ଚାଳି ଚାଲି ଯିବା ପାଇଁ ଜାତୀୟ ଓ ରାଜ୍ୟ ରାଜପଥରେ ରହିବ ସ୍ୱତନ୍ତ୍ର ଟ୍ରାକ୍‌

ଭୁବନେଶ୍ୱର:  ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ରହିବ ସ୍ୱତନ୍ତ୍ର ଟ୍ରକ୍‌। ଯେଉଁଥିରେ କେବଳ ପଥଚାରୀ ଚାଲିବେ। ଠିକ୍‌ ସେମିତି ସାଇକେଲ ଚାଳକଙ୍କ ପାଇଁ ମଧ୍ୟ ରହିବ ସ୍ୱତନ୍ତ୍ର ଟ୍ରାକ୍‌। କିନ୍ତୁ ସେହି ରାସ୍ତାରେ ଯାନବାହନ ଯାଇପାରିବ ନାହିଁ। ରାଜ୍ୟର ସବୁ ସଡକରେ ଏଭଳି ଡିଜାଇନ୍ ରହିବ। ଦୁର୍ଘଟଣା ରୋକିବା ଲାଗି ପରିବହନ ବିଭାଗ ରାଜ୍ୟ ମୋଟର ଭେଇକିଲ୍‌ ଆକ୍ଟ ୧୯୯୩ରେ ସଂଶୋଧନ କରି ଏହି ନିୟମ ଲାଗୁ କରିବାକୁ ଯାଉଛନ୍ତି। ସେଥିପାଇଁ ବିଭାଗ ପ୍ରସ୍ତୁତ କରିଛି […]

Continue Reading

ଓଡ଼ିଶାକୁ ଖୁସି ଖବର ଦେଲେ ଅଶ୍ୱିନୀ ବୈଷ୍ଣବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ମିଳିବ ୫-ଜି ସେବା

ଭୁବନେଶ୍ୱର: ଓଡ଼ିଶାକୁ ଖୁବଶୀଘ୍ର ଆସିବ ୫-ଜି । ପ୍ରଥମ ପର୍ଯ୍ୟାୟରେ ହିଁ ମିଳିବ ସେବା । ଅକ୍ଟୋବର ମାସରେ ଦେଶରେ ୫-ଜି ସେବା ଆରମ୍ଭ ହେବାକୁ ଯାଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୩ଟି ସହରରେ ୫-ଜି ସେବା ଆରମ୍ଭ ହେବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଗଲା । ଯେଉଁଥିରେ ଓଡ଼ିଶାର କୌଣସି ସହର ସାମିଲ ନଥିଲା । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା ଭଳି ମେଟ୍ରୋସହର ସହ ତାଲିକାରେ ରହିଥିବା ବେଳେ ଗୁଜରାଟର ୩ଟି […]

Continue Reading

ପୋଖରୀରେ ବୁଡି ଜଣେ ନାବାଳକ ମୃତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଘଟିଛି ଅଘଟଣ । ପୋଖରୀରେ ବୁଡି ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବାର ଖବର ମିଳିଛି । ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅଁଳାବେରେଣୀ ଗାଁ ଖଣ୍ଡିଆବନ୍ଧ ପୋଖରୀରେ ବୁଡି ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତ ନାବାଳକ ଜଣଙ୍କ ଅଁଳାବେରେଣୀ ଗାଁ ଜୁଆଙ୍ଗସାହିର ବିଭୂତି ପ୍ରଧାନଙ୍କର ୧୦ ବର୍ଷର ପୁଅ ପ୍ରଭାକର ପ୍ରଧାନ । ପ୍ରଭାକର ନିଜ ସାଙ୍ଗ ମାନଙ୍କ ସହିତ ଘର ପାଖ ଖଣ୍ଡିଆବନ୍ଧ ପୋଖରୀରେ ଗାଧୋଉଥିବା ବେଳେ […]

Continue Reading

ସାବଧାନ୍! ରାଜ୍ୟରେ ଘଡ଼ଘଡ଼ି ସହ ହେବ ବର୍ଷା, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଜି ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ୮ଟି ଜିଲ୍ଲାଗୁଡ଼ିକ ହେଉଛି- ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଓ ନୟାଗଡ଼ । ଅନ୍ୟପଟେ ୧୭/୧୮ ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଲଘୁଚାପ ସମ୍ଭାବନା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ତେବେ ୧୭ […]

Continue Reading

ଏଥର ଶୀତ ଆସିବ ବିଳମ୍ବରେ !

ଭୁବନେଶ୍ୱର: ଅକ୍ଟୋବର ଏବଂ ନଭେମ୍ବରରେ ଯେପରି ତାପମାତ୍ରା ରହିବା କଥା ଚଳିତ ଥର ପୂର୍ବ ଅପେକ୍ଷା ଅଧିକ ଗରମ ରହିବ। ତେଣୁ ଏଥର ଶୀତ ବିଳମ୍ବରେ ଆସିବ। ଏପରି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ପଶୁପାଳକ। ଏଲ୍-ନିନୋ, ଇଣ୍ଡିଆନ ଓସେନ ଡାଇପୋଲ ଏହଂ ଏମଏଜେଓକୁ ଅନୁଧ୍ୟାନ କରିବା ପରେ ସୁରେନ୍ଦ୍ର ପଶୁପାଳକ ଶୀତ ବିଳମ୍ବରେ ଆସିବ ବୋଲି ଅନୁମାନ କରିଛନ୍ତି। ତେବେ ଡିସେମ୍ବରରେ ତାପମାତ୍ରା ସ୍ବାଭାବିକ ରହିବ ବୋଲି ସେ କହିଛନ୍ତି। ସେହିପରି ଆସନ୍ତା ମାସରେ […]

Continue Reading

ନୂଆ ଭୂମିକାରେ ପାଣ୍ଡିଆନ: ମୁଖ୍ୟମନ୍ତ୍ରୀଙ୍କୁ ପଚାରିଲେ ପ୍ରଶ୍ନ, ଭାଇରାଲ ହେଲା ଉତ୍ତର

ଭୁବନେଶ୍ୱର:  ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଆଇଏଏସ୍ ଭିକେ ପାଣ୍ଡିଆନଙ୍କ ଏକ ନୂଆ ଭୂମିକାକୁ ନେଇ ଆଜି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି । ଶ୍ରୀ ପାଣ୍ଡିଆନ ପ୍ରଶାସକରୁ ସାମ୍ବାଦିକ ପାଲଟି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି । ଆଉ ତା’ର ଉତ୍ତର ମଧ୍ୟ ମୁଖ୍ୟମନ୍ତ୍ରୀ ଦେଉଛନ୍ତି । ଏଭଳି ଏକ ଭିଡିଓ ବିଜେଡି ଡିଜିଟାଲ ଟିମ୍ ପକ୍ଷରୁ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ତେବେ […]

Continue Reading

ବାବୁଶାନ-ତୃପ୍ତି-ପ୍ରକୃତି ବିବାଦ: ତଥ୍ୟ ସଂଗ୍ରହ କରିବେ ସରକାରୀ ଓକିଲ

କଟକ: ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ପକ୍ଷରୁ ଅଭିନେତା ବାବୁଶାନଙ୍କ ପତ୍ନୀ ତୃପ୍ତି ଏବଂ ଶ୍ୱଶୁର ଲଳିତ ଶତପଥିଙ୍କ ବିରୋଧରେ ଦାୟର ଏତଲା ନେଲା ନୂଆ ମୋଡ଼। ଏତଲା ଉପରେ ସବିଶେଷ ତଥ୍ୟ ସଂଗ୍ରହ କରିବାକୁ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆଜି ଏହି ମାମଲାର ଶୁଣାଣି କରି କୋର୍ଟ ଉକ୍ତ ନିର୍ଦ୍ଦେଶ ଜାରି କରିଛନ୍ତି। ଆସନ୍ତା ୨୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବା ନେଇ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ଅଭିନେତା ବାବୁଶାନଙ୍କ […]

Continue Reading

୧୪ ଜିଲ୍ଲା ସାବଧାନ୍! ରାଜ୍ୟରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ପ୍ରଭାବରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଉତ୍ତର ଓ ଉପକୂଳ ଅଞ୍ଚଳର ୧୪ ଜିଲ୍ଲାରେ ବର୍ଷା ଜାରି ରହିବ । ଅବପାତ ଦୁର୍ବଳ ହେଲେ ମଧ୍ୟ ଦକ୍ଷିଣରୁ ଉତ୍ତରକୁ ବାୟୁ ପ୍ରଭାବରୁ ୨ ଦିନ ବର୍ଷା ଲାଗି ରହିବ । ଗୋଟିଏରୁ ୨ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ପୁରୀରେ ସର୍ବାଧିକ ୨୯ ମିମି […]

Continue Reading

୨୯୦ କେ.ଜି ଗଞ୍ଜେଇ ଜବତ

କୋରାପୁଟ : କୋରାପୁଟ ଅବକାରୀ ବିଭାଗର ବଡ଼ ସଫଳତା । ନନ୍ଦପୁରର ମାରଡ଼ା କାଜୁ ବଣ ରୁ ୨୯୦ କେ.ଜି ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୨୯ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀ ସୂଚନା ଦେଇଛନ୍ତି । ନନ୍ଦପୁର ବ୍ଲକ ମାରଡ଼ା ଅଞ୍ଚଳ ରୁ ଅବକାରୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସ୍କ୍ବାର୍ଡ ଗତକାଲି ଭୋରୁ ୨୯୦ କେ.ଜି ଗଞ୍ଜେଇ ଜବତ କରିଛି। ଗଞ୍ଜଇେ ଚୋରା […]

Continue Reading

ଏଚସିଜି ପଣ୍ଡା କ୍ୟାନସର ହସପିଟାଲର ବଡ ସଫଳତା, ବୋନ କ୍ୟାନସର ରୋଗୀଙ୍କର ହେଲା ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଏଚସିଜି ପଣ୍ଡା କ୍ୟାନସର ହସପିଟାଲ, କଟକର ଡାକ୍ତରଗଣ ଅଷ୍ଟି ଓସାରକୋମା (ଏକ ପ୍ରକାର କ୍ୟାନସର ଯାହା ଅସ୍ଥିର କୋଷିକାଗୁଡିକରୁ ଆରମ୍ଭ ହୋଇଥାଏ) ରେ ଆକ୍ରାନ୍ତ ଜଣେ ୧୩ ବର୍ଷ ବୟସ୍କ ବାଳକର ବାମ ଗୋଡ ନିମ୍ନ ଭାଗରେ ଏକ ଲୋୟର ଲିମ୍ବ ସାଲଭେ ସର୍ଜରୀ କରିଛନ୍ତି । ଏହି ଅସ୍ତ୍ରୋପଚାର ଡାକ୍ତରମାନଙ୍କୁ ପ୍ରଭାବିତ ଅସ୍ଥି ଅଂଶକୁ ବାହାର କରିଦେଇ ଏବଂ ସେହି ସ୍ଥାନରେ ପ୍ରୋସଥେଟିକ୍ସ ଖଞ୍ଜି ଉକ୍ତ ବାଳକର ଅଙ୍ଗକୁ […]

Continue Reading