ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ମାମଲା: ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ
କଟକ: ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ଓ ଯାଞ୍ଚ ବ୍ୟବସ୍ଥାକୁ ସରକାର କଡ଼ାକଡ଼ି କାର୍ଯ୍ୟକାରୀ କରିବା ନେଇ ପରିବହନ ବିଭାଗ ଠାରୁ ଜବାବ ମାଗିଲେ ହାଇକୋର୍ଟ। ଏଭଳି ନମ୍ବର ପ୍ଲେଟ ଲଗାଇବା ନିମନ୍ତେ ସରକାର ନିର୍ଦ୍ଧାରିତ କରିଥିବା ସମୟସୀମାକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ଜବାବ ଦେବାକୁ କହିଛନ୍ତି। ଆବଶ୍ୟକୀୟ ଭିତ୍ତଭୂମି ବିନା ଏହାକୁ ଲାଗୁ କରିବା କେତେ ଦୂର ଠିକ୍, ସମୟସୀମା ଆଉ ବଢ଼ାଯାଇ ପାରିବ କି ନାହିଁ, ଏହାର […]
Continue Reading
