ଯୁବକଙ୍କୁ ପିଟିପିଟି ହତ୍ୟା, ଟଙ୍କା ଓ ମୋବାଇଲ୍ ଲୁଟ୍

କନ୍ଧମାଳ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ବଡ଼ଭୂଇଁ ଗ୍ରାମର ସୁଜିତ ସାହାଣୀ ନାମକ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ସହ ୩୦ ହଜାର ଟଙ୍କା ଓ ମୋବାଇଲ୍ ଲୁଟ୍ ହୋଇଛି। ତେବେ ହତ୍ୟାକାରୀଙ୍କ ସମ୍ପର୍କରେ କିଛି ସୂଚନା ମିଳିନାହିଁ। ଗତକାଲି ରାତିରେ ବଡ଼ଭୂଇଁ ଗ୍ରାମର ଟିପେଇ ସାହାଣୀ ଓ ସୁଜିତ ସାହାଣୀ ଚକାପାଦ ବ୍ଲକ ପାଣ୍ଡୁଗୁଡ଼ାକୁ ବିବାହ ଭୋଜିରେ ଯୋଗଦେବାକୁ ଯାଇଥିଲେ। ତେବେ ସେଠାରେ କିଛି ଲୋକଙ୍କ ସହ ସେମାନଙ୍କର ଗଣ୍ଡଗୋଳ ହୋଇଥିଲା। ସେମାନେ ରାତ […]

Continue Reading

ସିଏମ୍ ରିଲିଫ ପାଣ୍ଠିକୁ ଓଏସବିସିଏଲ୍ ଦେଲା ୫ କୋଟି

ଭୁବନେଶ୍ଵର: କରୋନା ମୁକାବିଲା ପାଇଁ ଓଡ଼ିଶା ରାଜ୍ୟ ପାନୀୟ ନିଗମ ଲିମିଟେଡ (ଓଏସବିସିଏଲ୍) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଏହି ଚେକ୍ ଗ୍ରହଣ କରିଥିଲେ। ପାନୀୟ ନିଗମ ଲିମିଟେଡର ଚେୟାରମ୍ୟାନ ତଥା ଅବକାରୀ ବିଭାଗର ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନୀ ଏହି ଚେକ୍ ପ୍ରଦାନ କରିଥିବା ବେଳେ ସେଠାରେ ଅନ୍ୟମାନଙ୍କ ମଧ୍ୟରେ […]

Continue Reading

କନ୍ଧମାଳ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳି ବିନିମୟ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା କୁମ୍ଭହାରୁ ନିକଟ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ପୁଲିସ ଗୁଳିର ସାମ୍ନା କରି ନ ପାରି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। କନ୍ଧମାଳ ଏସପିଙ୍କ ସୂଚନା ଅନୁସାରେ ଏସଓଜି ଓ କନ୍ଧମାଳ ଡିଭିଏଫର ମିଳିତ ଟିମ୍ କୁମ୍ଭହାରୁ ଜଙ୍ଗଲରେ ୨୦ ତାରିଖରୁ କମ୍ବିଂ ଅପରେସନ ଚଳାଇଥିଲା। ତେବେ ଆଜି ସକାଳେ ଅପରେସନ ଚାଲିଥିବା ୨୦ରୁ ୨୫ ମାଓବାଦୀ ଅତର୍କିତ ଗୁଳି ଚଳାଇଥିଲେ। ତେବେ ପୁଲିସବାହିନୀ ସେମାନଙ୍କୁ […]

Continue Reading

ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ଅନୁଷ୍ଠିତ

ପୁରୀ: ଦିନେ ପରେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ତାପୂର୍ବରୁ ଆଜି ଦଇତା ସେବକମାନେ ମଙ୍ଗଳ ଆଳତୀ ପରେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ପରମ୍ପରା ଅନୁସାରେ, ସ୍ନାନଯାତ୍ରା ପୂର୍ବରୁ ତ୍ରୟୋଦାଶୀ ତିଥିରେ ଦଇତାପତିମାନେ ଶ୍ରୀମନ୍ଦିର ପ୍ରବେଶ କରିଥାନ୍ତି । ଏଥିସହ ଆଜି ଶ୍ରୀମନ୍ଦିରରେ ବାହୁଟ କଣ୍ଟ ବନ୍ଧା ନୀତି ହେଉଛି । ଆସନ୍ତାକାଲି ସେନାପଟା ବନ୍ଧା ଯିବ । ଗୁରୁବାର ଦିନ ଶ୍ରୀମନ୍ଦିରରେ ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସ୍ନାନନୀତି  ଅନୁଷ୍ଠିତ ହେବ । ତାପୂର୍ବରୁ […]

Continue Reading

କଟକ ଓ ଭୁବନେଶ୍ବର ସମେତ ଏସବୁ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡିଶାର ପାଞ୍ଚଟି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା (ଭୁବନେଶ୍ୱର), କଟକ (କଟକ ସହର), ଜଗତସିଂହପୁର, କେନ୍ଦ୍ରାପଡା ଏବଂ ନୟାଗଡ଼ରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ତେବେ ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ଲୋକଙ୍କୁ ନିରାପଦ ସ୍ଥାନରେ ରହିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର।

Continue Reading

ଟିକା ନେଇ ନଥିଲେ ଗଞ୍ଜାମ ଜିଲ୍ଲାରେ ଦୋକାନ ଖୋଲିବା ମନା

ବ୍ରହ୍ମପୁର: କରୋନା ମହାମାରୀ ବିରୋଧୀ ଲଢ଼େଇରେ ଲକଡାଉନ୍, ସଟଡାଉନ୍ ହେଉଛି ଟିକାକରଣ ସବୁବେଳେ ମୁକାବିଲାରେ କିଛି ନା କିଛି ନୂଆ କରିଥାଏ ଗଞ୍ଜାମ ଜିଲ୍ଲା ପ୍ରଶାସନ । ଏବେ ଟିକାକରଣକୁ ଗୁରୁତ୍ୱ ଦେଇ ଅଭିନବ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ । ତାଲାବନ୍ଦ କଟକଣା ଭିତରେ ଯେତିକି ବ୍ୟବସାୟିକ ପ୍ରତିଷ୍ଠାନ ଖୋଲୁଛି, ସେମାନଙ୍କ ପାଇଁ ଟିକା ନେବା ବାଧ୍ୟତାମୂଳକ କରାଯାଇଛି । ଟିକା ନନେଲେ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ ବୋଲି କହିଛନ୍ତି ଗଞ୍ଜାମ ଜିଲାପାଳ ବିଜୟ ଅମୃତା […]

Continue Reading

ସ୍ପ୍ରିଣ୍ଟ କିଙ୍ଗ ମିଲଖା ସିଂ

ଭୁବନେଶ୍ୱର:ଇଣ୍ଡିଆନ୍ ଫିଲ୍ଡ ସ୍ପ୍ରିଣ୍ଟ ଲିଜେଣ୍ଡ ମିଲଖା ସିଂ t। ଭାରତର ସବୁଠୁ ବଡ ନାମୀ ଖେଳାଳି ହେଉଛନ୍ତି ମିଲ୍‌ଖା । ଖାଲି ସେତିକି ନୁହେଁ ଏସିଆନ୍ ଗେମ୍ସ ଓ କମନୱେଲ୍‌ଥ ଗେମ୍ସରେ ୪୦୦ ମିଟରରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଏକ ମାତ୍ର ଭାରତୀୟ ହେଉଛନ୍ତି ମିଲଖା । ପଞ୍ଜ।।ବ ଗୋବିନ୍ଦପୁରାର ରାଜପୁତ ଶିଖ୍ ପରିବାରରେ ଜନ୍ମ । ପିଲାଟି ବେଳରୁ ସଂଘର୍ଷପୁର୍ଣ୍ଣ ଜୀବନ ଜୀଉଁଥବା ମିଲଖା ସେନାରୁ ପାଲଟିଥିଲେ ସ୍ପ୍ରିଣ୍ଟ ଲିଜେଣ୍ଡ । କରୋନାରେ ଆକ୍ରାନ୍ତ […]

Continue Reading

ପାଣି ଭିତରୁ ଭଗ୍ନ ମନ୍ଦିର ଉଦ୍ଧାର

ମାଲକାନାଗିରି : ପାଣି ଭିତରୁ ଉଦ୍ଧାର ହୋଇଛି ଭଗ୍ନ ମନ୍ଦିର । ମାଲକାନାଗିରି ବାଲିମେଳା ଜଳ ଭଣ୍ଡାରରୁ ମିଳିଛି ପୁରୁଣା ମନ୍ଦିରର ଭଗ୍ନ ଅଂଶ । ଜଳଭଣ୍ଡାରରୁ ପାଣି କମିଯିବାରୁ ଏହି ପ୍ରାଚୀନ ମନ୍ଦିର ଦୃଶ୍ୟ ମାନ ହୋଇଛି । ଖାଲି ସେତିକି ନୁହେଁ ଆଖପାଖରୁ ମଧ୍ୟ ବହୁ ଛୋଟ ବଡ ମୂର୍ତ୍ତି ଉଦ୍ଧାର କରାଯାଇଛି । ତେବେ ଏହି ଗୁଡିକର ରକ୍ଷଣାବେକ୍ଷଣ ସହ ମନ୍ଦିରର ପୁନରୁଦ୍ଧାର କରାଯିବାକୁ ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି ।

Continue Reading

ଯୋଗକୁ ଗୁରୁତ୍ୱ ଦେଉନାହାନ୍ତି ରାଜଧାନୀବାସୀ: ସର୍ଭେ

ଭୁବନେଶ୍ୱର: ସାରା ବିଶ୍ୱରେ ବର୍ତ୍ତମାନ ଯୋଗକୁ ଗୁରୁତ୍ୱ ଦିଆଯାଉଛି। ଏହାସତ୍ବେ ସହରାଞ୍ଚଳ ବାସୀଙ୍କ ମଧ୍ୟରେ ଏହି ଅଭ୍ୟାସ ଆଦୃତ ହୋଇ ପାରି ନାହିଁ ବୋଲି ଏକ ସର୍ଭେରୁ ଜଣାପଡିଛି। ଭୁବନେଶ୍ୱରରେ ମାତ୍ର ୧୭ ପ୍ରତିଶତ ଲୋକ ‘ଆସନ’, ‘ପ୍ରାଣାୟାମ’ ବା ‘ଧ୍ୟାନ’ କରୁଥିବା ବେଳେ ୧୦.୭ ପ୍ରତିଶତ ଲୋକ ଯୋଗର ବିଭିନ୍ନ ଅଭ୍ୟାସ କରିଥାନ୍ତି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲର କମ୍ୟୁନିଟି ମେଡ଼ିସିନ ବିଭାଗ […]

Continue Reading

ବଦଳିପାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ; ଓଡ଼ିଶାର ଚେହେରାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଦ୍ଵିତୀୟ ପାଳିର ଦୁଇ ବର୍ଷ ପୂରା କରିସାରିଥିବା ବେଳେ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ହେବା ନେଇ ଦିଲ୍ଲୀରେ ଚର୍ଚ୍ଚା ଜୋର ଧରିଛି। ଗତକାଲି ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଗୁରୁତ୍ଵପୂର୍ଣ୍ଣ ବୈଠକରେ ଏ ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି। ଯଦି ମନ୍ତ୍ରୀମଣ୍ଡଳରେ ଅଦଳବଦଳ ହୁଏ ଓଡ଼ିଶାରୁ କିଏ ସ୍ଥାନ ପାଇବେ କି ନାହିଁ ରାଜ୍ୟରେ ସେ ଚର୍ଚ୍ଚା ଆରମ୍ଭ ହୋଇଛି। ଓଡ଼ିଶାରୁ ୮ଜଣ ବିଜେପି ସାଂସଦ ନିର୍ବାଚିତ ହୋଇଥିବା ବେଳେ ସେଥିରୁ […]

Continue Reading