଦିଆଯାଇଛି ନିର୍ଦ୍ଦେଶ । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ତୃତୀୟ ଲହରକୁ ନଜରରେ ରଖି ବିଶେଷ ବ୍ୟବସ୍ଥା କରିଛି ସ୍ବାସ୍ଥ୍ୟ ବିଭାଗ । ଖାସକରି ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେଣୁ ସମସ୍ତ […]

Continue Reading

କଟକରେ ଆସନ୍ତାକାଲିଠୁ ସବୁ ବର୍ଗଙ୍କ ଲାଗି ୱାକ୍‌ ଇନ୍‌ କୋଭିଡ୍‌ ଟିକାକରଣ ଆରମ୍ଭ

କଟକ: ସହରର ସମସ୍ତ ବୟସ ବର୍ଗଙ୍କ ପାଇଁ ୱାକ-ଇନ୍ କୋଭିଡ୍‌-୧୯ ଟିକାକରଣ ଘୋଷଣା କରିଛି ସିଏମ୍‌ସି। ଜୁଲାଇ ୫ ତାରିଖରେ, ୧୮ରୁ ୪୪ ବର୍ଷ ବର୍ଗର ଲୋକମାନେ ପ୍ରଥମ ଟିକା ଗ୍ରହଣ କରିପାରିବେ। ଏହି ବର୍ଗର ଲୋକମାନେ ସକାଳ ୯ ଟାରୁ ୧ ଟା ମଧ୍ୟରେ ଟିକା ଦେଇପାରିବେ। ସେହିଭଳି, ୪୫ରୁ ଅଧିକ ବୟସ ବର୍ଗର ଲୋକମାନେ ସକାଳ ୯ ଟାରୁ ୧ ଟା ମଧ୍ୟରେ ଟିକା ନେଇପାରିବେ। ଦ୍ୱିତୀୟ ଡୋଜ୍ ନେଉଥିବା ବ୍ୟକ୍ତି ପ୍ରଥମ ଡୋଜ […]

Continue Reading

ଅନ୍ଧକାରରେ ଶିକ୍ଷା ଓ ଦୀକ୍ଷା

ଭୁବନେଶ୍ୱର: ଆଜିକାଲି ଫୋନ ଟିକୁ ଆଡ଼େଇଦେଲେ ଅଦ୍ଭୁତ ଅଦ୍ଭୁତ ଭିଡ଼ିଓ ଗୁଡ଼ିଏ ଆସୁଛି l ଆପଣ ଯଦି କିଛି ସମୟ ଦେଖିବେ ତାହେଲେ ଜାଣି ପାରିବେ ଏବେ ଆମ ସମାଜର ଗତି କୁଆଡ଼େ ! ଛୋଟ ଛୋଟ ପିଲା କିନ୍ତୁ ସେମାନଙ୍କର ହାବଭାବ ଦେଖିଲେ କିଛି ସମୟ ପାଇଁ ସମସ୍ତେ ସ୍ତବ୍ଧ ହେଇଯିବେ । ଆଚରଣ, ଉଚ୍ଚାରଣ ଏମିତି ଯେ ଗଣମାଧ୍ୟମ ସାମ୍ନାରେ ତାକୁ ଯେ ଦେଖୁଥିବେ ସେ ନିଶ୍ଚିତ ଭାବରେ ନିଜକୁ ପ୍ରଶ୍ନ କରୁଥିବ ଯେ […]

Continue Reading

ରାଜ୍ୟର ଏହି ୭ ଜିଲ୍ଲାରେ ବଜ୍ରପାତ ସହିତ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡିଶାର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, କନ୍ଧମାଳ, ବୈଦ, କଳାହାଣ୍ଡି ଏବଂ ଗଞ୍ଜାମ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିିଛି ଆଇଏମ୍‌ଡି। ଏହା ମଧ୍ୟରୁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକର ଗୋଟିଏ […]

Continue Reading

ରାଜ୍ୟରେ ୧ କୋଟି ଟପିଲା ଟିକାକରଣ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ୧ କୋଟି ଟପିଲା ଟିକାକରଣ ସଂଖ୍ୟା। କରୋନା ଟିକାକରଣର ପ୍ରଥମ ମାତ୍ରା ସହିତ ଏକ କୋଟି ଲୋକଙ୍କୁ ଟିକାକରଣ କରିବାରେ ଓଡିଶା ଏକ ଐତିହାସିକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଏ ନେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ବିଭାଗ ରବିବାର ଟୁଇଟ୍ କରିଛି। ଟୁଇଟ୍‌ରେ ଆହୁରି ମଧ୍ୟ କୁହାଯାଇଛି ଯେ ଆମେ ବିଶ୍ବ ଟିକାକରଣ ଆଡକୁ ଅଗ୍ରସର ହେଉଛୁ। ଏହା ସମ୍ଭବ ହୋଇଥିବାରୁ ଆମେ ଓଡିଶାବାସୀ ତଥା ଆମର ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟ କର୍ମୀଙ୍କୁ […]

Continue Reading

ପ୍ରବନ୍ଧ ଜ୍ଞାନର ମାର୍ଗକୁ ପ୍ରସାରିତ କରେ : ଚନ୍ଦ୍ରଶେଖର ହୋତା

ଭୁବନେଶ୍ୱର: ଓଡ଼ିଆ ସାହିତ୍ୟ ଆକାଶର ଜଣେ ଉଜ୍ଜ୍ୱଳ ନକ୍ଷତ୍ର ଚନ୍ଦ୍ରଶେଖର ହୋତା । ତାଙ୍କ ସୃଷ୍ଟିର ଦିଗନ୍ତ ମାପି ହୁଏ ନାହିଁ । ତାଙ୍କ ସୃଷ୍ଟିର ନିଆରା ବିଷୟବସ୍ତୁ ତଥା ଆକର୍ଷଣୀୟ କଥନଶୈଳୀ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖେ ପାଠକଙ୍କୁ । ତାଙ୍କ ରଚିତ ପ୍ରବନ୍ଧ ଗୁଡ଼ିକ ପାଠକର ମନକୁ ଆନ୍ଦୋଳିତ କରିପାରିବାର ସାମର୍ଥ୍ୟ ରଖନ୍ତି । ଏହା ଛଡା କବିତା ରଚନା କ୍ଷେତ୍ରରେ ମଧ୍ୟ ସେ ଖୁବ ସଫଳ । ତାଙ୍କ ରଚିତ କବିତା ଗୁଡ଼ିକ […]

Continue Reading

ଲାଞ୍ଚ ନେବା ବେଳେ ଭିଜିଲାନ୍ସର ସ୍ୱତନ୍ତ୍ର ସରକାରୀ ଓକିଲଙ୍କୁ ଧରିଲା ଭିଜିଲାନ୍ସ

ଭବାନୀପାଟଣା: ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଭିଜିଲାନ୍ସର ସ୍ୱତନ୍ତ୍ର ସରକାରୀ ଓକିଲ । ପୁରୁଣା ମାମଲା ରଫାଦଫା ପାଇଁ ଲାଞ୍ଚ ନେଉଥିଲେ । ଭବାନୀପାଟଣା ଭିଜିଲାନ୍ସର ସ୍ୱତନ୍ତ୍ର ସରକାରୀ ଓକିଲ ଆଶୁତୋଷ ମିଶ୍ରଙ୍କୁ ଧରିଛି କଟକର ସ୍ୱତନ୍ତ୍ର ଭିଜିଲାନ୍ସ ଟିମ୍ । ଅଭିଯୋଗ ଅନୁସାରେ, ମହୁଲପାଟଣା ଫାଣ୍ଡିର ପୂର୍ବତନ ଏଏସଆଇ ମଳୟ ରଣାଙ୍କ ଭିଜିଲାନ୍ସ କେସ୍ ରଫାଦଫା ପାଇଁ ଏହି ଡିଲ୍ ହୋଇଥିଲା । ଆଶୁତୋଷ ମିଶ୍ର ୩ ଲକ୍ଷ ଟଙ୍କା ଦାବି […]

Continue Reading

ପୁରୀରେ ଛାତ ଉପରୁ ରଥଯାତ୍ରା ଦେଖିବା ମନା, ପୂର୍ବ ନିଷ୍ପତ୍ତି ବଦଳାଇଲା ଜିଲ୍ଲା ପ୍ରଶାସନ

ପୁରୀ: ଆଉ ଦିନ କେଇଟା ପରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କରୋନା ଯୋଗୁ ଏବର୍ଷ ବି ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ଘୋଷଯାତ୍ରା । ବଡ଼ଦାଣ୍ଡରେ ଜାରି ହେବ ୧୪୪ ଧାରା । ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ଘର ଛାତ ଉପରେ ବି ୧୪୪ ଧାରା ହେବ । ଘରର ପରିବାର ଲୋକ ଛାତ ଉପରୁ ରଥଯାତ୍ରା ଦେଖି ପାରିବେ ନାହିଁ । ପୂର୍ବ ନିଷ୍ପତ୍ତିକୁ ଜିଲ୍ଲା ପ୍ରଶାସନ ବଦଳାଇଛି । ପୂର୍ବରୁ ପରିବାର […]

Continue Reading