ରାଷ୍ଟ୍ରପତି ନିର୍ବାଚନ: ସମଦୂରତ୍ୱ ନୀତି ଆପଣେଇଲା ବିଜେଡ଼ି

ଭୁବନେଶ୍ୱର : ବିଜୁ ଜନତା ଦଳ  କୌଣସି ପ୍ରକାର ରାଜନୈତିକ ମେଣ୍ଟରେ ସାମିଲ ନହୋଇ ନିଜର ସ୍ୱାଧୀନତା ବଜାୟ ରଖିବ ଏବଂ ଏକା ଚାଲିବାକୁ ପସନ୍ଦ କରିବ ବୋଲି ଦଳର ମୁଖ୍ୟ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସମ୍ପ୍ରତି ନୂଆଦିଲ୍ଲୀ ଗସ୍ତରେ ଥିବା ନବୀନଙ୍କୁ ଆଗାମୀ ଲୋକସଭା ଏବଂ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ପଚରାଯିବାରେ ସେ କହିଥିଲେ, ସେଥିପାଇଁ ଢେର୍‍ ଦିନ ବାକି ଅଛି। ଏବେଠାରୁ ସେ ସମ୍ପର୍କରେ ମତ ଦେବା ସମୀଚୀନ ହେବନାହିଁ। ସମୟ […]

Continue Reading

ଶ୍ରମିକଙ୍କ ପାଇଁ ଗୋଟିଏ ଦିନ: ପଥର ଚିତ୍ରକଳାରେ ପ୍ରିୟଙ୍କାଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ମେ ୧ ତାରିଖକୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଭାବରେ ପାଳନ କରାଯାଏ । ଆଉ ଚଳିତ ବର୍ଷର ଥିମ ରହିଛି \’Act together to build a positive safety and health culture’. ଏହି ଦିବସରେ ଚିତ୍ରଶିଲ୍ପୀ ପ୍ରିୟଙ୍କା ସାହାଣୀ ଏକ ବଡ ପଥରରେ ଏକ୍ରିଲିକ ରଂଗ ବ୍ୟବହାର କରି ଜଣେ ଶ୍ରମିକ ଇଟା ବୋହୁଥିବାର ଚିତ୍ର ଆଙ୍କିଛନ୍ତି । ଯାହା କରିବାକୁ ୪୫ ମିନିଟ ସମୟ ଲାଗିଥିଲା । ଆଜି ମେ ୧ […]

Continue Reading

ସକ୍ରିୟ ହେଉଛି କାଳବୈଶାଖୀ ପ୍ରକ୍ରିୟା, ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା

ଭୁବନେଶ୍ୱର: ଗତକିଛି ଦିନ ହେବ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଏବେ ପାଣିପାଗରେ ପରିବର୍ତ୍ତନ ହେଉଛି । ରାଜ୍ୟ ମଧ୍ୟକୁ କ୍ରମାଗତ ଭାବେ ସାମୁଦ୍ରିକ ବାୟୁ ପ୍ରବେଶ କରୁଛି । ଦକ୍ଷିଣ ତଥା ଦକ୍ଷିଣ-ପୂର୍ବ ଦିଗରୁ ରାଜ୍ୟକୁ ସାମୁଦ୍ରିକ ବାୟୁ ପ୍ରବେଶ କରୁଛି । ତେବେ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସିବ ଜଳୀୟ ବାଷ୍ପପୂର୍ଣ୍ଣ ସାମୁଦ୍ରିକ ବାୟୁ । ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି ଏହା କାଳବୈଶାଖୀ ପ୍ରକ୍ରିୟାକୁ ଅଧିକ ସକ୍ରିୟ କରିବ । […]

Continue Reading

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ: ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲା ASI ଟିମ୍

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଦିନକୁ ଦିନ ବଢ଼ିଚାଲିଥିବା ବେଳେ ଏହାର ଅନୁଧ୍ୟାନ ପାଇଁ ଆଜି ପୁରୀରେ ପହଞ୍ଚିଛି ଏଏସଆଇ ଟିମ୍ । ଆଞ୍ଚଳିକ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ପହଞ୍ଚିଛି ଉଚ୍ଚସ୍ତରୀୟ ଟିମ୍ । ଟିମରେ ଓବିସିସି ଓ ଟାଟା ପ୍ରୋଜେକ୍ଟ କତ୍ତୃପକ୍ଷଙ୍କ ସହ ଜିଲ୍ଲାପାଳ ମଧ୍ୟ ଅଛନ୍ତି । ପ୍ରକଳ୍ପ ଅନ୍ତଭୁକ୍ତ କ’ଣ କ’ଣ ନିର୍ମାଣ ଚାଲିଛି, ସେନେଇ ଅନୁଧ୍ୟାନ କରିବ ଟିମ୍ । ତେବେ ଏଏସଆଇର ବିନା ଅନୁମତିରେ ଏହି ପ୍ରକଳ୍ପ […]

Continue Reading

ଦେଶ ଗଠନରେ ଶିକ୍ଷାର ଭୂମିକା ଗୁରୁତ୍ବପୂର୍ଣ୍ଣ, ଶିକ୍ଷକ ହେଉଛନ୍ତି ରାଷ୍ଟ୍ରର ନିର୍ମାତା : ବିଚାରପତି ଡ.ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ

ଭୁବନେଶ୍ବର: ଦେଶ ଗଠନରେ ଶିକ୍ଷାର ଭୂମିକା ଗୁରୁତ୍ବପୂର୍ଣ୍ଣ ଓ ଶିକ୍ଷକ ହେଉଛନ୍ତି ରାଷ୍ଟ୍ରର ନିର୍ମାତା। ସେମାନଙ୍କ ଜ୍ଞାନ, W * Q ତ୍ୟାଗ ଓ ଉତ୍ସର୍ଗିକୃତ ମନୋଭାବ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଇଥାଏ। ଶିକ୍ଷାର ଅର୍ଥ ହେଉଛି ଆହ୍ୱାନକୁ ସମ୍ମୁଖୀନ ହେବା। ଯଦି ପ୍ରତିଟି ଆହ୍ଵାନକୁ ସଫଳତାର ସହ ମୁକାବିଲା କରାଯାଇପାରିବ ତାହେଲେ ସବୁ ସମସ୍ୟାର ସମାଧାନ ହୋଇପାରିବ । ଫଳରେ ଜଣେ ନିଜର ରୁଚି ଥିବା କ୍ଷେତ୍ରରେ ପାରଦର୍ଶିତା ହାସଲ ସହ ପ୍ରତିଭା ଓ ଦକ୍ଷତା ପ୍ରଦର୍ଶନ […]

Continue Reading

ଉତ୍ତର-ପଶ୍ଚିମ ଏବଂ ମଧ୍ୟ ଭାରତରେ ୧୨୨ ବର୍ଷର ରେକର୍ଡ ଭାଙ୍ଗିଲା ତାତି, ୫୦ ଡ଼ିଗ୍ରୀ ପାର କରିପାରେ ତାପମାତ୍ରା

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଭାରତର ଅନେକ ରାଜ୍ୟରେ ଭୀଷଣ ଗରମ ଲାଗି ରହିଛି । ଉତ୍ତରପ୍ରଦେଶ, ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଏବଂ ଓଡ଼ିଶା ଭଳି ରାଜ୍ୟରେ ସୁର୍ଯ୍ୟଙ୍କ ପ୍ରକୋପ ଜାରି ରହିଛି । ଏଭଳି ସମୟରେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପୁର୍ବାନୁମାନ ଲୋକଙ୍କୁ ଆହୁରି ଡରାଇ ଦେଇଛି । ବିଭାଗର ପୁର୍ବାନୁମାନ ଅନୁଯାୟୀ ସର୍ବାଧିକ ତାପମାତ୍ରା ୫୦ ଡ଼ିଗ୍ରୀ ଛୁଇଁପାରେ । କାରଣ ମେ ମାସରେ ସର୍ବାଧିକ ଗରମ ଅନୁଭୁତ ହୋଇଥାଏ । […]

Continue Reading

ଜୁଲାଇ ୩୧ ଯାଏଁ ବନ୍ଦ ରହିବ ଭିତରକନିକା ଅଭୟାରଣ୍ୟ: କୁମ୍ଭୀରଙ୍କ ପ୍ରଜନନ ପାଇଁ ୩ ମାସ ପର୍ଯ୍ୟଟକଙ୍କ ଉପରେ ପ୍ରତିବନ୍ଧକ

ପଟ୍ଟାମୁଣ୍ଡାଇ: କୁମ୍ଭୀର ପ୍ରଜନନ ପାଇଁ ରବିବାର ଠାରୁ ୩୧ ଜୁଲାଇ ପର୍ଯ୍ୟନ୍ତ ୩ ମାସ ଯାଏଁ ବନ୍ଦ ରହିବ ଭିତରକନିକା ଅଭୟାରଣ୍ୟ । ଏହି ସମୟ ମଧ୍ୟରେ ଭିତରକନିକା ଅଭୟାରଣ୍ୟ ଭିତରକୁ ପର୍ଯ୍ୟଟକଙ୍କୁ ଯିବାକୁ ଦିଆଯିବନାହିଁ । ପର୍ଯ୍ୟଟକଙ୍କ ପାଇଁ ସଂପୂର୍ଣ୍ଣ ଭାବରେ ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ଭିତରକନିକା ଅଭୟାରଣ୍ୟ ଡିଏଫଓ ଯଜ୍ଞଦତ୍ତ ପତି ।

Continue Reading

ସ୍କୁଲ ସମୟରେ ପରିବର୍ତ୍ତନ କଲେ ରାଜ୍ୟ ସରକାର: ଜାଣନ୍ତୁ କେଉଁ ସମୟରେ ଆସିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ସ୍କୁଲରେ ପାଠପଢ଼ା ସମୟ ବଦଳାଇଲେ ସରକାର । ଏଣିକି ସକାଳ ୬ ଟାରୁ ୯ ପର୍ଯ୍ୟନ୍ତ ହେବ ସ୍କୁଲ୍ । ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ସମୟରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ୩ୟ ରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପିଲା ସକାଳ ୬ଟାରୁ ସ୍କୁଲ ଆସିବେ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ ବୋର୍ଡ ଓ କାଉନସିଲ୍ ପକ୍ଷରୁ ଚାଲିଥିବା ପରୀକ୍ଷା […]

Continue Reading

ଶ୍ରୀମନ୍ଦିର ପରିକ୍ରମା ପକଳ୍ପ ପ୍ରସଙ୍ଗ: ରବିବାର ଅନୁଧ୍ୟାନ କରିବ ଏଏସଆଇର ସ୍ୱତନ୍ତ୍ର ଟିମ୍

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗକୁ ନେଇ ରାଜନୀତି ଜୋର୍ ଧରିଥିବାବେଳେ । ରବିବାର ଏଏସଆଇର ସ୍ୱତନ୍ତ୍ର ଟିମ୍ ପୁରୀ ଗସ୍ତ କରିବେ । ଗସ୍ତ ସମୟରେ ଶ୍ରୀମନ୍ଦିର ନିକଟରେ ହେଉଥିବା କାମର ଅନୁଧ୍ୟାନ କରିବେ । ଏଏସଆଇର ଆଞ୍ଚଳିକ ନିର୍ଦ୍ଦେଶକଙ୍କ ସହ ଏହି ଟିମ୍ ଅନୁଧ୍ୟାନ କରିବେ । ପ୍ରକଳ୍ପ ଅନୁଯାୟୀ କ’ଣ ନିର୍ମାଣ ହେଉଛି ତାହାର ଅନୁଧ୍ୟାନ କରି ୯ ତାରିଖ ପୂର୍ବରୁ ରିପୋର୍ଟ ଦାଖଲ କରିବ ଏଏସଆଇ । ୯ ରେ ପରିକ୍ରମା […]

Continue Reading

ଆଗାମୀ ୨୪ ଘଣ୍ଟାରେ ବର୍ଷା ସହିତ କାଳବୈଶାଖୀ ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରିଥିବା ବେଳେ ବଙ୍ଗୋପସାଗରରେ ସାମ୍ଭାବ୍ୟ ବାତ୍ୟା ଡରାଇବା ଆରମ୍ଭ କଲାଣି । ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୬ ତାରିଖ ବେଳକୁ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପରବର୍ତ୍ତୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବାର […]

Continue Reading