ସଙ୍ଗୀତମୟ ଜୀବନ
ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଯେତେବେଳେ ମଣିଷ ବଣ ଜଙ୍ଗଲରେ ରହୁଥିଲା, ସେତେବେଳେ ଧାତୁ ବାସନକୁ ପିଟିବା କିମ୍ବା ଗଛର ଡାଳରେ ଡାଳ ପିଟି ହେବା ଦ୍ୱାରା ଶବ୍ଦ ଶୁଭେ । ଏପରିକି ବର୍ଷାର ଘଡଘଡି ଶବ୍ଦ ଦ୍ଵାରା କାନ ପ୍ରକମ୍ପିତ ହୋଇଥିବ । ବୋଧହୁଏ ଏହି କ୍ରମରେ ସଂଗୀତର ଗୀତଗୁଡ଼ିକ ପୁନର୍ବାର ପ୍ରସ୍ତୁତ କରାଯାଇଥିଲା ଏବଂ ଏଠାରୁ ଗୋଟିଏ ପରେ ଗୋଟିଏ ଯନ୍ତ୍ର ତିଆରି ହେଲା । ଆମ ମନର ଆନନ୍ଦକୁ ଜାଗ୍ରତ କରିବା ପାଇଁ […]
Continue Reading
