ଆଜି ଶ୍ରୀମନ୍ଦିରରେ ଦୟଣା ଚୋରି ନୀତି
ପୁରୀ : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହୁନୁମାନ ଜୟନ୍ତୀ । ଏନେଇ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଦୟଣା ଚୋରି ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ସମେତ ମଠ ପରିସରରେ ଦୟଣା ଚୋରି ନୀତି ସମ୍ପନ୍ନ ହେବ । ଗୁରୁବାର ସକାଳୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧୁବନ ନାଗାପାଟଣା ନିବାସୀ ପ୍ରଶାନ୍ତ ପାଣିଙ୍କ ଘର ବଗିଚାରୁ ଦୟଣା ଗଛ ସଂଗ୍ରହ କରାଯିବ ।ପୂର୍ବରୁ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଦୟଣା ଗଛ ଥିଲା […]
Continue Reading
