କୁତ୍ରିମ ଉପାୟରେ ସୁରକ୍ଷା ଦିଆଯାଇଥିବା ଅଣ୍ଡାରୁ ବାହାରିଲା ୧୬ଟି ବେଙ୍ଗଲ ମନିଟର ଗୋଧି ଛୁଆ
ଭୁବନେଶ୍ୱର : କୁତ୍ରିମ ଉପାୟରେ ଯତ୍ନ ପରେ ଫୁଟିଲା ଅଣ୍ଡା ବାହାରିଲା ଗୋଧିଛୁଆ । ୧୬ଟି ଅଜଣା ଅଣ୍ଡାରୁ ବାହାରିଲେ ବେଙ୍ଗଲ ମନିଟର ଗୋଧି ଛୁଆ । ଏହି ଅଣ୍ଡା ଗୁଡିକ ଫୁଟାଇବା ପାଇଁ ସ୍ନେକ ହେଲପ ଲାଇନ ୨୨୩ ଦିନ ଯାଏଁ ଯତ୍ନ ନେଇଥିଲେ । ଦୀର୍ଘ ସାତ ମାସ ପରିଶ୍ରମ ପରେ ସେହି ଅଣ୍ଡାରୁ ୧୬ ଟି ବେଙ୍ଗଲ ମନିଟର ଗୋଧି ଛୁଆ ଫୁଟି ବାହାରିଛନ୍ତି । ଏହି ଅଣ୍ଡାଗୁଡିକ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା […]
Continue Reading
