୪ ଶିଶୁଙ୍କୁ ଜନ୍ମ ଦେଲେ ମହିଳା
ବିନିକା: ୪ ଶିଶୁଙ୍କୁ ଜନ୍ମଦେଲେ ମହିଳା। ନବଜାତଙ୍କ ମଧ୍ୟରେ ଗୋଟିଏ ପୁଅ ଓ ୩ କନ୍ୟା ରହିଛନ୍ତି। ଓଜନ କମ୍ ଥିବାରୁ ଶିଶୁମାନଙ୍କ ଜୀବନ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି। ବୁର୍ଲା ବୀର ସୁରେନ୍ଦ୍ର ସାଏ ବଡ ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବାଞ୍ଜିପାଲି ଗାଁର ରବୀନ୍ଦ୍ର ବାଗଙ୍କ ପତ୍ନି କୁନି ସୁନା ଏହି ୪ ଶିଶୁ ଜନ୍ମ ଦେଇଛନ୍ତି। ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ସମସ୍ତ ଶିଶୁଙ୍କୁ […]
Continue Reading
