ଲିଙ୍ଗିପୁର ଏଟିଏମ ଲୁଟ୍ ଘଟଣା: ସିନ୍ କ୍ରିଏସନ କରି ଦେଖାଇଲେ ବାଂଲାଦେଶୀ ଲୁଟେରା ଗ୍ୟାଙ୍ଗ
ଭୁବନେଶ୍ୱର: ଭୁବନେଶ୍ବର ଲିଙ୍ଗିପୁର ଏଟିଏମ ଲୁଟ୍ ଘଟଣାରେ କ୍ରାଇମ୍ ସିନ୍ ରିକ୍ରିଏଟ କରିଛି ପୋଲିସ । ୨ ଲୁଟେରାଙ୍କୁ ନେଇ ଲୁଟର ଡେମୋ କରିଛି ପୋଲିସ । ଏଟିଏମ୍ ସ୍ଥଳ, ଶିଶୁଭବନ, ଲିଙ୍ଗିପୁର ପେଟ୍ରୋଲ ପମ୍ପ, ଦୟାନଦୀ କୂଳକୁ ନେଇ ଡେମୋ କରିଛି ପୋଲିସ । ଏଟିଏମ୍ ଭାଙ୍ଗିଥିବା ସ୍ଥାନରୁ ଶାବଳ, ହାମର, ସ୍କ୍ରୁ ଡାଇଭର ମିଳିଛି । ଏହି ମାମଲାରେ ୨ ଲୁଟେରାଙ୍କଠାରୁ ଅଧିକ ତଥ୍ୟ ହାସଲ ପାଇଁ ୭ ଦିନ ରିମାଣ୍ଡ ଆବେଦନ କରିବ ପୋଲିସ […]
Continue Reading
