ସାଇବର ଠକଙ୍କୁ କିପରି ଚିହ୍ନିବେ ,ସବ୍ୟର୍ଚିତା ନୂଆ ଫିଲ୍ମରେ ଦେଲେ ସଚେତନତା ବାର୍ତ୍ତା
ଭୁବନେଶ୍ୱର : ରାଜ୍ୟରେ ଏବେ ସାଇବର ଠକଙ୍କ ଉତ୍ପାତ ବଢିବାରେ ଲାଗିଛି । ଠକାମି ପୂର୍ବରୁ ସାଇବର ଠକଙ୍କୁ କିପରି ଚିହ୍ନିବେ । ଏନେଇ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ନୂଆ ଫିଲ୍ମ ରେ ଏହି ମନ୍ତ୍ର ଦେଇଛନ୍ତି । ଯଦି ଆପଣ ସତର୍କତା ମୂଳକ ପଦକ୍ଷେପ ନେଇପାରିବେ ତେବେ ଜାଣିପାରିବେ କିଏ ଠକ କିଏ ଭୁଲ । ଏଥିପାଇଁ ସବ୍ୟସାଚୀ ଅର୍ଚ୍ଚିତାଙ୍କ ଆସିଛି ନୂଆ ସିନେମା ।ଯେଉଁଥିରେ ଏଭଳି କିଛି ସଚେତନତା ବର୍ତ୍ତା ଦେଇଛନ୍ତି […]
Continue Reading
