କ୍ଷତିପୂରଣ ଦାବିରେ ଜମିହରା କ୍ଷତିଗ୍ରସ୍ତଙ୍କ ଧାରଣା

ପାରାଦୀପ : ପିପିଏଲ ସାର କାରଖାନା ସମ୍ମୁଖରେ ଧାରଣା ଦେଲେ  ଜମିହରା । କ୍ଷତିପୂରଣ ଓ ନିଯୁକ୍ତି ଦାବିରେ ଗେଟ୍ ରେ ତାଲା ପକାଇ ଦେଇଛନ୍ତି । କାରଖାନା ଭିତରକୁ ଯିବା ଆସିବା ସମ୍ପୁର୍ଣ୍ଣ ଠପ୍ ହୋଇଯାଇଛି ।  ଦିର୍ଘ ୪୨ ବର୍ଷ ହେଲା ପିପିଏଲ ସାର କାରଖାନା ପାଇଁ ଜମି ହରାଇଥିବା ଚାଷୀ ପରିବାରଙ୍କୁ କମ୍ପାନୀ କତ୍ତୃପକ୍ଷ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି । କମ୍ପାନୀରେ ବାହାର ରାଜ୍ୟର ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳୁଥିବା ବେଳେ ସ୍ଥାନୀୟ […]

Continue Reading

ବଡ଼ ମେଡିକାଲରୁ ଧରାପଡ଼ିଲେ ୫ ଦଲାଲ କର୍ମଚାରୀ

କଟକ: କଟକ ବଡ଼ ଡାକ୍ତରଖାନାରୁ ଧରାପଡ଼ିଲେ ୫ ଦଲାଲ । ରୋଗୀଙ୍କୁ ସରକାରୀ ଡାକ୍ତରଖାନାରୁ ଘରୋଇ କ୍ଲିନିକକୁ ମୁହାଁଉଥିଲେ ଏମାନେ । ମଙ୍ଗଳବାର କମିଶନରେଟ ପୋଲିସ ରେଡିଓଲୋଜି ବିଭାଗରୁ ୫ ଜଣଙ୍କୁ ଗିରଫ କରିଛି । ତେବେ ଗିରଫ ୫ ଜଣ ହେଉଛନ୍ତି ଏସସିବି ମେଡିକାଲ କଲେଜର ଆଉଟସୋର୍ସିଂ ଷ୍ଟାଫ୍ । ତେଣୁ ଏମାନଙ୍କୁ ସକ୍ରିୟ ଭାବେ ଦଲାଲି କରିବା ଭାରି ସହଜ ହେଉଥିଲା । ପୂର୍ବରୁ ଅଭିଯୋଗ ପାଇ ମଙ୍ଗଳବାଗ ଥାନା ଏହି ୫ଜଣ ଦଲାଲଙ୍କୁ […]

Continue Reading

ଗାଁ ମନ୍ଦିର ଜମି ଜବରଦଖଲକୁ ବିରୋଧ : ବିବାଦରୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି

ଯାଜପୁର : ଗାଁ ମନ୍ଦିର ଜମି ଜବରଦଖଲକୁ ବିରୋଧ ।  ମନ୍ଦିର ଜାଗାକୁ ଜବରଦଖଲ କରି ଘର ତିଆରି କରିବା ଘଟଣାକୁ ନେଇ ଦେଖାଦେଇଛି ବିବାଦ । ଯାଜପୁର  ଛନ୍ଦାମୁଣ୍ଡ ଗାଁ ତାରିଣୀ ଓ ଭାଗବତ ଆଶ୍ରମର ଜାଗାକୁ ଜନୈକ ବ୍ୟକ୍ତି ଜବରଦଖଲ କରି ନିଜ ଘର କାମ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଗ୍ରାମବାସୀ ଜିଲା ପ୍ରଶାସନ ନିକଟରେ ପେଂରାଦ ହେବା ପରେ ପ୍ରଶାସନ ପକ୍ଷରୁ ଉକ୍ତ ଜାଗାରେ ୧୪୪ ଧାରା ଜାରି […]

Continue Reading

ଜୁନ୍ ମାସରୁ ରାସନ୍ କାର୍ଡରେ ଆଉ ମିଳିବନି ଗହମ, ଖୋଲା ବଜାରରେ ବଢ଼ିପାରେ ଅଟା ଓ ସୁଜି ଦର!

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଜୁନ୍ ମାସରୁ ରାସନ କାର୍ଡରେ ମିଳୁଥିବା ଗହମ ଆଉ ମିଳିବନି। ଜୁନ୍ ମାସରୁ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଅର୍ଥାତ୍ ୧୦ ମାସ ଯାଏ ଗହମ ମିଳିବନି। ଗରିବ ଖାଉଟି ମାନଙ୍କୁ ୧୦ ମାସ ଗହମ ବଦଳରେ ଚାଉଳ ମିଳିବ। ତେବେ ଏହାର ପ୍ରଭାବ ସିଧାସଳଖ ବଜାର ଉପରେ ପଡ଼ିବ ଏବଂ ଓଡ଼ିଶାରେ ଅଟା, ସୁଜି ଆଦିର ଦାମ୍ ବୃଦ୍ଧି ପାଇବାର ଆଶଙ୍କା ରହିଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି […]

Continue Reading

ହିଣ୍ଡାଲକୋ ହୀରାକୁଦ ତରଫରୁ ମେଗା ବିଶେଷଜ୍ଞ ସ୍ୱାସ୍ଥ୍ୟ ଶିବିର

ହୀରାକୁଦ: ହିଣ୍ଡାଲକୋ ତରଫରୁ ଗ୍ରାମଞ୍ଚଳ ଏବଂ ହୀରାକୁଦରେ ବିଶେଷଜ୍ଞ ସ୍ୱାସ୍ଥ୍ୟଶିବିର ଅନବରତ ଜାରି ରହିଛି । ଅଂଚଳରେ ବିଶେଷଜ୍ଞ ସ୍ୱାସ୍ଥ୍ୟସେବାର ଅଭାବକୁ ପୁରାଣ କରିବା ପାଇଁ ପ୍ରୟାଶ କରୁଛି । ଏହିକ୍ରମରେ ଆଜି ଏକ ମେଗା ବିଶେଷଜ୍ଞ ସ୍ୱାସ୍ଥ୍ୟ ଶିବିର ମହମ୍ମଦପୁର ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇ ଅଛି । ଆଜିର ଏହି ସ୍ୱାସ୍ଥ୍ୟ ଶିବିରକୁ ହିଣ୍ଡାଲକୋ ହୀରାକୁଦର ମାନବସମ୍ବଳ ମୁଖ୍ୟ ଶ୍ରୀଯୁକ୍ତ କ୍ରୀଷ୍ଣା ପାଢ଼ୀ ପ୍ରଦୀପ ପ୍ରଜ୍ବଳନ କରିଉଦ୍ଘାଟନ କରିଥିଲେ । ଏଥିରେ ହିଣ୍ଡାଲକୋ ପ୍ଲାଣ୍ଟରେ ସ୍ମେଲଟରଇଂଗି […]

Continue Reading

ସଙ୍କଟରେ ପଡିଛି ଗଜରାଜ : ହାତୀ ମୃତ୍ୟୁସଂଖ୍ୟା ବଢିଚାଲିଥିବା ବେଳେ ଦାୟୀ କିଏ ?

ଭୁବନେଶ୍ୱର :  ସଙ୍କଟରେ ପଡିଛି ଗଜରାଜ ।  ଦିନକୁ ଦିନ ହାତୀ ମୃତ୍ୟୁସଂଖ୍ୟା ବଢିଚାଲିଥିବା ବେଳେ ନୀରବଦ୍ରଷ୍ଟା ପାଲଟିଛି ବନବିଭାଗରୁ ନେଇ ପ୍ରଶାସନ ।  ବନବିଭାଗର ଖାମଖିଆଲ ନୀତିକୁ ଏନେଇ ଦାୟୀ କରାଯାଇଛି । ହାତୀ ମୃତ୍ୟୁ ବଢିଚାଲିଥିବା ବେଳେ ଚମ୍ପୁଆ ରେଂଜରୁ ହାତୀ ନିପାତ ହେବାରେ ଲାଗିଲେଣି । ବେଶୀ କରି ରେଳ ଦୁର୍ଘଟଣାରେ ହାତୀ ମୃତ୍ରୁ ବଢିଚାଲିଛି । ଏନେଇ କୌଣସି ପ୍ରତିକାର କରାଯାଉନାହିଁ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ହାତୀ ମୃତ୍ୟୁ […]

Continue Reading

ମେଡ଼ିକାଲ କଲେଜରେ ନାମ ଲେଖାଇବାକୁ କହି ୩୨ ଲକ୍ଷ ଟଙ୍କା ଠକେଇ:୨ ଗିରଫ

ଭୁବନେଶ୍ବର: ମେଡ଼ିକାଲ କଲେଜରେ ନାମ ଲେଖାଇବାକୁ କହି ଠକେଇ । ମେଡ଼ିକାଲ କଲେଜରେ ନାମ ଲେଖାଇବାକୁ କହି ଠକେଇ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ଇନଫୋସିଟଇ ଥାନା ପୋଲିସ । କଲେଜରେ ନାମ ଲେଖାଇବାକୁ କହି  ଧରାଛୁଆଁ ଦେଇ ନଥିଲେ। ଏହାପରେ ବାଧ୍ୟ ହୋଇ ଛାତ୍ରୀଜଣକ ଏନେଇ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ଉଭୟ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତ ମାନେ ହେଲେ ଅଭିମନ୍ୟୁ କୁମାର ସିଂ ଓ […]

Continue Reading

ଗୋ-ଚାଲାଣକାରୀଙ୍କ ଗୁଳିମାଡ଼ରେ ୨ ଆହତ

ମୟୂରଭଞ୍ଜ : ଗୋରୁ ଗାଡ଼ିକୁ ଅଟକାଇବାରୁ ଗୁଳି ଚଳାଇଲେ ଗୋଚାଲାଣକାରୀ । ଗୁଳିମାଡରେ ଦୁଇ ଜଣ ଆହତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ୪୯ ନମ୍ବର ଜାତୀୟ ରାଜପଥ ବେଗନା ଟୋଲଗେଟ ନିକଟରେ ଘଟିଛି ଏପରି ଘଟଣା । ଆଜି ସକାଳୁ ସକାଳୁ କିଛି ଗୋ ଚାଲାଣକାରୀ ଏକ ଟ୍ରକ୍‌ରେ କୋଲକାତା ଅଭିମୁଖେ ଯାଉଥିଲେ । ଗୋ ଚାଲାଣ କରୁଥିବା ଖବର ପାଇ କିଛି ଦେବସେନାର ଗୋ-ସୁରକ୍ଷା କର୍ମୀ ଟୋଲଗେଟ୍ ନିକଟକୁ ଯାଇ ସେଠାର […]

Continue Reading

କେଉଁଠୁ ଆସିଲା କଟା ଗୋଡ଼ ? ଭୟଭୀତ ଲୋକେ

ଯାଜପୁର  : ଜଙ୍ଗଲରୁ କଟା ଗୋଡ଼ ଉଦ୍ଧାର। କେଉଁଠୁ ଆସିଲା କଟା ଗୋଡ଼ ? ଜଙ୍ଗଲରେ କଟା ଗୋଡ଼ କିଏ ପକାଇଲା, ତାହା ଜଣାପଡ଼ିନି। ତେବେ କଟା ଗୋଡ଼ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର ନିକଟ ଜଙ୍ଗଲରୁ ଏହି କଟା ଗୋଡ଼ ଉଦ୍ଧାର ହୋଇଛି। ମଙ୍ଗଳପୁର ନିକଟ ଜଙ୍ଗଲରେ କଟା ଗୋଡ଼ ପଡ଼ିଥିବା ନେଇ ସ୍ଥାନୀୟ ଲୋକ […]

Continue Reading

୭ ବର୍ଷ ହେଲା ଶିକୁଳିରେ ବନ୍ଧା ଜୀବନ

ସୁବର୍ଣ୍ଣପୁର  : ଘରର ଏକ ମାତ୍ର ରୋଜଗାରିଆ ପୁଅ । ବୟସ ଅଧା ବି ହୋଇନି । ହେଲେ ଶିକୁଳିରେ ବନ୍ଧା ହୋଇପଡ଼ିରହିଛନ୍ତି । ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୭ବର୍ଷ ହେଲା ଶିକୁଳିରେ ବନ୍ଧା ହୋଇରହିଛନ୍ତି । ଏ ହେଉଛନ୍ତି ସୁବର୍ଣ୍ଣପୁରର ଖାରି ପଂଚାୟତ ଉପରଫବସୀ ଗାଁର କିଶୋର ବିିନ୍ଧାଣୀ। ଅଭାବ ଅନଟନରେ ପରିବାର ଚଳୁଥିବା ବେଳେ ବୃଦ୍ଧ ମାଆ ପାଲଟିଛି ରୋଜଗାରର ମାଧ୍ୟମ। ପରିଣତ ବୟସରେ ଯାହାକିଛି ରୋଜଗାର କରୁଛନ୍ତି ସେଥିରେ […]

Continue Reading