ଶ୍ରୀଜିଉଙ୍କ ରାଜପ୍ରାସାଦ ବିଜେ ନୀତି

ପୁରୀ  : ଆଜି ଦ୍ୱାଦଶୀ ତିଥିରେ ଶ୍ରୀଜିଉ ମାନଙ୍କର ଅନୁଷ୍ଠିତ ହେବ ରାଜପ୍ରାସାଦ ବିଜେ ନୀତି | ସକାଳ ଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟିବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯିବ | ଗତକାଲି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଖଳି ଲାଗି ଓ ରକ୍ତ ବସ୍ତ୍ର ଲାଗି କରାଯାଇଥିବା ବେଳେ ଶ୍ରୀଜିଉଙ୍କୁ ଶ୍ରୀ ବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ଔଷଧ ଲାଗି କରାଯାଇଥିଲା | ମହାପ୍ରଭୁ ଆରୋଗ୍ୟ […]

Continue Reading

ଭୁବନେଶ୍ୱର ଭୀମଟାଙ୍ଗି ମର୍ଡର ମିଷ୍ଟ୍ରି: ଅଭିଯୁକ୍ତର ମାଆ କଲେ ଚାଞ୍ଚଲ୍ୟକର ଖୁଲ୍ଲାସା

ଯାଜପୁର: ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳରେ ଭଡ଼ାଘରେ ମହିଳାଙ୍କୁ ନିର୍ମମ ହତ୍ୟା ଘଟଣାରେ ମୁହଁ ଖୋଲିଲେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ମାଆ । ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି । ଜଗନ୍ନାଥଙ୍କ ସହ ବିବାହ ପୂର୍ବରୁ ମୃତ ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କର ପ୍ରେମ ସମ୍ପର୍କ ଥିଲା । ଦୁହେଁ ଦୁହିଁଙ୍କୁ ଜାଣିଥିଲେ । ତେବେ ପ୍ରିୟଙ୍କା ବିବାହ କରିବା ପରେ ସମ୍ପର୍କ ତୁଟି ଯାଇଥିଲା । ଜଗନ୍ନାଥଙ୍କ ମାଆ କହିଛନ୍ତି, ତାଙ୍କ ପୁଅ ରାଣ ଖାଇଥିଲା କେବେ ପ୍ରିୟଙ୍କାଙ୍କୁ ଫୋନ୍ କରିବେନି […]

Continue Reading

ଫିଲ୍ମ ସୁଟିଂକୁ ଅନୁମତି; ତଥାପି ଦ୍ଵନ୍ଦ୍ଵରେ ଓଲିଉଡ୍

ଭୁବନେଶ୍ଵର: ୧ ତାରିଖରୁ ଓଡ଼ିଶାରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ, ସଂକ୍ରମଣ ସଂଖ୍ୟା ଦୃଷ୍ଟିରୁ ୩୦ ଜିଲ୍ଲାକୁ ୨ ଭାଗରେ ଭାଗ କରିଦେଇଛନ୍ତି। ‘ଏ’ ବର୍ଗ ଜିଲ୍ଲାଗୁଡ଼ିକରେ ଉଭୟ ଆଉଟଡୋର୍ ଓ ଇନଡୋର ସୁଟିଂକୁ ଅନୁମତି ମିଳିଥିବା ବେଳେ ‘ବି’ ବର୍ଗ ଜିଲ୍ଲାଗୁଡ଼ିକରେ କେବଳ ଆଉଟଡୋର୍ ସୁଟିଂକୁ ଅନୁମତି ମିଳିଛି। ଏହାଛଡ଼ା କରୋନା ପ୍ରୋଟୋକଲ ଦୃଷ୍ଟିରୁ ଅନେକ କଟକଣା ରହିଛି।ଏହାକୁ ନେଇ ଓଲିଉଡରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଭୂମିକା ଦାଶ,  ଅଭିନେତ୍ରୀ -ଓଲିଉଡ୍ ଅଭିନେତ୍ରୀ […]

Continue Reading

ବିଶିଷ୍ଟ କ୍ଷୁଦ୍ର ଗଳ୍ପ ଲେଖକ ସୁଧୀର କୁମାରଙ୍କ ପରଲୋକ

ଭୁବନେଶ୍ୱର: ଆଉ ନାହାନ୍ତି ବିଶିଷ୍ଟ କ୍ଷୁଦ୍ର ଗଳ୍ପ ଲେଖକ ସୁଧୀର କୁମାର ବିଜୟେନ୍ଦ୍ର ନାରାୟଣ । ହୃଦ ଘାତରେ ତାଙ୍କର ପରଲୋକ ହୋଇଯାଇଛି । ସୋମବାର ସକାଳେ ତାଙ୍କ ବାସଭବନରେ ୮୦ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ହୋଇଛି । ସେ ଜଣେ ରିଟାୟାର୍ଡ ଇଞ୍ଜିନିୟର । ତେବେ ବହୁତ ମେଳାପୀ ଓ ଉଦାର ସ୍ୱଭାବ ଥିବା ବେଳେ ଜାପାନୀ ବାବୁ ଭାବେ ବେଶ ଜଣାଶୁଣା । ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କର […]

Continue Reading

RWSS ବିଭାଗରେ ଦୁର୍ନୀତି, ଲାଞ୍ଚ ଦିଆନିଆର ଭିଡିଓ ଭାଇରାଲ

ବାରିପଦା : RWSS ବିଭାଗରେ ଦୁର୍ନୀତି । ଟଙ୍କା ଦିଆନିଆର ଭିଡିଓ ଭାଇରାଲ । ଜିଲ୍ଲାର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗରେ ଦୁର୍ନୀତି ପଦାରେ ପଡ଼ିଛି । ତେବେ ଅଫିସ୍ ଭିତରେ କିଭଳି ବିଡା ବିଡା ଟଙ୍କା ନେଉଛନ୍ତି କାର୍ଯ୍ୟାଳୟର କ୍ୟସିଆର୍ ସେହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଥରେ କିମ୍ବା ଅଧେ ନୁହେଁ ବାରମ୍ବାର କ୍ୟାସିଆର ରମାକାନ୍ତ ମହାନ୍ତି ବିଭିନ୍ନ ସମୟରେ ବିଭାଗରେ କାର୍ଯ୍ୟ କରୁଥିବା ଠିକାଦାରଙ୍କ ପକ୍ଷରୁ ବିଭିନ୍ନ ଆଳ […]

Continue Reading

ରାଜପରିବାରର ନଜର ନାହିଁ; ଗଜପତି ରାଜପ୍ରାସାଦ ଟଳମଳ

ବ୍ରହ୍ମପୁର: ରାଜପରିବାରର ନଜର ନାହିଁ। ରାଜ୍ୟ ସରକାରଙ୍କର ବି ଧ୍ୟାନ ନାହିଁ। ଏ ପରିସ୍ଥିତିରେ ସ୍ଵତନ୍ତ୍ର ଓଡ଼ିଶା ଗଠନ ଆନ୍ଦୋଳନର ମୂଳଦୂଆ ପଡ଼ିଥିବା ଗଜପତି ପାରଳାଖେମୁଣ୍ଡିରେ ଥିବା ରାଜପ୍ରାସାଦ ତାର ଚମକ ହରାଇବାରେ ଲାଗିଲାଣି। ସଂରକ୍ଷଣ ଅଭାବରୁ ଭାଙ୍ଗିବାର ଆଶଙ୍କା ସୃଷ୍ଟି ହୋଇଛି। ନିର୍ମାଣ ଓ ଅବସ୍ଥିତି ଦୃଷ୍ଟିରୁ ଏ ରାଜପ୍ରାସାଦ ବେଶ ଚମତ୍କାର।  ଗଙ୍ଗବଂଶଜ ତଥା ଗଜପତିର ଶାସକ ଏଠାରେ ସ୍ଥାୟୀ ଆବାସ ନିର୍ମଣ ପାଇଁ ୧୮୩୫ରେ ସ୍ଥିର କରିଥିଲେ। ସେତେବେଳର ରାଜା ଗଜପତି ନାରାୟଣ […]

Continue Reading

କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ପ୍ରସ୍ତୁତ ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର : କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ପ୍ରସ୍ତୁତ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲାପାଳ, ମେଡିକାଲ କଲେଜ, ମ୍ୟୁନିସିପାଲ କମିଶନରଙ୍କୁ ଦିଆଯାଇଛି ନିର୍ଦ୍ଦେଶ । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ତୃତୀୟ ଲହରକୁ ନଜରରେ ରଖି ବିଶେଷ ବ୍ୟବସ୍ଥା କରିଛି ସ୍ବାସ୍ଥ୍ୟ ବିଭାଗ । ଖାସକରି ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେଣୁ ସମସ୍ତ […]

Continue Reading

କଟକରେ ଆସନ୍ତାକାଲିଠୁ ସବୁ ବର୍ଗଙ୍କ ଲାଗି ୱାକ୍‌ ଇନ୍‌ କୋଭିଡ୍‌ ଟିକାକରଣ ଆରମ୍ଭ

କଟକ: ସହରର ସମସ୍ତ ବୟସ ବର୍ଗଙ୍କ ପାଇଁ ୱାକ-ଇନ୍ କୋଭିଡ୍‌-୧୯ ଟିକାକରଣ ଘୋଷଣା କରିଛି ସିଏମ୍‌ସି। ଜୁଲାଇ ୫ ତାରିଖରେ, ୧୮ରୁ ୪୪ ବର୍ଷ ବର୍ଗର ଲୋକମାନେ ପ୍ରଥମ ଟିକା ଗ୍ରହଣ କରିପାରିବେ। ଏହି ବର୍ଗର ଲୋକମାନେ ସକାଳ ୯ ଟାରୁ ୧ ଟା ମଧ୍ୟରେ ଟିକା ଦେଇପାରିବେ। ସେହିଭଳି, ୪୫ରୁ ଅଧିକ ବୟସ ବର୍ଗର ଲୋକମାନେ ସକାଳ ୯ ଟାରୁ ୧ ଟା ମଧ୍ୟରେ ଟିକା ନେଇପାରିବେ। ଦ୍ୱିତୀୟ ଡୋଜ୍ ନେଉଥିବା ବ୍ୟକ୍ତି ପ୍ରଥମ ଡୋଜ […]

Continue Reading

ଅନ୍ଧକାରରେ ଶିକ୍ଷା ଓ ଦୀକ୍ଷା

ଭୁବନେଶ୍ୱର: ଆଜିକାଲି ଫୋନ ଟିକୁ ଆଡ଼େଇଦେଲେ ଅଦ୍ଭୁତ ଅଦ୍ଭୁତ ଭିଡ଼ିଓ ଗୁଡ଼ିଏ ଆସୁଛି l ଆପଣ ଯଦି କିଛି ସମୟ ଦେଖିବେ ତାହେଲେ ଜାଣି ପାରିବେ ଏବେ ଆମ ସମାଜର ଗତି କୁଆଡ଼େ ! ଛୋଟ ଛୋଟ ପିଲା କିନ୍ତୁ ସେମାନଙ୍କର ହାବଭାବ ଦେଖିଲେ କିଛି ସମୟ ପାଇଁ ସମସ୍ତେ ସ୍ତବ୍ଧ ହେଇଯିବେ । ଆଚରଣ, ଉଚ୍ଚାରଣ ଏମିତି ଯେ ଗଣମାଧ୍ୟମ ସାମ୍ନାରେ ତାକୁ ଯେ ଦେଖୁଥିବେ ସେ ନିଶ୍ଚିତ ଭାବରେ ନିଜକୁ ପ୍ରଶ୍ନ କରୁଥିବ ଯେ […]

Continue Reading

ରାଜ୍ୟର ଏହି ୭ ଜିଲ୍ଲାରେ ବଜ୍ରପାତ ସହିତ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡିଶାର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, କନ୍ଧମାଳ, ବୈଦ, କଳାହାଣ୍ଡି ଏବଂ ଗଞ୍ଜାମ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିିଛି ଆଇଏମ୍‌ଡି। ଏହା ମଧ୍ୟରୁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକର ଗୋଟିଏ […]

Continue Reading