ବଢ଼ିବ କି କଲେଜ ଛୁଟି ଅବଧି? ଜାଣନ୍ତୁ କ’ଣ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ସ୍କୁଲ, କଲେଜ ବନ୍ଦ ରହିଛି । ଏହାରି ମଧ୍ୟରେ କଲେଜ ଛୁଟି ବୃଦ୍ଧିକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ମନ୍ତ୍ରୀ କହିଛନ୍ତି ଯେ, ‘ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏବେ ମେ’ ୨ ଯାଏଁ ଛୁଟି ଲାଗୁ ହୋଇଛି । ଜଳାବୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ । ପାଣିପାଗ ସ୍ଥିତି ଦେଖି ବିଚାର ବିମର୍ଷ ପରେ କଲେଜ […]
Continue Reading
