ପରିବେଶ, ପ୍ରଦୂଷଣ ଓ ପୃଥିବୀ
ଭୁବନେଶ୍ୱର: ବିଶ୍ୱ ପୃଥିବୀ ଦିବସ ଅବସରରେ ଡି. ଶୁଭମଙ୍କ ସ୍ୱତନ୍ତ୍ର ଆଲେଖ୍ୟ ଆମେ ସଭ୍ୟତାର କଥା କହୁଛେ , ଆମେ ପରିବେଶ ଭିତରେ ସମାଜର ଅବସ୍ଥିତି କଥା କହୁଛେ । କିନ୍ତୁ ସେ ସମାଜର ଅବସ୍ଥା କଥା କହିବା ଭିତରେ ଆମେ ଆମ ଅଜାଣତରେ ପରିବେଶକୁ ନଷ୍ଟ କରୁଛେ ଏକଥାକୁ ଅସ୍ୱୀକାର କରାଯାଇନପାରେ ।ଭୋକର ଭୂଗୋଳରୁ ଭାତହାଣ୍ଡି ଯାଏଁ ପରିବେଶର ଭୂମିକା ଯେ କେତେ ଗୁରୁତ୍ୱପୂର୍ଣ୍ଣ , ତାହା ଆମେ ସମସ୍ତେ ଜାଣନ୍ତି । ଆଜି ବିଶ୍ୱ […]
Continue Reading
